ଏତେ ବଡ ଭୁଲ କେବେ କରନ୍ତୁ ନାହି ! ବାପାର ଟିକେ ଅସାବଧାନତା ପାଇ ଦେଖନ୍ତୁ କଣ ହୋଇଗଲା… ଦେଖନ୍ତୁ Video

ବନ୍ଧୁଗଣ ମଣିଷ ଯେବେ ଯାଏଁ ନିଜେ କିଛି ଭୁଲ ନ କରିଛି ସେଥିରୁ କିଛି ଶିକ୍ଷା ପାଏ ନାହି । ଏହା ସହ ବହୁତ ସାରା ଏମିତି ଭୁଲ ଅଛି ଆହା ଆମେ ନିଜେ ନ କରିଥାଉ କିମ୍ବା ଅନ୍ୟ କାହାକୁ କରିବାର ନ ଦେଖିଥାଉ ସେତେବେଳେ ଯାଏଁ ଆମେ ସେହି ଭୁଲ ର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆମେ ଅନୁମାନ କରିପାରି ନ ଥାଉ । ଆଜି ଆମେ ଆମେ ସେମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ତେବେ ଏଭଳି ଏକ ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ବିସ୍ତାର ଭାବେ । ସୂଚନା ଅନୁଯାୟୀ ଏହି ଘଟଣା ଟି ଘଟିଛି ମହାରାଷ୍ଟ୍ର ର ସିନ୍ଧୁର ରେ । ଭାଇରାଲ ହୋଇଥିବା ଭିଡିଓ ରେ ଜଣେ ବ୍ୟକ୍ତି ସ୍କୁଟି ରେ ବସିଛନ୍ତି ଆଉ ମୋବାଇଲ ଦେଖିବାରେ ବ୍ୟସ୍ତ ଅଛନ୍ତି । ଆଉ ବ୍ୟକ୍ତି ଙ୍କ ସହ ଗୋଟେ ଛୋଟ ପିଲା ମଧ୍ୟ ସ୍କୁଟି ର ଆଗରେ ଠିଆ ହୋଇଛି ।

ବ୍ୟକ୍ତି ଜଣକ ମୋବାଇଲ ରେ ଏତେ ବ୍ୟସ୍ତ ବିବ୍ରତ ଅଛନ୍ତି କି ସେ ଗାଡି ଷ୍ଟାର୍ଟ ରେ ରଖିଛନ୍ତି । ଆଉ ପିଲା ଟି ଏ ବିଷୟରେ ନ ଜାଣିପାରି ଏକ୍ସଲେଟର କୁ ଏତେ ଜୋର ରେ ମୋଡି ଦେଉଛି କୁ ସ୍କୁଟି କୁ ମାଡି ଯାଇ ବ୍ୟକ୍ତି ଜଣକ ଜୋର ରେ ତଳେ ପଡି ଯାଉଛନ୍ତି । ଯାହା ଫଳରେ ବ୍ୟକ୍ତିଙ୍କର ପିଠି, ମୁଣ୍ଡ ରେ ଆଘାତ ଲାଗିବା ସହ ପିଲାର ମଧ୍ୟ ଆଘାତ ଲାଗିଛି ।

ଏହି ଘଟଣା ଟି ଦେଖି ସେଠାରେ ଥିବା ସମସ୍ତେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏହି ଘଟଣା ରୁ ଏହି ଶିକ୍ଷା ମିଳିଲା ଯେ ଯଦି ଆପଣ ଗାଡି ଚାଲୁ ରଖିଛନ୍ତି ବା ଆପଣଙ୍କ ସହ ଛୋଟ ପିଲା କିଏ ଅଛନ୍ତି ତେବେ ଧ୍ୟାନ ଦିଅନ୍ତୁ । ସତର୍କ ରୁହନ୍ତୁ । କେବେ ବି ମୋବାଇଲ ରେ ବ୍ୟସ୍ତ ରହି ଗାଡି ଚାଲୁ ରଖନ୍ତୁ ନାହି । ଏହା ଦ୍ଵାରା ବହୁତ ବଡ କ୍ଷତି ହୋଇପାରେ । ଗାଡି ର ଇଞ୍ଜିନ ସବୁବେଳେ ଅଫ ରଖିବା ଉଚିତ ।

ଧ୍ୟାନ ରଖିବେ କି ପିଲା ମାନେ ଯେମିତି ଗାଡିର ଇଞ୍ଜିନ ରେ ହାତ ଲଗାଇବେ ନାହି । ନ ହେଲେ ଭାଇରାଲ ହୋଇଥିବା ଭିଡିଓ ରେ ବ୍ୟକ୍ତି ଙ୍କ ସହ ଯାହା ହେଲା ତାହା ଆପଣଙ୍କ ସହ ବି ହୋଇପାରେ । ତେଣୁ ସବୁବେଳେ ଗାଡି ଚଲାନ୍ତୁ କି ନ ଚଲାନ୍ତୁ ସତର୍କ ଅବଲମ୍ବନ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ହୋଇଥିବା ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *