ସବୁବେଳେ ଅଭାବ ଲାଗି ରହୁଥିଲେ ଦରିଦ୍ର ନ ହେବା ପାଇଁ କରନ୍ତୁ ଏହି ଉପାୟ- Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସୁନ୍ଦର ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଦରିଦ୍ର ନ ହେବାର ମୁଖ୍ୟ କାରଣ ଉପରେ ଆଧାରିତ ଅଟେ । ଏହି ସବୁ ଉପାୟ କରିଲେ ଜୀବନରେ କେବେବି ଦାରିଦ୍ରତା ଆସିବ ନାହି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ୧- ଘରର ଠାକୁର ଘରେ ସକାଳ ବା ସନ୍ଧ୍ୟାରେ ଝୁଣା ନିହାତି ଦିଅନ୍ତୁ । ଝୁଣା ନ ହେଲେ ଖଣ୍ଡେ କର୍ପୁର ରେ ପ୍ରତେକ ଦିନ ଆଳତି କରନ୍ତୁ । ଏହା ଦ୍ଵାରା ଅଶୁଭ ଦ୍ରୁଷ୍ଟି ଦୂର ହୋଇଥାଏ ।

୨- ଯଦି ଆପଣଙ୍କ ଘରେ ବିଲେଇଟି ପିଲା ଜନ୍ମ କରେ କିମ୍ବା ମାଙ୍କଡ ଆମ୍ବ ବା କୌଣସି ଫଳ ଖାଇ ତାର ଛିନ୍ନ ଘରେ ବା ଅଗଣାରେ ପକାଇଥାଏ ତେବେ ସେହି ଦିନ ଠାରୁ ଭଲ ସମୟ ଆରମ୍ଭ ହୁଏ ।

୩- ଘରେ ଠାକୁର ପୂଜା କରିବା ସମୟରେ କୌଣସି ଅତିଥି ଆସନ୍ତି ବା ଝିଟିପିଟି ଶବ୍ଦ କରେ ତେବେ ସେହି ଦିନଟି ଶୁଭ ହେବା ସହ ଯାତ୍ରା ମଙ୍ଗଳକାରୀ ହୋଇଥାଏ ।

୪- ଭାତ ରାନ୍ଧିବା ପରେ ସମସ୍ତଙ୍କୁ ଦେବା ପରେ ହାଣ୍ଡି କେବେ ପୋଛାପୋଛି କରିବେ ନାହି । ରୁଟି ଦେଇ ସଋବା ପରେ ହଟକେଶ ଖାଲି ରଖିବେ ନାହି । ମଙ୍ଗଳବାରରେ କେବେ କାହା ଠାରୁ ଟଙ୍କା କରଜ ଆଣନ୍ତୁ ନାହି । କାରଣ ଧାର ଆଣିଲେ ସୁଝିବା କଷ୍ଟକର ହୁଏ ।

୫- ମଙ୍ଗଳବାର ଦିନ କାହାକୁ ଧର ସୁଝିଲେ ଲ୍ଭାବାନ ହେବେ । ଅମାବାସ୍ୟା ଦିନ ଘରକୁ ସଫା କରିବା ସହ ଅଦରକାରୀ ଜିନିଷକୁ ବାହାରକୁ ଫିଙ୍ଗି ଦିଅନ୍ତୁ ।

୬- ସୋମବାର, ବୁଧବାର, ଶୁକ୍ରବାର ଦିନ ଘରୁ ବାହାରିବା ସମୟରେ ଦ୍ଵାରା ବନ୍ଧ ଆର ପଟକୁ ବାମ ପାଦ ଦେଇ ବାହାରନ୍ତୁ । ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଘରୁ ବାହାରିବ ସମୟରେ ଡାହାଣ ପାଦ ଦେଇ ଘରୁ ବାହାରନ୍ତୁ । ଏମିତି କରିଲେ ଯାତ୍ରା ଲାଭ ହୁଏ ।

୭- ଯେଉଁ ମାନେ ଟଙ୍କା ଗଣୁଛନ୍ତି କେବେବି ଛେପ ଲଗାଇବା ଉଚିତ ନୁହେଁ । ସବୁବେଳେ ଟଙ୍କା ଓଲଟା ଗଣିବ ଉଚିତ । ରାତିରେ ମହିଳା ମାନେ କେବେବି ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ କି ଦାନ୍ତ ରେ କେବେ ନଖ ଛିଣ୍ଡାନ୍ତୁ ନାହି ।

୮- ଏମିତି ୧୨ଟି ନାଁ ଅଛି ଯାହାକୁ ନୀତି ରାତି ପାହିଲା ବେଳକୁ ବିଛଣାରୁ ଉଠିବ ପରେ ହାତ ଦୁଇଟି ଦେଖିବା ପରେ ୧୨ଟି ନାମ ଉଚ୍ଚାରଣ କରନ୍ତି ସେମାନେ ଜୀବନରେ ଦରିଦ୍ର ହୁଅନ୍ତି ନାହି । ଏହି ୧୨ ଜଣଙ୍କୁ କୁହାଯାଏ ଦ୍ଵାଦଶ ମହାଜନ । ପ୍ରଥମେ ହେଲେ ସ୍ଵୟଂଭୂ ବା ବ୍ରମ୍ହା ଯିଏ ସୃଷ୍ଟିର ରଚୟତା ।  ଦ୍ଵିତୀୟ ନାରଦ ତୃତୀୟରେ ଶମ୍ଭୁ ବା ମହାଦେବ ଯିଏ ସୃଷ୍ଟିର ସଂହାର କର୍ତ୍ତା ଅଟନ୍ତି ।

ଚତୁର୍ଥରେ କୁମାର ବ ଶାନ୍ତ କୁମାର ହେଲେ ୪ଟି ଭାଇ । ରହି ୪ ଭାଇ ସବୁବେଳେ ଭଗବାନଙ୍କ ନାମ ନେଇଥାନ୍ତି । ଅନ୍ୟ କେଉଁଠି ସେମାନଙ୍କର ମନ ନ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଇଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *