ମିଡିଆ ସାମ୍ନାରେ ଅଭିନେତ୍ରୀ ପରିଣିତି ଚୋପଡା ଖୋଲିଲେ ନିଜ ଜୀବନର ସବୁଠାରୁ ବଡ ରାଜ ,ଜାଣି ଫ୍ୟାନ୍ସଙ୍କ ଉଡିଲା ହୋସ

ଆଜିକାଲି ସମୟରେ ମହିଳାମାନଙ୍କ ସହିତ ଯୋଡା ଥିବା କେତେ ସାରା ଘଟଣା ସାମ୍ନାକୁ ଆସୁଛି ,ଏହି ସମାଜର ଏକ ଅଂଶ ମର୍ଡନ ହେବାକୁ ଲାଗିଛି କିନ୍ତୁ ତାହାର କିଛି ଅଂଶ ଏବେ ବି ଏମିତି ଅଛି ଯେଉଁଠି ଝିଅମାନଙ୍କୁ ଆଗକୁ ବଢିବାରେ ବହୁତ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଆଜି ଯିଏ ଭଲ ଜାଗାରେ ପହଞ୍ଚିସାରିଛି ବା ପୁଣି ବାସ୍ତବ ଜୀବନ ଜିଉଁଛି ସେ ସବୁ ଲୋକ କେବେ ନା କେବେ କେଉଁଠି  ନା କେଉଁଠି ଏହି ଜିନିଷକୁ ସାମ୍ନା କରି ହିଁ ଆଗକୁ ବଢି ଛନ୍ତି ।

ଖାସ କରି ଝିଅମାନଙ୍କୁ ସବୁ ଜାଗାରେ ଆଗକୁ ବଢିବା ରେ ଛେଡଛାଡ ଭଳି ସମସ୍ୟା ର ସାମ୍ନା କରିବାକୁ ପଡିଥାଏ ।

ଆଜି ସେମିତି ହିଁ ଏକ ଘଟଣାର ଖୁଲାସା ବଲିଉଡର ଅଭିନେତ୍ରୀ ପରିଣିତି ଚୋପଡା କରିଛନ୍ତି ସେ ଏହି କଥାକୁ ନିଜେ ସ୍ଵୀକାର କରିଛନ୍ତି କି ତାଙ୍କୁ ବି ପିଲାଦିନେ ଏହି ପ୍ରକାରର ଜିନିଷକୁ ସାମ୍ନା କରିବାକୁ ପଡିଥିଲା । ସେ ଯେଉଁ କଥା କହିଲେ ତାହାକୁ ଶୁଣି ସମସ୍ତେ ସ୍ତବଦ ହୋଇରହିଗଲେ ।

ଏହି କଥା ଜଣେ ସାଧାରଣ ଝିଅ ପାଇଁ ବିଲକୁଲ ସାଧାରଣ ଅଟେ କାରଣ ଆସୁଥିବା ଦିନରେ ସେ ଏହି ଜିନିଷକୁ ସାମ୍ନା କରିଥାଏ କିନ୍ତୁ ଏହା ଯଦି କୌଣସି ନାମିଦାମି ଝିଅଙ୍କ ବିଷୟରେ ଜାଣାପଡିଲା କି ତାଙ୍କ ସହିତ ବି ଏମିତି ହୋଇଛି ତାହେଲେ ସମସ୍ତେ ଆଶ୍ଚଜ୍ୟ ହୋଇଯିବେ ।

ଅଭିନେତ୍ରୀ ପରିଣିତି ଚୋପଡା ଅକ୍ଷୟ କୁମାରଙ୍କ ସହିତ ଏକ କାର୍ଯ୍ୟକ୍ରମ ରେ ଆସିଥିଲେ ଯେଉଁଥିରେ ସେ ମିଡିଆ ଆଗରେ ପିଲାଦିନର ରାଜ ଖୋଲିବା ସହିତ କିଛି କଥା କହିଛନ୍ତି । ସେ ପିଲାଦିନ ର କଥା କହିବା ସମୟରେ କହିଲେ କି ଯେତବେଳେ ସେ ସ୍କୁଲରେ ଥିଲେ ତାଙ୍କ ବାପାଙ୍କୁ ତାଙ୍କ ପାଇଁ ବହୁତ ଚିନ୍ତା ହେଉଥିଲା ,ତାଙ୍କ ବାପା ତାଙ୍କୁ ଏକୁଟିଆ କୁଆଡେ ଯିବା ପାଇଁ ଦେଉନଥିଲେ ସବୁବେଳେ ସେ ଦୂରରେ ରହି ତାଙ୍କର ସୁରକ୍ଷା କରୁଥିଲେ ଯେମିତି କୌଣସି ପୁଅ ତାଙ୍କୁ ଖରାପ ବ୍ୟବହାର ନ କରିବ ।

ଦେଖନ୍ତୁ ଭିଡିଓ

ତେବେ ଏହିଭଳି ବଲୀଉଡ ଖବର ଜାଣିବା ପାଇଁ ଆମ ସହ ଯୋଡି ହୁଅନ୍ତୁ ଓ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ଭଲ ଲାଗିଲେ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *