10 ମିନିଟରେ ଆଣ୍ଠୁ, ହାତ, ଅନ୍ତ ଓ ଗଣ୍ଠି ବ୍ୟଥା ମୂଳରୁ ଶେଷ ହୋଇଯିବ ମାତ୍ର ଏହି ଗୋଟିଏ ଉପାୟ ଦ୍ଵାରା

ଆଜିକାଲି ପ୍ରାୟତଃ ଲୋକମାନଙ୍କର ଗ୍ୟାସ ସମସ୍ୟା ଅଛି । ଏମିତିରେ ଯଦି ଆପଣଙ୍କ ପେଟରେ ଅଧିକ ଗ୍ୟାସ ହେଉଛି ତେବେ ଏହା କିଛି ସମୟ ପରେ ଆପଣଙ୍କ ଶରୀର ଭିତରେ ଘୁରି ବୁଲିଥାଏ । ଏହି ଗ୍ୟାସ ଯେତେବେଳେ ଆପଣଙ୍କ ଶରୀରରୁ ବାହାରି ପାରି ନ ଥାଏ ତେବେ ଏହି ଗ୍ୟାସ ଆପଣଙ୍କ ଶରୀରର ଅଲଗା ଅଲଗା ପାର୍ଟରେ ଜମା ହୋଇଯାଏ । ଯେଉଁ କାରଣରୁ ଶରୀରର ସେହି ଅଂସ ବ୍ୟଥା ହେବାକୁ ଲାଗିଥାଏ । ଏହି ଗ୍ୟାସ ବେଳେ ବେଳେ ଆପଣଙ୍କ ମୁଣ୍ଡକୁ ବି ଚଢିପାରେ । ତେବେ ଏମିତିରେ ଆପଣଙ୍କ ମୁଣ୍ଡ ବ୍ୟଥା ହୋଇଥାଏ ।

ଯଦି ଏହି ଗ୍ୟାସ ଆଣ୍ଠୁକୁ ଚାଲିଯାଏ ତେବେ ସେହି ସମୟରେ ଆଣ୍ଠୁ ବି ବ୍ୟଥା ହୋଇଥାଏ । ପେଟରେ ଯଦି ରହିଲା ତେବେ ପେଟ ବ୍ୟଥା ବି ହୋଇଥାଏ । କହିବାକୁ ଗଲେ ଶରୀରରେ ଯଦି କେଉଁ ଅଂଶରେ ବ୍ୟଥା ହୋଇଥାଏ ତେବେ ଏହାର ମୁଖ୍ୟ କାରଣ ଆପଣଙ୍କ ପେଟରେ ହେଉଥିବା ଗ୍ୟାସ । ଏହାକୁ ବାଲାନ୍ସ କରିବା ପାଇଁ ଆୟୁର୍ବେଦରେ ଗୋଟିଏ ଜିନିଷ ବିଷୟରେ କୁହାଯାଇଛି ।

ଯାହାର ସେବନ ଯଦି ଆପଣ ସବୁଦିନ କରିବେ ତେବେ ଆପଣଙ୍କର ଗ୍ୟାସ ରୋଗ ଭଲ ହୋଇଯିବ । ଗଣ୍ଠି ବ୍ୟଥା, ଆଣ୍ଠୁ ବ୍ୟଥା ହେଉଛି ତେବେ ଆପଣ ଏହି ଉପାୟକୁ ବି କରି ପାରିବେ । ଆମେ ଯେଉଁ ଜିନିଷ ବିଷୟରେ କହୁଛୁ ତାହା ଅଟେ ଚୂନ । ଏହା ବହୁତ ହିଁ ଶସ୍ତା ଅଟେ ।

ଚୂନ ଆପଣଙ୍କର ସମସ୍ତ ପ୍ରକାରର ରୋଗକୁ ଠିକ କରିଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହାକୁ କେମିତି ସେବନ କରିବେ । ଗୋଟିଏ ବ୍ୟକ୍ତିକୁ ଗୋଟିଏ ଦିନରେ ୧ ଗ୍ରାମ ଚୂନ ସେବନ କରିବା ଉଚିତ । କିନ୍ତୁ ଚୂନକୁ କେବେ ବି ଖାଲି ସେବନ କରନ୍ତୁ ନାହିଁ । ଏହାକୁ ଆପଣ ପାଣି, କ୍ଷୀର ଓ ଦହି ଇତ୍ୟାଦି କିଛି ଖାଦ୍ୟ ପଦାର୍ଥରେ ମିଶାଇ ସେବନ କରନ୍ତୁ । ଶରୀରର ହେଉଥିବା ସମସ୍ତ ପ୍ରକାରର ବ୍ୟଥାକୁ ଏହା ଦୂର କରିଥାଏ । ଯେମିତି କି ଦାନ୍ତ ବ୍ୟଥା, ମୁଣ୍ଡ ବ୍ୟଥା, ଅଣ୍ଟା ବ୍ୟଥା, ହାତ ବ୍ୟଥା ଓ ଆଣ୍ଠୁ ବ୍ୟଥା ଇତ୍ୟାଦି ।

ଗୋଟିଏ ଦିନରେ ଆପଣ କେତେବେଳେ ବି ଚୂନର ସେବନ କରି ପାରିବେ । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଆପଣ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଚୂନର ସେବନ କରି ପାରିବେ । କିନ୍ତୁ ଯଦି ଛୋଟ ପିଲା ଅଛନ୍ତି ତେବେ ତାଙ୍କୁ ଅଧ ଗ୍ରାମ ଚୂନ ଦିଅନ୍ତୁ ଓ ବଡ ଲୋକମାନଙ୍କୁ ୧ ଗ୍ରାମ ଚୂନ ଦିଅନ୍ତୁ । ଯଦି ଆପଣ ଏହିଭଳି ଭାବରେ ଚୂନର ସେବନ କରୁଛନ୍ତି ତେବେ ଆପଣଙ୍କ ଶିରା ପ୍ରଶିରା କମଜୋରି, ହାଡ ବ୍ୟଥା ୧ ରୁ ୨ ମାସ ମଧ୍ୟରେ ଗାୟବ ହୋଇଯିବ ।

ଆପଣଙ୍କ ଗ୍ୟାସ ସମସ୍ୟା ବି ଦେଖୁ ଦେଖୁ ଠିକ ହୋଇଯିବ । ଯଦି କୌଣସି ମହିଳାକୁ ଡାକ୍ତର କହିଛନ୍ତି କି ଆପଣ ମା ହୋଇ ପାରିବେ ନାହିଁ ତେବେ ଆପଣ ୩ ରୁ ୬ ମାସ ପର୍ଯ୍ୟନ୍ତ ଚୂନର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଛୋଟ ପିଲାମାନଙ୍କ ହାଇଟ ବଢାଇବା ପାଇଁ ବି ଚୂନ ବହୁତ ଭଲ ହୋଇଥାଏ । ଚୂନ ଆମର ମସ୍ତିଷ୍କକୁ ବି ସତେଜ କରିଥାଏ ।

Leave a Reply

Your email address will not be published. Required fields are marked *