ବାଛନ୍ତୁ ଯେ କୌଣସି ଗୋଟିଏ ହାର୍ଟ ଓ ଜାଣନ୍ତୁ ସେ ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ? Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆଶା କରୁଛୁ  ବହୁତ ଭଲରେ ଥିବେ ଆପଣ ମାନେ । ତେବେ ସବୁ ଦିନ ଭଳି ଆଜି ବି ଆମେ ଆପଣ ମାନଙ୍କ ପାଇଁ ଏକ ମାଜଦାର ଗେଲ ନେଇ ଆସିଛୁ । ଏଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛି ୫ଟି ରଙ୍ଗର ହାର୍ଟ ର ଚିତ୍ର । ତେବେ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ହାର୍ଟ ର ଚିତ୍ର । ଆଶା କରୁଛୁ ଆପଣ ମାନେ ଗୋଟିଏ ହାର୍ଟ ଚୁଜ କରି ସାରିଥିବେ । ଏହା ପରେ ଆମେ ଆପଣଙ୍କୁ କହିବୁ ସେ ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ଯାହାଙ୍କୁ ଆପଣ ଭଲ ପାଉଛନ୍ତି ବା ପସନ୍ଦ କରୁଛନ୍ତି । ତେବେ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି ଆସନ୍ତୁ ଜାଣିବା ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ଚୁଜ କରିଛନ୍ତି ତେବେ ତାଙ୍କ ମନରେ ଇଚ୍ଛା ଅଛି କି ଆପଣଙ୍କୁ ବିବାହ କରି ସେ ନିଜର ଜୀବନ ସାଥି କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ସହ ମ୍ୟାରେଜ କରି ଆପଣଙ୍କୁ ନିଜର ହମସଫର କରିବାକୁ ଚାହୁଁଛନ୍ତି ।

୨- ଦ୍ଵିତୀୟ ହାର୍ଟ : ଯଦି ଆପଣ ଦ୍ଵିତୀୟ ହାର୍ଟ ଚୟନ କରିଛନ୍ତି ତେବେ ଆପଣ ତାଙ୍କର ସବୁ ଦିନ ପାଇଁ ଭଲ ବନ୍ଧୁ ହୋଇ ରୁହନ୍ତୁ ବୋଲି ସେ ଆପଣଙ୍କ ଠାରୁ ଆଶା କରୁଛନ୍ତି । ଆପଣ ତାଙ୍କର ବେଷ୍ଟ ଫ୍ରେଣ୍ଡ ହୋଇ ରୁହନ୍ତୁ କେବଳ ଏତିକି ଇଚ୍ଛା କରୁଛନ୍ତି ସେ ଆପଣଙ୍କ ଠାରୁ ।

୩- ତୃତୀୟ ହାର୍ଟ : ଯଦି ଆପଣ ତୃତୀୟ ହାର୍ଟ ଚୟନ କରିଛନ୍ତି ତେବେ ସେ ଆପଣଙ୍କ ଠାରୁ ବାସ ପ୍ରେମ ଚାହୁଁଛନ୍ତି । ସେ ଇଚ୍ଛା କରୁଛନ୍ତି କି ଆପଣ ଦୁହେଁ ଏକ ନ ହେଲେ ବି ପରସ୍ପରର ହୃଦୟରେ ସବୁ ଦିନ ପାଇଁ ରହିବେ । ସେ ଚାହୁଁଛନ୍ତି ଆପଣ ଦୁହେଁ ଏକାଠି ନ ହେଲେ ପରସ୍ପର ପ୍ରତି ଭଲ ପାଇବା ସେମିତି ରହିଥାଉ ।

୪- ଚତୁର୍ଥ ହାର୍ଟ : ଯଦି ଆପଣ ଚତୁର୍ଥ ହାର୍ଟ ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ଆପଣଙ୍କର ଅନୁମତି କ୍ରମେ କିସ କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ସତ କିନ୍ତୁ ଆପଣଙ୍କ ଅନୁମତି ବିନା କିଛି ବି କରିବେ ନାହି ।

୫- ପଞ୍ଚମ ହାର୍ଟ : ଯଦି ଆପଣ ପଞ୍ଚମ ହାର୍ଟ ଚୟନ କରିଛନ୍ତି ତେବେ ତାଙ୍କ ମନ ଆଉ କାହା ଉପରେ ଆସି ଯାଇଛି । ଅର୍ଥାତ ସେ ଆପଣଙ୍କୁ ନୁହେଁ ଆଉ କାହାକୁ ଭଲ ପାଇବାକୁ ବସିଲେଣି । ତେଣୁ ସେ ଆପଣଙ୍କ ଠାରୁ ବ୍ରେକଅପ କରିବାକୁ ଚାହୁଁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଆପଣଙ୍କ ପାଇଁ ଏମିତି ମଜାଦାର ବିଷୟ ବସ୍ତୁ ନେଇ କରି ଆସିବୁ ।

Leave a Reply

Your email address will not be published. Required fields are marked *