ଆଜିକାଲି ସମସ୍ତେ ନିଜ ଘରେ ଛୋଟ ଛୋଟ ଗଛ ଲଗେଇବା ପସନ୍ଦ କରନ୍ତି ଏହା ଦ୍ଵାରା ତାଙ୍କ ଘର ଏବଂ ବାତାବରଣ ବହୁତ ସୁନ୍ଦର ଲାଗି ଥାଏ, କେତେକ ଲୋକ ଅଲଗା ଅଲଗା ପ୍ରକାର ଗଛ ଲଗେଇବା ବହୁତ ପସନ୍ଦ କରନ୍ତି ଯାହା ଦେଖିବାରେ ବହୁତ ସୁନ୍ଦର ଲାଗି ଥାଏ ଏବଂ ଗଛ ଦେଖିଲେ ମନକୁ ଶାନ୍ତି ପ୍ରାପ୍ତ ହୋଇ ଥାଏ । କିନ୍ତୁ ଲୋକ ସେହି ଗଛ ଲଗେଇବା ପସନ୍ଦ କରନ୍ତି ଯାହା ଦେଖିବା ପାଇଁ ସୁନ୍ଦର ହୋଇ ଥାଏ ।
କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ଗଛ ଗୁଡିକ ଆପଣଙ୍କ ଜୀବନ ବା ଭାଗ୍ୟ ମଧ୍ୟ ବଦଳି ପାରନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମଧ୍ୟ ଧନୀ ହୋଇ ପାରିବେ ଏବଂ ଅନ୍ୟ କାହାକୁ ସାହାଜ୍ଯ କରି ପାରିବେ । ଏମିତି କିଛି ଗଛ ଅଛି ଯାହାକୁ ଲଗେଇଲା ପରେ ଘର ଆଖ ପାଖ ସବୁ ନକାରାତ୍ମକ ଊର୍ଜା ଦୂର ହୋଇ ଥାଏ, କେତେକ ଏମିତି ଗଛ ଅଛି ଯାହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇ ଥାଏ । ତେବେ ଯଦି ଆପଣ ନିଜ ଘରେ ମୋର୍ପଙ୍ଖି ଗଛ ଲଗେଇବେ ତେବେ ଆପଣଙ୍କ ଘରେ ଟଙ୍କା ଅସୁବିଧା କେବେ ହବ ନାହିଁ ।
ଆଜି ଆମେ ଆପଣଙ୍କୁ ମୋର୍ପଙ୍ଖି ଗଛ ବିଷୟରେ ଏମିତି ୫ଟି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଦରକାର ଅଟେ :
୧. କେବେ ବି ଏହି ଗଛକୁ ଏକା ଲଗାନ୍ତୁ ନାହିଁ ଏହି ଗଛକୁ ସବୁବେଳେ ଯୋଡା ଲଗାନ୍ତୁ ।
୨. ଏହି ଗଛକୁ ଯେବେ ବି ଲଗାନ୍ତୁ ସବୁବେଳେ ମୁଖ୍ୟ ଦ୍ଵାର ରେ ଲଗାନ୍ତୁ ଯାହା ଫଳ ରେ ଏହା ସବୁବେଳେ ଆପଣଙ୍କ ଆଖି ସାମ୍ନା ରେ ରହିବ, କୁହା ଯାଏ ଯେ ମୁଖ୍ୟ ଦ୍ଵାର ରେ ଏହି ଗଛ ଲଗେଇଲେ ନକାରାତ୍ମକ ଊର୍ଜା ଘରେ ପ୍ରବେଶ କରି ପାରେ ନାହିଁ ।
୩. ଏହି ଗଛ ଲଗେଇଲେ ଘରେ କେବେ ଧନ ପାଇଁ ଅସୁବିଧା ହୁଏ ନାହିଁ ।
୪. ନିୟମିତ ରୂପରେ ପାଣି ଦବା ଆବଶ୍ୟକ ଅଟେ, ଯଦି ଗଛ ସୁଖୀ ଯାଏ ତେବେ ତୁରନ୍ତ ଅନ୍ୟ ଗଛ ଲଗାନ୍ତୁ ।
୫. ଯେଉଁ ଘରେ ଏହି ଗଛ ଲାଗିଥାଏ ସେହି ଘରେ କାହା ସ୍ୱାସ୍ଥ୍ୟ ଖରାପ ହୋଇ ନଥାଏ ।