ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଘର ଅଗଣାରେ କଣ ରଖିବା ଉଚିତ ଆଉ କଣ ରଖିବା ଅନୁଚିତ ହୋଇଥାଏ- Vaastu Shastra

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ବାସ୍ତୁ ଶାସ୍ତ୍ରର ଆମ ଜୀବନ ଉପରେ ବଡ ଗମ୍ଭୀର ପ୍ରଭାବ ପଡିଥାଏ । ତେବେ ଶୁଭ ସମୟରେ କିଛି ଜିନିଷ ଅଧିକ ପରିଶ୍ରମ ନକଲେ ମଧ୍ୟ ସଫଳତା ପାଇଥାନ୍ତି କିନ୍ତୁ ଅଶୁଭ ସମୟ ଆସିଲେ ମଣିଷ ଯେତେ ପରିଶ୍ରମ କଲେ ମଧ୍ୟ ତାଙ୍କୁ କିଛି ହାସଲ ହୋଇ ନଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଘର ଅଗଣାରେ କଣ ଲଗାଇବା ବା ରଖିବା ଉଚିତ ହୋଇଥାଏ ଆଉ କଣ ରଖିବା ଉଚିତ ହୋଇନଥାଏ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ବିସ୍ତାର ସହ ଜାଣିବା । ଭଗବାନ ଶ୍ରୀ କୃଷ୍ଣ ନିଜେ କହିଛନ୍ତି ଏହି ସବୁ କଥା ତେବେ ଯିଏ ମାନିଠାଏ ତା ଜୀବନରେ ସୁଖ ମାଡି ଆସିଥାଏ ।

୧. ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଛୋଟ ହେଲେ ବି ଘରେ ଅଗଣା ରହିବା ଆବଶ୍ୟକ ହୋଇଥାଏ । ଅଗଣାରେ ତୁଲସୀ ଗଛ ରହିବା ବହୁତ ଆବଶ୍ୟକ ହୋଇଥାଏ । ତେବେ ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ମାଣିଛନ୍ତି ଯେ ତୁଳସୀ ଗଛ ଘର ଭିତରେ ରହିଲେ ଏହାର ଅଧିକ ଲାଭ ମିଳିଥାଏ ।

୨. ଶାସ୍ତ୍ର ଅନୁଯାଇ ଓସ୍ତ ଗଛ ଘର ପାଖରେ ରହିବା ବହୁତ ଅଶୁଭ ହୋଇଥାଏ କାହିଁକିନା ଏହାର ଛାଇ ଘର ଉପରେ ପଡିଲେ ଶୁଭ ହୋଇନଥାଏ ।

୩. ଶାସ୍ତ୍ର ଅନୁଯାଇ ବହୁତ ଲୋକ ଏହା ଜାଣିଛନ୍ତି ଯେ ଘର ଅଗଣାରେ ଅସନା ଜିନିଷ ରଖିବା ଶୁଭକାରୀ ହୋଇନଥାଏ । ତେବେ ଭୁଲରେ ବି ଘର ଅଗଣାରେ ଅସନା ରଖନ୍ତୁ ନାହିଁ ।

୪. ଶାସ୍ତ୍ର ଅନୁଯାଇ ବହୁତ ଲୋକ ନିଜ ଅଗଣାରେ କଣ୍ଟା ଗଛ ଲଗାଇଥାନ୍ତି ଯାହା ଶୁଭ ହୋଇନଥାଏ ସେଥିପାଇଁ ଧ୍ୟାନ ରଖନ୍ତୁ କଣ୍ଟା ଗଛ କେବେ ବି ଲଗାନ୍ତୁ ନାହିଁ ।

୫. ଶାସ୍ତ୍ର ଅନୁଯାଇ ଫୁଲ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ ଆଉ ଏହି ଫୁଲ ଭଗବାନଙ୍କୁ ଅର୍ପଣ କଲେ ଆପଣଙ୍କୁ ଶୁଭ ଫଳ ମିଳିଥାଏ ।

୬. ଶାସ୍ତ୍ର ଅନୁଯାଇ ଘର ଅଗଣାରେ ସବୁ ଦିନ ଗୌ ମୁତ୍ର ପକାଇ ପବିତ୍ର କରିବା ଉଚିତ । ତେବେ ଘର ଅଗଣା ସକାଳେ ଉଠି ସଫା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *