କେଉଁ କାମ କଲେ ଧନ (ଟଙ୍କା) ତୁମ ପଛରେ ଗୋଡେଇବ! ଦେଖନ୍ତୁ କଣ କହିଛନ୍ତି ମାଳିକା ପ୍ରବକ୍ତା Dibakar Das

ବନ୍ଧୁଗଣ କଳିଯୁଗରେ ମଣିଷ ଧନ ପଛରେ ଧାଉଁଛି ଆଉ ନିଜେ ନିଜର ନାସ କରି ବସୁଛି । କିନ୍ତୁ ମଣିଷ ଜାଣିନି କଳିଯୁଗରେ ସେ ଏମିତି ଏକ ଧନ ପଛରେ ଗୋଡାଏ ହେଲେ ଏମିତି କିଛି କରିବା ଦରକାର ଧନ ଯେମିତି ତୁମ ପଛରେ ଗୋଡାଇବ । କହିବାର ଅର୍ଥ କି କଳିଯୁଗରେ ଆଜି ଆମେ ଆପଣଙ୍କୁ ଏକ ରତ୍ନ ସଂଗ୍ରହ କରିବା ବିଷୟରେ କହିବୁ । ତୁଳସି ଦାସ କହିଛନ୍ତି ଯିଏ ଜୀବନରେ ୫ଟି ରତ୍ନ ସଂଗ୍ରହ କରିଛି ତାକୁ ଆଉ ଜୀବନରେ କେଉଁ ରତ୍ନ ସନ୍ଧାନ କରିବାକୁ ହେବ ନାହି । ଆଜି ଆମେ ଆପଣଙ୍କୁ କେଉଁ କାମ କରିଲେ ଧନ ତୁମ ପଛରେ ଗୋଡାଇବ ସେହି ବିଷୟରେ କହିବୁ ।

ତୁଳସୀ ଦାସ କହିଛନ୍ତି କଳିଯୁଗର ୫ଟି ରତ୍ନ ସଂଗ୍ରହ କରିବା ଉଚିତ ତାହା କୌଣସି ହୀରା, ନୀଳା, ମୋତି, ମାଣିକ ନୁହେଁ । ସେହି ୫ଟି ରତ୍ନ ମଧ୍ୟରୁ ପ୍ରଥମଟି ହେଉଛି ସାଧୁ ସଂଗତି ଯଦି ଏହା ସଂଗ୍ରହ କରିପାରିବା ତେବେ ଜୀବନ ସୁଖମୟ ହୋଇଯିବ । କିନ୍ତୁ ଅସତ ସାଙ୍ଗ ସବୁବେଳେ ଖରାପ ମାର୍ଗକୁ ନେଇଥାଏ । ଯେଉଁ ମାନେ ସାଧୁ ସଙ୍ଗତ କରନ୍ତି ସେମାନେ ଜୀବନରେ ପ୍ରଥମ ରତ୍ନ ପାଇଥାନ୍ତି ।

ଯେଉଁଠି ପ୍ରଭୁଙ୍କର କଥା ଶୁଣିବାକୁ ମିଳେ ସେଟା ହେଉଛି ଦ୍ଵିତୀୟ ରତ୍ନ । ଏହାକୁ କେବେ ହେଲେ ବି ଅବହେଳା କରିବା କଥା ନୁହେଁ । କଳିଯୁଗରେ ଏମିତି ଭୁଲ କରନ୍ତୁ ନାହି । ଯେଉଁଠି ଭଗବାନଙ୍କ ନାମ ନିଆ ଯାଉଛି ସେଠାରେ ଧ୍ୟାନ ଦେଇ ବସନ୍ତୁ । ହଋ କଥା ଯିଏ ଶୁଣନ୍ତି ସେମାନେ ସୁଖୀ ହୋଇଥାନ୍ତି । ତୃତୀୟ ରତ୍ନ ହେଉଛି ଦୟା । କଳିଯୁଗରେ ଦୟା ଭାବ ରଖନ୍ତୁ । ଚତୁର୍ଥ ଦାନ ହେଉଛି ଦାନ ।

ଆପଣ ଯେତେ ପାରିବେ ସେତେ ଦାନ କରି ଚାଲନ୍ତୁ । କାରଣ ଭଗବାନଙ୍କ ନିକଟରେ କେହି ଧୂପକାଠି ବି ଦେଲେ ସେ ଅନେକ କିଛି ପାଇଥାଏ । ନିଜର ସକ୍ଷମ ଅନୁଯାୟୀ ଦାନ କରିବ ଉଚିତ । ପଞ୍ଚମ ରତ୍ନ ହେଉଛି ପରୋପକାର ।

ଯଦି ଆପଣ ମାନେ ପରୋପକାର କରିବେ ତେବେ ଜୀବନ ଧନ୍ୟ ହୋଇଯିବ ଏ କଳିଯୁଗରେ । ଜୀବନରେ ଯଦି ଧନ ଦରକାର ତେବେ ନିହାତି ଏହି ୫ଟି ରତ୍ନ ହାସଲ କରିବା ଊହିତ ପ୍ରତେକ ବ୍ୟକ୍ତି ଙ୍କୁ । ଏହା ସଂଗ୍ରହ କରି ପାରିଲେ ଭଗବାନ ନିଶ୍ଚୟ ସନ୍ତୁଷ୍ଟ ହେବେ ଆଉ ଜୀବନ ଆନନ୍ଦମୟ ହୋଇ ଉଠିବ ।

ତେବେ ଆପଣ ମାନେ ମଧ୍ୟ କଳିଯୁଗର ଶେଷରେ ଏହି ୫ଟି ରତ୍ନ ସଂଗ୍ରହ କରନ୍ତୁ । ଦେଖିବେ ସବୁ ପାପ ରୁ ମୁକ୍ତି ପାଇଯିବେ ଆଉ ଜୀବନ ଖୁଶିମୟ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *