ନିଜ ଘରର ଏହି ଜିନିଷ କେବେ କାହାକୁ ଦାନ କରନ୍ତୁ ନାହିଁ, ନଚେତ… Vaastu Shastra

ବାସ୍ତୁ ଶସ୍ତ୍ର ଆମ ଜୀବନ ଉପରେ ବହୁତ ବଡ ପ୍ରଭାବ ପକାଇଥାଏ ତେବେ ଜୀବନରେ ଯଦି କେବେ କାହାକୁ ଦୁଃଖ ଆସିଥାଏ ତେବେ ସେହି ବ୍ୟକ୍ତି ଏହା ବିଚାର କରିଥାଏ ଯେ କଣ ଭୁଲ ଦ୍ଵାରା ଆମକୁ ଏହି କଷ୍ଟ ଭୋଗିବାକୁ ପଡୁଛି କିନ୍ତୁ ଯଦି ହଟାତ ସୁଖ ଆସିଥାଏ ତେବେ ଏହାର କାରଣ କେହି ଜାଣିବାକୁ ଇଛା କରନ୍ତି ନାହିଁ ଆଜି ଆମେ ଆପାଙ୍କୁ ଏହା କହିବାକୁ ଚାହୁଁଛୁ ଯେ ବାସ୍ତୁ ଶାସ୍ତ୍ର ଅନୁଯାଇ ଆପଣଙ୍କ କର୍ମ ଆଉ ଆପଣଙ୍କ ଜିନିଷ ରଖିବା ସ୍ଥାନ ଦ୍ଵାରା ଆପଣଙ୍କୁ ବହୁତ କିଛି ଭଲ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯେ ଏହି ଜିଇସ କାହାକୁ ଉପହାର ବା ଦାନ କରିବା ଉଚିତ ହୋଇନଥାଏ ଆପଣଙ୍କ ଜୀବନରେ ବହୁତ କିଛି ଦୁଃଖ ହଟାତ ଆସିଥାଏ ଆଉ ଏହାର କାରଣ ଆପଣ ବୁଝି ପାରନ୍ତି ନାହିଁ ।

୧. ପ୍ରଥମ ଜିନିଷ ଯାହା ଆପଣ କାହାକୁ ଉପହାର ଦବା ଉଚିତ ନୁହ ତାହା ହେଉଛି ଭଗବାନ ଫଟୋ ବା ମୂର୍ତି କାହିଁକିନା କୁହା ଯାଇଛି ଯେ ଭଗବାନ ଫଟୋ ଯାହାକୁ ଆପଣ ଦେଇଥାନ୍ତି ଯଦି ସେ ଭଗବାନ ଫଟୋ ବା ମୂର୍ତିକୁ ଭଲ ସମ୍ମାନ ଦେଇ ନଥାଏ ତେବେ ଏହାର ଅସୁବିଧା ଆପଣଙ୍କୁ ଭୋଗିବାକୁ ପଡିଥାଏ । ତେବେ ଭୁଲରେ ଏହି ଭୁଲ କରିବେ ନାହିଁ ନଚେତ ଆପଣଙ୍କ ଘର ଭଗବାନ ଚାଲି ଯାଇଥାନ୍ତି ।

୨. ବିବାହିତ ମହିଳାଙ୍କୁ କେବେ କାହାକୁ ମଙ୍ଗଳ ସୂତ୍ର ଆଉ ପାଦ ମୁଦି ଦବା ଉଚିତ ହୋଇନଥାଏ ଆପଣ ଯଦି ଭଲ ଦଶା ଚାହୁଞ୍ଚନ୍ତି ତେବେ ଆପଣ ଏହି ଭୁଲ କେବେ କରିବେ ନାହିଁ କାହିଁକିନା ଏହା ଦ୍ଵାରା ଆପଣଙ୍କ ସ୍ଵାମୀ ଆଉ ଆପଣଙ୍କ ସମ୍ପର୍କ ଖରାପ ହୋଇଥାଏ ଆଉ ମାନେ ରଖିବେ ପିନ୍ଧିଥିବା ପାଦ ମୁଦି ଭୁଲରେ ବି ବାହାର କରି କାହାକୁ ଦବା ଉଚିତ ହୋଇନଥାଏ ।

୩. ବାସ୍ତୁ ଶସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ଝାଡୁକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଏ ସେଥିପାଇଁ କାହା ପାଇଁ ଝାଡୁ କେବେ କିଣିକି ଆଣିବେ ନାହିଁ ଝିଅ ମାନଙ୍କ ବିଦାଇ ସମୟରେ ସବୁ ଜିନିଷ ଦିଅନ୍ତୁ କିନ୍ତୁ ଝାଡୁ କେବେ ଦେବେ ନାହିଁ ଏହା ଆପଣଙ୍କ ଘର ଆର୍ଥିକ ସମସ୍ୟା ଆରମ୍ଭ କରିଥାଏ । ଘରେ ବ୍ୟବହାର ହାଉଥିବା ଝାଡୁ କେବେ କାହାକୁ ଭୁଲରେ ବି ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଘର ଲକ୍ଷ୍ମୀ ଚାଲି ଯାଇଥାନ୍ତି ଯାହା ପରେ ଆପଣଙ୍କ ଜୀବନ ନର୍କ ହୋଇଥାଏ ।

୪. ଆପଣ ଏହା ଜାଣି ରଖନ୍ତୁ ଯେ ସନ୍ଧ୍ୟା ହେଲା ପରେ ଆପଣ ଘର କୌଣସି ଧଳା ଜିନିଷ ଯେମିତିକି କ୍ଷୀର, ଦହି, ଚିନୀ ବା ଚାଉଳ ଏହି ଭଳି ଜିନିଷ କାହାକୁ ଧାର ଦିଅନ୍ତୁ ନାହିଁ ବା ଘରୁ ସନ୍ଧ୍ୟାରେ କାହାକୁ ଟଙ୍କା ଦିଅନ୍ତୁ ନାହିଁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିଥାଏ ।

୫. ମହିଳାଙ୍କୁ ଭୁଲରେ ବି କାହାକୁ ଚୌକି, ବେଲଣା କାଠି ବା ତାୱା ଭଳି ଜିନିଷ କାହାକୁ ଉପହାର ରେ ଦେବା ଉଚିତ ହୋଇନଥାଏ ।

Leave a Reply

Your email address will not be published. Required fields are marked *