କରୋନା ଭାଇରସ : ଯେଉଁ କରୋନା ଭାଇରସ ଲୋକଙ୍କ ଜୀବନ ନଉଛି ସେହା ବଞ୍ଚେଇଲା ଝିଅର ଇଜ୍ଜତ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

କରୋନା ଭାଇରସ ଚୀନ ଲୋକଙ୍କ ଉପରେ ବଡ ଦୁର୍ଘଟଣା ଭଳି ପଡିଛି, ଏହି ଭୟଙ୍କର ଭାଇରସ ପାଇଁ ଚିନରେ ଲୋକଙ୍କ ମରିବା ସଂଖ୍ୟା ଦିନ କୁ ଦିନ ବଢି ବଢି ଚାଲିଛି । କରୋନା ଭାଇରସ ଦ୍ଵାରା ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି, କିନ୍ତୁ ଏହି ଭାଇରସ ଦ୍ଵାରା ଗୋଟେ ଝିଅ ନିଜ ଇଜ୍ଜତ ବଞ୍ଚେଇ ପାଇଲା ଓ ନିଜ ଜୀବନ ମଧ୍ୟ । ଆପଣ ଏହା ଭାବୁଥିବେ ଯେ ଭାଇରସ ଦ୍ଵାରା ସବୁ ଲୋକ ଡରୁଛନ୍ତି, ଏହା ଦ୍ଵାରା ଗୋଟେ ଝିଅ ଜୀବନ କେମିତି ବଞ୍ଚିଲା ।

ତେବେ ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମଧ୍ୟ ଭାବିବେ ଯାହା ହେଲା ବହୁତ ଭଲ ହେଲା ।

ଚୀନ ର ୱୋହାନ ଜାଗାରେ ଗୋଟେ ଲୋକ ଗୋଟେ ଝିଅ ସହ ବଳାତ୍କାର ଭାବନା ରେ ଛେଡଛାଡ କଲା, ଡଋ ଥିବା ଝିଅ ବୁଦ୍ଧି ଖର୍ଚ କଲା ଓ କାସିବା ଆରମ୍ଭ କଲା, କାଶୀ କାଶୀ ଝିଅ କହିଲା ଯେ ସେ କରୋନା ଭାଇରସ ଦ୍ଵାରା ପୀଡିତ ଅଛି । କରୋନା ଭାଇରସ ନା ଶୁଣି ଲୋକ ଡଋ ଗଲା ଓ ସେଠୁ ପଳେଇଲା ଏମିତି ଝିଅ ନିଜ ଇଜ୍ଜତ ବଞ୍ଚେଇଲା । ଆରୋପି ଲୋକ ପରିଚିତ ହୋଇଯାଇଛି ଯାହା ବୟସ ୨୫ ଅଟେ ଓ ନା ଶିୟୋ ଅଟେ ।

ସ୍ଥାନୀୟ ପୋଲିସ ଅନୁଯାଇ ୱୂହାନ ରେ ଏହି ଆରୋପି ଝିଅ ଘର ବେଡରୁମ ରେ ପଶି ଯାଇଥିଲା ଓ ଝିଅ ସହ ଜୋର ଜବରଦସ୍ତି କରିବା ଆରମ୍ଭ କରୁଥିଲା । ଝିଅ ନିଜକୁ ବଞ୍ଚେଇବା ରାସ୍ତା ପାଉନଥିଲା ଓ ହଟାତ ତା ମୁଣ୍ଡରେ କାସ କଥା ଓ ଭାଇରସ କଥା ଆସିଲା ଯାହା ପରେ ଝିଅ କାସିବା ଆରମ୍ଭ କଲା ।

ଆରୋପି ଯେମିତି ଝିଅ ସହ ଦୁଷ୍କର୍ମ ପାଇଁ ଜବରଦସ୍ତି କରିବା ଆରମ୍ଭ କଲା ଝିଅ ଚିଲେଇ କହିଲା ମୁଁ କରୋନା ଭାଇରସ ଦ୍ଵାରା ପୀଡିତ ଅଛି ଏବେ ହସ୍ପିଟଲ ରୁ ଫେରିଛି । ଏହି କଥା ଶୁଣିଲା ପରେ ଆରୋପି ଅବସ୍ତା ଖରାପ ହୋଇ ଗଲା ଓ ସେ ଝିଅକୁ ଛାଡି ପଳେଇଲା ।

ତେବେ ଏହିଭଳି ଆଗରୁ ମଧ୍ୟ ଠାରେ ହେଇଥିଲା ଯେଉଁଠି ଝିଅଟି ତାକୁ HIV ଅଛି କହି ନିଜର ଜୀବନ ଓ ଇଜ୍ଜତ ବଞ୍ଚାଇ ଥିଲା । ଯେଉଁ ବଡ ବଡ ରୋଗ ଲୋକଙ୍କ ଜୀବନ ନେଉଛି ସେହି ରୋଗ ପାଇଁ କିଛି ଲୋକ ନିଜ ଇଜ୍ଜତ ବଞ୍ଚେଇବାରେ ମଧ୍ୟ ସକ୍ଷମ ହେଉଛନ୍ତି ।

Leave a Reply

Your email address will not be published. Required fields are marked *