କଞ୍ଚା ପିଆଜ ଖାଇବା ଦ୍ଵାରା ଆମ ଶରୀରକୁ ଯାହା ସବୁ ଫାଇଦା ମିଳିଥାଏ ଜାଣି ଆଶ୍ଚର୍ଯ୍ୟ ହେବେ, ପୁଅମାନେ ନିଶ୍ଚୟ ଦେଖନ୍ତୁ

ପିଆଜକୁ ଆମେ ଆମର ନୀତିଦିନିଆ ଖାଦ୍ଯରେ ବ୍ୟବହାର କରିଥାଉ । ଖାଦ୍ଯର ସ୍ଵାଦ ବଢେଇବା ପାଇଁ ପିଆଜର ପ୍ରୟୋଗ କରାଯାଏ । କିନ୍ତୁ ପିଆଜ ଏକ ଆୟୁର୍ବେଦିକ ଔଷଧୀ ଅଟେ । ପିଆଜର ସେବନ ଦ୍ଵାରା ଶରୀରରେ ଇମ୍ୟୁନିଟି ପାୱାର ବଢିବା ସହ ଅନେକ ରୋଗର ନିବାରଣ ହୋଇଥାଏ । ଏହା ଛଡା ପିଆଜର ଖାଇବା ଦ୍ଵାରା କେଶ ଝଡିବା ସମସ୍ଯା ଦୂର ହେବା ସହ ହାର୍ଟ ସମବାଧିତ ସମସ୍ଯା ଦୂର ହୋଇଥାଏ । ଆଖିର ଦ୍ରୁଷ୍ଟି ଶକ୍ତି ବୃଦ୍ଧି କରିବା ପାଇଁ ପିଆଜର ସେବନ ବହୁତ ଦରକାରୀ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ପିଆଜ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ଶରୀରକୁ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ

କଞ୍ଚା ପିଆଜ ରାତିରେ ଖାଇବା ସମୟରେ ବା ଖାଇବା ପରେ ଖାଇ ପାରିବେ । ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଓ ସଲଫର ଆମ ଶରୀରକୁ ମିଳିଥାଏ । କଞ୍ଚା ପିଆଜର ଖାଇବା ଦ୍ଵାରା କ୍ୟାନ୍ସର ଭଳି ଘାତକ ରୋଗରୁ ମୁକ୍ତି ମିଳିଥାଏ । ଯଦି କଞ୍ଚା ପିଜାର ରସ କେଶରେ ଲଗାଯାଏ ତେବେ କେଶ ଝଡିବା ସମସ୍ଯା ଦୂର ହୋଇଥାଏ । ଏହା ଛଡା ପିଜା ରସ କେଶରେ ଲଗାଇଲେ କେଶ ଲମ୍ବା ହେବା ସହ ଧଳା କେଶ କଳା କେଶ ହୋଇଥାଏ । ଏପରି ଗୋଟେ ମାସ କରିବା ଦ୍ଵାରା ଯେତେ ବଡ କେଶ ସମସ୍ଯା ହେଉଥାଉ ତାହା ଦୂର ହୋଇଯିବ ।

ଯଦି କଞ୍ଚା ପିଆଜର ରସ ଆଖି ର ପକାଯାଏ ତେବେ ଦ୍ରୁଷ୍ଟି ଶକ୍ତି ଭଲ ହୋଇଥାଏ । ଏହା ବ୍ଯତୀତ ପ୍ରତି ଦିନ କଞ୍ଚା ପିଆଜ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପିଆଜକୁ ଡାଏଟ ରେ ଆଡ କରିଲେ ଅନେକ ଫାଇଦା ମିଳିଥାଏ । ଯଦି କବଜ ଭଳି ସମସ୍ଯା ରହିଥାଏ ତେବେ କଞ୍ଚା ପିଆଜର ଖାଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ । କାରଣ କବଜ ହେଲେ ଅନେକ ସମସ୍ଯା ଶରୀରରେ ଦେଖା ଯାଇଥାଏ । କଞ୍ଚା ପିଆଜର ସାଲାଟ କରି ମଧ୍ୟ ଖାଇ ପାରିବେ । ଏହା ଛଡା ଗ୍ଯାସ ବା ଏସିଡିଟି ଦୂର କରିବା ପାଇଁ ପିଆଜର ସେବନ ବହୁତ ଲାଭଦାୟକ ହୋଇଥାଏ ।

ଏ ସବୁ କରିବା ସହ ସକାଳେ ସୂର୍ଯ୍ୟ କିରଣରେ ଅଳ୍ପ ସମୟ ପାଇଁ ଛିଡା ହେବା ଉଚିତ । ଏହା ଦ୍ଵାରା ଆମ ଶରୀର କୁ ଭିଟାମିନ-ଡି୩ ମିଳିଥାଏ । ଯାହା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । କଞ୍ଚା ପିଆଜର ଖାଇବା ଦ୍ଵାରା ଯେତିକି ଫାଇଦା ଆମ ଶରୀର କୁ ମିଳିଥାଏ ସେତିକି କଞ୍ଚା ପିଆଜକୁ ଫ୍ରାଏ କରି ଖାଇଲେ ମିଳି ନ ଥାଏ । ତେଣୁ କଞ୍ଚା ପିଆଜର ଖାଇବା ଦ୍ଵାରା ଆମ ଶରୀର ରେ ଅନେକ ପ୍ରକାର ରୋଗ ବୈରାଗ ଦୂର ହୋଇଥାଏ । ନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *