ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣ ସବୁଠାରୁ ଅଧିକା କାହାକୁ ଭଲ ପାଉଛନ୍ତି ? Love Tips

ହାଏ ହାଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ଏମାନେ । ଆସା କରୁଛୁ ଆପଣ ମାନେ ବହୁତ ବିନ୍ଦାସ ଓ ମସ୍ତି ରେ ସମୟ ବ୍ଯତୀତ କରୁଥିବେ । ଆମେ ଆପଣଙ୍କ ପାଇଁ ପୂର୍ବ ରୁ ଅନେକ ସାରା ବିଷୟ ବସ୍ତୁ ନେଇ ଆସିଛୁ । ଆଜି କିନ୍ତୁ ଆପଣଙ୍କ ପାଇଁ କିଛି ଭିନ୍ନ ଧରଣର ବିଷୟ ବସ୍ତୁ ରହିଛି । ତାହା ପୁଣି ଭଲ ପାଇବାକୁ ନେଇ । ଏଥିପାଇଁ ଆପଣ ନିଜ ମନ ପସନ୍ଦର ୧ ରୁ ୫ ନମ୍ବର ମଧ୍ୟରେ ଯେ କୌଣସି ଗୋଟିଏ ନମ୍ବର ଚୁଜ କରନ୍ତୁ । ଆଉ ତା ପରେ ଆମେ ଆପଣଙ୍କୁ କହିବୁ ଆପଣ ସବୁଠାରୁ ଅଧିକା ଭଲ କାହାକୁ ପାଉଛନ୍ତି । ତେବେ ଆପଣ ମାନେ ନିଶ୍ଚୟ ନମ୍ବର ବାଛି ସାରିଥିବେ । ତେବେ ଆସନ୍ତୁ ଜାଣିବା ଜବାବ ।

୧- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିଜ ମା ଙ୍କୁ ବହୁତ ଭଲ ପାଉଛନ୍ତି । ଆପଣ ନିଜ ଜୀବନରେ ମା ଙ୍କ ଠାରୁ ଅଧିକ ଭଲ ପାଇବା ଆଉ କାହାକୁ ଦେଇ ଅନାହାନ୍ତି । ଆପଣଙ୍କ ମା ଆପଣଙ୍କ ପାଇଁ ସବୁ କିଛି ସେ ଆପଣଙ୍କର ଦୁନିଆ ଅଟନ୍ତି । ଆପଣ ତାଙ୍କୁ ଛାଡି ବଞ୍ଚି ପାରିବେ ନାହି ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଅପାନ ନିଜ ବାପା ଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି । ଆପଣଙ୍କ ବାପା ହେଉଛନ୍ତି ଆପଣଙ୍କର ମାଷ୍ଟର । ସେ ଆପଣଙ୍କୁ ଦୁନିଆକୁ ଆଣିଛନ୍ତି ଆଉ ହାତ ଧରି ବାଟ ଦେଖାଇଛନ୍ତି । ଆପଣ ନିଜ ବାପା ଙ୍କ ସହ ସବୁ କିଛି ସେୟାର କରନ୍ତି ଯେମିତି ଏକ ବନ୍ଧୁ ଭଳି ।

୩- ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିଜ ସ୍ତ୍ରୀ ଙ୍କୁ ଜୀବନରେ ଅଧିକ ଭଲ ପାଉଛନ୍ତି । ଆପଣ ତାଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବେ ଆହି । ତାଙ୍କୁ ନ ଦେଖି ଆପଣ ଗୋଟେ ସେକେଣ୍ଡ ବି ରହି ପାରିବେ ନାହି ଏତେ ଭଲ ପାଇବା ରହିଛି ଆପଣଙ୍କର ନିଜ ସ୍ତ୍ରୀ ପ୍ରତି ।

୪- ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଅପାନ ନିଜ ଭାଇ ଙ୍କୁ ଅଧିକ ଭଲ ପାଉଛନ୍ତି । ଆପଣଙ୍କ ଭାଇ ଆପଣଙ୍କର ଜାନ ଦୁନିଆ ସବୁ କିଛି । ଆପଣ ନିଜ ଭାଇ ଙ୍କୁ ବନ୍ଧୁ ମାନିଥାନ୍ତି ଆଉ ତାଙ୍କ ସହ ସବୁ କିଛି ସେୟାରା କରିଥାନ୍ତି । ତାଙ୍କୁ ଏତେ ଭଲ ପାଇବା ଦେଇଥାନ୍ତି ଆପଣ ।

୫- ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିଜ ବନ୍ଧୁ ଙ୍କୁ ବହୁତ ଅଧିକା ଭଲ ପାଉଛନ୍ତି । ଆପଣଙ୍କ ବନ୍ଧୁ ଆପଣଙ୍କ ପାଇଁ ସବୁ କିଛି । ଆପଣ ନିଜ ଲାଇଫ ରେ ତାଙ୍କୁ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ଦେଇଛନ୍ତି ଆଉ ସେହି ସ୍ଥାନ କେହି ବି ନେଇ ପାରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *