Jyotish shastra; – ଶାଶୁଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଏହି ନାମର ଝିଅ, ସମସ୍ତଙ୍କ ଆଦର ପାଆନ୍ତି…

ବନ୍ଧୁଗଣ ଝିଅ ମାନଙ୍କୁ ଦୁହିତା କୁହାଯାଇଥାଏ । ଦୁହିତା ଅର୍ଥାତ ଯିଏ ଦୁଇ କୁଳର ହିତ କରିଥାଏ । ଯେପରି ଝିଅ ମାନଙ୍କୁ ଏଥିପାଇଁ ଦୁହିତା କୁହାଯାଇଥାଏ । କାରଣ ସେମାନେ ନିଜ ବାପଘର ସହ ନିଜ ଶାଶୁଘରକୁ ମଧ୍ୟ ବିବାହ ପରେ ଆପଣାଇ ନେଇ ନିଜର କରିଦେଇଥାନ୍ତି । ତେବେ ଏପରି 5 ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ଝିଅ ମାନେ ନିଜ ବାପଘର ଭଳି ନିଜ ଶାଶୁଘରେ ମଧ୍ୟ ସମସ୍ତଙ୍କର ଅତି ପ୍ରିୟର ବୋହୁ ହୋଇ ଚଳିଥାନ୍ତି ।

P- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନେ କେବେବି ନିଜ ମନରେ ଅନ୍ୟ ପାଇଁ ଖରାପ ଭାବନା ରଖନ୍ତି ନାହିଁ । ଏମାନେ ନିଜ ଶାଶୁ ଘରର ସମସ୍ତ ସଦସ୍ୟଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ କେବଳ ଜଣେ ଭଲ ଜୀବନସାଥୀ ହିଁ ନୁହେଁ ବରଂ ଭଲ ଶାଶୂଘର ମଧ୍ୟ ମିଳିଥାଏ ଏବଂ ଏମାନେ ନିଜ ଶାଶୂ ଘରେ ସର୍ବଦା ଖୁସିରେ ରୁହନ୍ତି ।

D- ଏହି ଝିଅ ମାନେ ମଧ୍ୟ ଶାଶୂଘର ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବୋହୁ ହୋଇ ଯାଆନ୍ତି ସେହି ଘରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ଏବଂ ମାନ ସମ୍ମାନ ମଧ୍ୟ ମିଳିଥାଏ । ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଅଧିକ ଭଲ ପାଇବା ମିଳିଥାଏ ।

N- ଏହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କୁ ଏକ ଭଲ ଶାଶୂଘର ମିଳିଥାଏ । ଏହି ନାମର ଝିଅ ମାନଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ଙ୍କ ବହୁତ ଭଲ ପାଇବା ଓ ସ୍ନେହ କରିଥାନ୍ତି ଏବଂ ଏମାନଙ୍କୁ ତାଙ୍କ ଶାଶୁ ଓ ଶ୍ବଶୁର ନିଜ ପଲକରେ ବସାଇ ରଖନ୍ତି । ଏହାସହିତ ଏମାନଙ୍କ ଜୀବନ ସାଥି ମଧ୍ୟ ଏମାନଙ୍କର ଖୁବ ଯତ୍ନ ନେଇଥାନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଶାଶୁ ଘରେ ସର୍ବଦା ଖୁସି ରେ ରୁହନ୍ତି ।

S- ଏହି ନାମ ଥିବା ଝିଅ ମାନେ ଖୁବ ଭଲ ସ୍ବଭାବର ଥାଆନ୍ତି । ଏମାନେ ଜ୍ଞାନୀ ସହ ଟିକେ ଜିଦି ମଧ୍ୟ ଥାଆନ୍ତି । ତେବେ ଏହି ନାମର ଝିଅ ମାନଙ୍କ ପାଦ ତାଙ୍କ ଶାଶୂ ଘର ପାଇଁ ବହୁତ ଶୁଭ ହୋଇଥାଏ । ଏମାନେ ନିଜ ପାର୍ଟନର ର ସେବା କରିବା ସହ ଅନ୍ୟ ସଦସ୍ୟ ମାନଙ୍କର ମଧ୍ୟ ସେବା କରନ୍ତି । ଏମାନେ କଠିନ ରୁ କଠିନ ସମସ୍ୟାକୁ ନିଜର ବୁଦ୍ଧି ଓ ବିବେକ ଦ୍ଵାରା ସମାଧାନ କରି ଦେଇଥାନ୍ତି ତେଣୁ ଏମାନେ ନିଜ ଶାଶୂ ଘରେ ବହୁତ ପ୍ରିୟ ମଧ୍ୟ ଥାଆନ୍ତି ।

R- ଏହି ନାମର ଝିଅ ମାନେ ନିଜ ଭଲ ଗୁଣ ପାଇଁ ନିଜକୁ ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର କରି ପାରନ୍ତି । ଏମାନେ ଘରର ସମ୍ପୁର୍ଣ୍ଣ ବୋଝ ଓ ଦାୟିତ୍ୱକୁ ସୁଚାର ରୂପେ ତୁଲେଇ ଥାଆନ୍ତି । ତା’ ସହିତ ସମସ୍ତଙ୍କ ମାନ ସମ୍ମାନର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି । ଯେଉଁ କାରଣରୁ ସେମାନେ ସମସ୍ତଙ୍କ ପ୍ରିୟ ବୋହୁ ହେଇ ତାଙ୍କ ମନରେ ରାଜୁତି କରନ୍ତି ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *