ପ୍ରତିଦିନ କେବଳ ଏହି ପାଣି ପିଅନ୍ତୁ, ଖରାପ ଲିଭର ବିନା ଔଷଧରେ ଠିକ ହେବ… Fatty Liver Treatment at Home

ବନ୍ଧୁଗଣ ଲିଭର ହେଉଛି ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ତେଣୁ ତାହାର ସଠିକ ଭାବେ ଯତ୍ନ ନେବା ମଧ୍ୟ ଦରକାର ପଡିଥାଏ । କାରଣ ଯଦି ଲିଭର ଖରାପ ହେବାକୁ ବସେ । ତେବେ ଫ୍ୟାଟି ଲିଭର, ଲିଭର ଶିରୋସିସ ଭଳି ଅନେକ ଲିଭର ଜନିତ ପ୍ରୋବ୍ଲେମରେ ପୀଡିତ ହେବାକୁ ପଡିଥାଏ । ଯଦି ଆପଣଙ୍କ ପେଟରେ ବାରମ୍ବାର ଗ୍ଯାସ, ଏସିଡିଟି ହେଉଛି, ପଟିରୁ ଖଟା ହେକୁଟି ଆସିବା ସହ ମୁଖ ଦୁର୍ଗନ୍ଧ ହେଉଥାଏ । ପେଟ ଖରାପ ରହିବା ସହ ହଜମ ମଧ୍ୟ ଠିକ ଭାବେ ହେଉନଥିବ ।

ତେବେ ଏହି ସବୁ ସମସ୍ଯାରେ ଯଦି ବାରମ୍ବାର ପୀଡିତ ହେଉଥାନ୍ତି । ତେବେ ଏହା ଧୀରେ ଧୀରେ କରି ଲିଭରକୁ ଡ୍ୟାମେଜ କରିବାକୁ ଲାଗିଥାଏ । ତେଣୁ ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ । ସେହି ଉପାୟ କରି ଆପଣ ନିଜ ଲିଭରକୁ ସବୁଦିନ ପାଇଁ ସୁସ୍ଥ ରଖିପାରିବେ । ସେଥିପାଇଁ ଆପଣ ପ୍ରଥମେ 10 ଗ୍ରାମ ଧନିଆ ପତ୍ର ନେଇ ତାହାକୁ ଭଲ ଭାବେ ଧୁଅନ୍ତୁ । ତାପରେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ 2 ଗ୍ଳାସ ପାଣିକୁ ଗରମ କରନ୍ତୁ । ପାଣି ଅଳ୍ପ ଉଷୁମ ହେବା ପରେ ସେଥିରେ ଆପଣ ପୂର୍ବରୁ ଧୋଇ ରଖିଥିବା ଧନିଆ ପତ୍ରକୁ ସେଥିରେ ପକାନ୍ତୁ ।

10 ରୁ 15 ମିନିଟ ପର୍ଯ୍ୟନ୍ତ ଆପଣ ତାହାକୁ ଭଲ ଭାବେ ଫୁଟିବା ପାଇଁ ଛାଡି ଦିଅନ୍ତୁ । ପାଣି ଫୁଟିଗଲା ପରେ ଅର୍ଥାତ ପାଣି ମରି ମରି ଅଧା ହୋଇଗଲା ପରେ ତାହାକୁ ଗ୍ଯାସକୁ କାଢି ଆଣନ୍ତୁ । ସେହି ପାଣିକୁ ଛାଣି ଅନ୍ୟ ଏକ ଗ୍ଳାସକୁ ନେଇ ଆସନ୍ତୁ । ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ଡ୍ରିଂକ ପ୍ରସ୍ତୁତ କରି ତାହାର ସେବନ କରିବାକୁ ପଡିବ ।

ତେବେ ଏହାକୁ ଧୀରେ ଧୀରେ କରି ପିଇବା ଉଚିତ । ତରବର ହୋଇ ଏହି ଡ୍ରିଂକକୁ ସେବନ କରିଦେଲେ । ସେଥିରୁ ଆପଣଙ୍କୁ ବିଶେଷ ଫାଇଦା ହୁଏତ ନମିଳିପାରେ । ତେଣୁ ଏହାକୁ ଧୀରେସୁସ୍ଥେ ପିଇବା ସହ ଏହାକୁ ସେବନ କରିବାର 1 ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟ ଜିନିଷର ସଙ୍ଗେ ସଙ୍ଗେ ସେବନ କରନ୍ତୁ ନାହିଁ ।

ଏହି ଡ୍ରିଂକର କିଛି ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ଵାରା ଲିଭରରେ ଯେଉଁ ଡ୍ୟାମେଜ ଧୀରେ ଧୀରେ ହେବାକୁ ବସିଥିଲା । ସେହି ଡ୍ୟାମେଜ ଦୂର ହୋଇବା ସହ ଆପଣଙ୍କ ଲିଭର ପୁରା ସୁସ୍ଥ ହୋଇଯିବ । ଏହି ରେମିଡିକୁ ଆପଣ 1 ରୁ 2 ମାସ ପର୍ଯ୍ୟନ୍ତ ଟ୍ରାଏ କରିଦେଖନ୍ତୁ ।

ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଏହାକୁ ନିହାତି ଭାବେ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *