ତୁଳସୀ(Tulasi)ର 4ଟି ପତ୍ର ପ୍ରତିଦିନ ଖାଲି ପେଟରେ ସେବନ କରିଲେ ଯାହା ହେବ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ… ତୁରନ୍ତ ଦେଖନ୍ତୁ

ଭାରତରେ ତୁଳସୀ ପତ୍ର ର ଅଧିକ ବ୍ୟବହାର କରା ଯାଇଥାଏ । ପୂଜା ପାଠ ତହରୁ ଆରମ୍ଭ କରି ବିଭିନ୍ନ ରୋଗର ନିବାରଣ ପାଇଁ ତୁଳସୀ ପତ୍ର ର ପ୍ରୟୋଗ କରାଅଯାଇଥାଏ । ଏମିତି କି ଆୟୁର୍ବ୍ଦେଉଇକ ଔଷଧ ଭାବେ ତୁଳସୀ ପତ୍ର ର ପ୍ରୟୋଗ ଅଧିକ ହୋଇଥାଏ । ବିଶେଷ କରି ଥଣ୍ଡା, ଜ୍ଵର, କଫ ଆଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତୁଳସୀ ପାତ୍ର ର ବ୍ୟବହାର କରା ଯାଇଥାଏ । ଅନେକ ଲୋକ ମାନେ ତୁଳସୀ ପତ୍ର କୁ ସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଇଥାନ୍ତି ।

ଏହା ସହ ତୁଳସୀ ପତ୍ର କୁ କିଛି ଲୋକ ମାନେ ଚାହା ରେ ପକାଇ ସେବନ କରିଥାନ୍ତି । ଏହା ଦ୍ଵାରା ଅନେକ ଫାଇଦା ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଖାଲି ପେଟରେ ତୁଳସୀ ପତ୍ର ମାତ୍ର ୪ ଟି ଖାଇବା ଦ୍ଵାରା କେଉଁ ସବୁ ଲାଭ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି କୌଣସି ବ୍ୟକ୍ତି ଶକ୍ତିହୀନ ବା କୌଣସି ମାନସିକ ଚିନ୍ତା ରେ ରହୁଥାନ୍ତି ବା ଅନେକ ସମୟରେ ଚିଡ଼ିଚିଡା ପଣ ହେଉଛନ୍ତି ପ୍ରତି ଦିନ ସକାଳୁ ଖାଲି ପେଟରେ ତୁଳସୀ ର ୪ଟି ପାତ୍ର ସେବନ କରନ୍ତୁ ।

ଏହା ସହ ଯଦି ଆପଣ ମଧୁମେହ ବା ହାର୍ଟ ରୋଗୀ ହୋଇଥାନ୍ତି ତେବେ ସକାଳୁ ଖାଲି ପେଟରେ ତୁଳସୀ ର ୪ଟି ପାତ୍ର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଅନେକ ଫାଇଦା ହେବ । ତୁଳସୀ ପାତ୍ର ର ସେବନ କୌଣସି ଚମତ୍କାରୀ ଉପାୟ ଠାରୁ କମ ନୁହେଁ । ଯଦି ଆପଣଙ୍କର ଅନେକ ଦିନ ହେବ ମୁଣ୍ଡ ବିନ୍ଧା ହେଉଛି ତେବେ ଏକ ଗ୍ଳାସ ପାଣିରେ ତୁଳସୀ ର ୪ଟି ପାତ୍ର ପକାଇ ସେବନ କରନ୍ତୁ । ଦେଖିବେ ତୁରନ୍ତ ମୁଣ୍ଡ ଯନ୍ତ୍ରଣା ବନ୍ଦ ହୋଇଯିବ । ଏହା ସହ ତୁଳସୀ ପାତ୍ର ର ସେବନ ଦ୍ଵାରା ମଣିଷ ଶରୀରରେ ଅନେକ ରୋଗରୁ ଉପସମ ମିଳିଥାଏ ।

ତେବେ ଏହା ଥିଲା ଆୟୁର୍ବେଦିକ ଘରୋଇ ଉପାୟ ଯେ ତୁଳସୀ ପାତ୍ର ର ସେବନ ଦ୍ଵାରା ବଡ ବଡ ରୋଗରୁ ମୁକ୍ତି ମିଳିଥାଏ । ତେବେ ଅନେକ ଲୋକ ମାନେ ଗ୍ଯାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ତୁଳସୀ ପାତ୍ର ର ବ୍ୟବହାର କରିଥାନ୍ତି । ତୁଳସୀ ପାତ୍ର କୁ ପ୍ରତେକ ଶୁଭ କାମରେ ବ୍ୟବହାର କାରଜାଏ । ଏମିତି ମନ୍ଦିର ମାନଙ୍କରେ ଚରଣାମୃତ ରେ ତୁଳସୀ ପତ୍ର ର ଅଧିକ ପ୍ରୟୋଗ କରାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *