November ମାସରେ “ଅରବପତି ଯୋଗ”, ଏହି 2ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି ନଭେମ୍ବର ମାସରେ । ନଭେମ୍ବର ମାସ ଟି ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ ଏହି ରାଶି ମାନଙ୍କ ପାଇଁ । ପ୍ରତେକ ବ୍ୟକ୍ତିଙ୍କ ସ୍ଵଭାବ, ଆଚର, ବ୍ୟବହାର, ରାଶି ଅଲଗା ଅଲଗା ହୋଇଥାଏ । ଗ୍ରହ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ କାରଣରୁ ରାଶି ଉପରେ ଏହାର ସିଧା ସଳଖ ପ୍ରଭାବ ପଡିଥାଏ । ଯାହା ଫଳରେ ବ୍ୟକ୍ତି ଜୀବନରେ ସଫଳ ଓ ବିଫଳ ହୋଇଥାଏ । କିନ୍ତୁ ନଭେମ୍ବର ୨ଟି ରାଶି ହେବାକୁ ଯାଉଛନ୍ତି ଅରବପତି । ଆସନ୍ତୁ ଜାଣିବା ସେହି ୨ଟି ରାଶି ଙ୍କ ବିଷୟରେ ବିସ୍ତାର ଭାବେ ।

ଏହି ରାଶିର ଲୋକ ମାନଙ୍କ ଜୀବନରେ ଆକସ୍ମିକ ଧନ ଲାଭ ହେବ । ଜୀବନରେ ଯାହା ବି ନିସ୍ପତି ନେବେ ବିଚାର କରି ନିଅନ୍ତୁ । ଆପଣଙ୍କ ଜୀବନରେ ଏତେ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣ କେବେ କଳ୍ପନା କରି ନ ଥିବେ । ଏହି ମାସରେ ଆପଣଙ୍କୁ ପାଠେକ ଟି କ୍ଷେତ୍ରରୁ ଫାଇଦା ମିଳିବାର ସମ୍ଭାବନା ରହିଛି । ଯେଉଁ ମାନେ ବ୍ୟାପାର କ୍ଷେତ୍ର ରେ ଅଛନ୍ତି ସେମାନଙ୍କୁ ବ୍ୟାପାର ରେ ଦୁଇ ଗୁଣା ଧନ ଲାଭ ହେବ । ଯେଉଁ ଜାତକ ଚାକିରି ସନ୍ଧାନ ରେ ଅଛନ୍ତି ସେମାନଙ୍କୁ ବହୁତ ଭଲ ଅଫର ମିଳିପାରେ ।

ବଡ ବଡ କମ୍ପାନୀ ଠାରୁ ଆପଣଙ୍କୁ ନୂଆ ଚାକିରି କରିବାର ଅଫର ମିଳିପାରେ । କୌଣସି କ୍ଷେତ୍ରରେ ନିବେଶ କରିଥିଲେ ସେଥିରୁ ଲାଭ ପାଇବେ । ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ହେବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ବଢିବ । ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ରାଏ ନେବେ । ପୈତୃକ ସମ୍ପତି ରୁ ଆପଣଙ୍କୁ ଲାଭ ମିଳିପାରେ । ପାରିବାରିକ ମାହୋଲ ବହୁତ ଭଲ ରହିବ । ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଓ ଏକାଗ୍ରତା ଦେଖାଯିବ ।

ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ବିଦ୍ୟାର୍ଥୀ ବର୍ଗ ଭଲ ପାଠ ପଢିବେ । ଯେଉଁ ମାନେ ଇଣ୍ଟରଭିୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନନଙ୍କୁ ଭଲ ଖବର ମିଳିପାରେ ଓ ସେମାନେ ସଫଳ ବି ହେବେ । ପ୍ରେମ ଜୀବନରେ ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଁ ଥିଲେ କରି ପାଇବେ । ଆୟ ର ସ୍ରୋତ ଖୋଲିବ । ଯାହା ପାଇଁ ଆପଣ ହେବେ ଅରବପତି । ମହିଳା ମାନେ ଧର୍ମ କର୍ମ ରେ ରୁଚି ରଖିବେ । ବନ୍ଧୁ ମାନଙ୍କ ସହଯୋଗରେ ବଡ କାମ ଅତି ସହଜରେ ହୋଇଯିବ ।

ଗୁରୁଜନ ମାନଙ୍କ ସହଯୋଗ କାରଣରୁ ବେରା କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି  ମଜବୁତ ରହିବ । ଆପଣଙ୍କ ଜୀବନରେ ଢେର ସାରା ଖୁସି ଆସିବାକୁ ଯାଉଛି ଯାହା ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଘର ପରିବାରରେ ସୁଖ ଶାନ୍ତି ରହିବ । ସେହି ୨ଟି ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁ ରାଶି ଓ କନ୍ୟା ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

Leave a Reply

Your email address will not be published. Required fields are marked *