ଭାଜପା ଅଧ୍ୟକ୍ଷ୍ୟ ଅମିତ ଶାହଙ୍କ ସ୍ତ୍ରୀ ସୁନ୍ଦର ହବା ସହ ଇନକମ ରେ ମଧ୍ୟ ତାଙ୍କଠାରୁ ଆଗରେ ଅଛନ୍ତି, ଜାଣି ଆପଣ ମଧ୍ୟ ହୋଇ ଯିବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଗୋଟେ ରାଜନେତିଜ୍ଞ ବିଷୟ ରେ କହିବାକୁ ଯାଉଛୁ ଯିଏ ପ୍ରଧାନମନ୍ତ୍ରୀ ମୋଦୀ ଡାହାଣ ହାତ ବୋଲି କୁହା ଯାଏ ତେବେ ଆପଣ ବୁଝି ଯାଇଥିବେ ଆମେ କାହା ବିଷୟରେ କଥା ହେଉଛୁ ଆଜ୍ଞା ହଁ ଆମେ ଆଜି ଅମିତ ଶାହଙ୍କ ବିଷୟରେ କଥା ହବାକୁ ଯାଉଛୁ ଏବଂ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଆଜି ଆପଣ କିଛି ବିଶେଷ କହିବୁ ଯାହା ଆପଣ ଜାଣି ନଥିବେ ।

ଅମିତ ଶାହଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି ଯେ ସେ କେତେ ସଫଳ ରାଜନେତିକ ନେତା ଅଛନ୍ତି ତାଙ୍କ କାମ ଓ ଦୃଢ ନିଶ୍ଚୟ ପାଇଁ ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି ।

 

ଏବଂ ମୋଦୀଙ୍କ ପରେ ଅମିତ ଶାହ ଅଛନ୍ତି ଯିଏ ଭାଜପା ର ବହୁତ ଭଲ ନେତା ସିଦ୍ଧ ହୋଇଛନ୍ତି । ଅମିତ ଶାହଙ୍କ ଜନ୍ମ ୨୨ ଅକ୍ଟୋବର ୧୯୬୪ ରେ ମୁମ୍ବାଇ ର ଗୋଟେ ସମ୍ପର୍ଣ୍ଣ ଗୁଜୁରାତି ଜେନ ଘରେ ହୋଇଥିଲା, ଅମିତ ଶାହଙ୍କ ବିବାହ ମାତ୍ର ୨୩ ବର୍ଷ ରେ ସୋନଲ ଶାହ ସହ ହୋଇଥିଲା ।

କୁହାଯାଏ ଯେ ଅମିତ ଶାହଙ୍କ ବିବାହ ତାଙ୍କ ଘର ଲୋକଙ୍କ ଅନୁଯାଇ ହୋଇଥିଲା କିନ୍ତୁ ସୋନଲ ଏତେ ସୁନ୍ଦର ଥିଲେ ଯେ ଅମିତ ଶାହ ତାଙ୍କୁ ପ୍ରଥମ ଦେଖାରେ ଭଲ ପାଇ ଗଲେ । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଅମିତ ଶାହଙ୍କ ସ୍ତ୍ରୀ କୌଣସି ହିରୋଇନ ଠାରୁ କମ ନୁହନ୍ତି, ବିବାହ ପରେ ପ୍ରତି ଭଲ ଓ ଖରାପ ପରିସ୍ଥିତି ରେ ସୋନଲ ଅମିତ ଶାହଙ୍କ ସହ ଠିଆ ହୋଇଛନ୍ତି । ଅମିତ ଶାହଙ୍କ ସମ୍ପତ୍ତି ୨୦୧୨ ରେ ୧.୯୦ କୋଟି ଟଙ୍କା ଥିଲା କିନ୍ତୁ ଏହା ବଢି ୨୦୧୭ ରେ ୧୯ କୋଟି ହୋଇ ଯାଇଥିଲା ।

ତେବେ ଏହି କଥା ଉପରେ ସମସ୍ତେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ କିନ୍ତୁ ଯାଞ୍ଚ ପରେ ଏହା ସ୍ପଷ୍ଟ ହେଲା ଯେ ଗୋଟେ ବର୍ଷ ରେ ଅମିତ ଶାହ ୪୩.୬୮ଲକ୍ଷ ଟଙ୍କା କିନ୍ତୁ ତାଙ୍କ ସ୍ତ୍ରୀଙ୍କ କମେଇ ୧.୦୫କୋଟି ଅଟେ ଯାହା ଦ୍ଵାରା ଦୁହିଙ୍କ ରୋଜଗାର ଦ୍ଵାରା ତାଙ୍କ ସମ୍ପତ୍ତି ବଢିବା କୌଣସି ବଡ କଥା ନୁହଁ କିନ୍ତୁ ଏହି କଥା ପାଇଁ ବହୁତ ହଙ୍ଗାମା ହୋଇ ଥିଲା ଏବଂ ଅପୋଜିସନ ପାର୍ଟି ଏହି କଥାକୁ ବହୁତ ଖରାପ ଭାବରେ ଜନତା ସାମ୍ନା ରେ ରଖିଥିଲେ ସେଥିପାଇଁ ଏହାର ପୁଷ୍ଟିକରଣ ହବା ଆବଶ୍ୟକ ଥିଲା ।

Leave a Reply

Your email address will not be published. Required fields are marked *