Emergency ଡ୍ୟୁଟି ସାରି ଘରକୁ ଫେରିଲେ ଡାକ୍ତରାଣୀ, ବାଜିଲା କଲିଂ ଵେଲ୍..ତାପରେ ଯାହା ଶୁଣିଲେ, ଉଡ଼ିଗଲା ତାଙ୍କ ହୋସ! ଦେଖନ୍ତୁ Video

ବନ୍ଧୁଗଣ ସିଫ୍ଟ ଡିୟୁଟି ସମୟ ସରି ଯାଇଥିଲା । କିନ୍ତୁ ଆସିଲା ଏମରଜେନ୍ସି କାମ । ଦୁର୍ଘଟଣା ହୋଇଥିଲା ତେଣୁ ଦୁର୍ଘଟଣା ସ୍ଥଳକୁ ଯାଇ କ୍ଷତ ବିକ୍ଷତ ହୋଇ ଚିହ୍ନି ହେଉ ନ ଥିବା ଜଣେ ଆହତଙ୍କୁ ଚିକିତ୍ସା କରିଲେ ଡାକ୍ତରାଣୀ । କିନ୍ତୁ ସେ ବଞ୍ଚି ପାରିଲେ ନାହି । ଡାକ୍ତରାଣୀ ଜଣକ ଘରକୁ ଫେରି ଟିକେ ଆରାମ କରୁଥିଲେ । ହଠାତ କଲିଙ୍ଗ ବେଲ ବାଜିଲା । କବାଟ ଖୋଲି ଦେଖିଲେ କିଛି ପୋଲିସ ଅଫିସର ଠିଆ ହୋଇଛନ୍ତି ।

ଆଉ ତାଙ୍କ ଝିଅଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି ବୋଲି ପୋଲିସ ଅହିଲେ । ଆଉ ସେ ଏବେ ଚିକିତ୍ସା କରି ଫେରୁଥିବା ଆହତ ଜଣକ ହିଁ ତାଙ୍କ ଝିଅ ବୋଲି ପୋଲିସ କହିଲେ । ଏ କଥା ଶୁଣିବା ପରେ ଡାକ୍ତରାଣୀ ଙ୍କ ପାଦ ତଳୁ ମାଟି ଖସିଗଲା । ସେ କିଛି କ୍ଷଣ ପାଇଁ ସ୍ତବଦସ୍ତବ୍ଧ ହୋଇଗଲେ । କାରଣ ସେ ଚିକିତ୍ସା କରୁଥିବା ଆହତଙ୍କର ମୁହଁ ଦୁର୍ଘଟଣାରେ କ୍ଷତ ବିକ୍ଷତ ହୋଇ ନଷ୍ଟ ହୋଇ ଯାଇଥିଲା ।

ଯାହାଙ୍କୁ ଚିହ୍ନିବା କଷ୍ଟ ହେଉଥିଲା । ସେ ଜେଣ ତାଙ୍କ ଝିଅ ଜାଣିବା ପରେ ସେ ଏକଦମ ଚୁପ ହୋଇ ଯାଇଥିଲେ । ଏବଳି ଘଟଣା ଦେଖିବାକୁ ମିଳିଛି କାନାଡା ରେ । ନଭେମ୍ବର 15 ତାରିଖ ଦିନ ଆଲଗଡା ରାଜପଥର ଦୁର୍ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରାଣୀ ଯେମି ଏରିକ୍ସନ ଦେଖିଲେ ଜଣେ କିଶୋରୀ ଗଭୀର ଆହତ ହୋଇଛନ୍ତି । କ୍ଷତ ବିକ୍ଷତ ହୋଇ ଅବସ୍ଥା ଏମିତି ହୋଇଥିଲା ଯେ ତାକୁ ଚିହ୍ନିବା ସମ୍ଭବପର ନ ଥିଲା ।

ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇ ନଷ୍ଟ ହୋଇଥିବା କାର ରୁ ଝିଅକୁ ବାହାର କରିବା ଲାଗି ଏରିକ୍ସନ ଙ୍କୁ ପ୍ରାୟ ଅଧ ଘଣ୍ଟା କାମ କରିବାକୁ ପଡିଥିଲା । ଖାଲି ସେତିକି ନୁହେଁ ବରଂ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେବା ଯାଏଁ ସେ ଆହତ ଝିଅ ପାଖରେ ରହିଥିଲ ସତ କିନ୍ତୁ ବଞ୍ଚାଇ ପାରି ନ ଥିଲେ । ସେଦିନ ସିଫ୍ଟ ଡିୟୁଟି ଶେଷ ହେବା ପରେ ଡାକ୍ତରାଣୀ ଏରେକ୍ଷ୍ନ ଘରେ ପହଞ୍ଚି ଦେଖିଲେ ପୋଲିସ ଅଧିକାରୀ ଅଛନ୍ତି ।

ସେମାନେ ଏରିକ୍ସନ ଙ୍କୁ କହିଲେ ମୃତକ ଜଣକ ହେଉଛନ୍ତି ତାଙ୍କ 17 ବର୍ଷିୟା ଝିଅ ମନ୍ଦାନା । ଏ କଥା ଶୁଣିବା ପରେ ଦୁଖରେ ଭାଙ୍ଗି ପଡିଥିବା ଏରିକ୍ସନ କହିଛନ୍ତି “ମୁଁ ଚିକିତ୍ସା କରିଥିବା ଗୁରୁତର ଆହତ ପୀଡ଼ିତା ଯେ ମୋ ନିଜ ରକ୍ତର ଥିଲା ମୁଁ ଜାଣିପାରି ନ ଥିଲି । ମୋର ଏକମାତ୍ର ସନ୍ତାନ । ମୋ ଛୋଟିଆ ସ୍ୱରୂପ ମୋ ଝିଅ ମନ୍ଦାନା । 17 ବର୍ଷ ଖୁବ ସମୟ ଥିଲା ।

ମୋତେ ତା ସହ ଅଧିକ ସମୟ ବିତାଇବାର ଥିଲା । ମୁଁ ତାକୁ ଗ୍ରାଜ୍ୟୁଏଟ ହେବାର ଦେଖିବାକୁ ଚାହୁଁ ଥିଲି । ତାକୁ ତା ଜୀବନସାଥି ସହ ବିବାହ ପୋଷାକରେ ସଜେଇବାକୁ ଚାହୁଁଥିଲି । କିନ୍ତୁ ସେ ସବୁ ଅଧା ରହିଗଲା । ଝିଅର ମୃତ୍ୟୁ ପରେ ଏଭଳି ପୋଷ୍ଟ କରିଛନ୍ତି ମା ଏରିକ୍ସନ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *