ମହାଶିବରାତ୍ରୀ ଜାଗର ଦିନ କିଣି ଆଣନ୍ତୁ ଏହି 1 ଗୁପ୍ତ ଜିନିଷ, ଧନର ବର୍ଷା ହେବ 

ବନ୍ଧୁଗଣ ମହାଶିବରାତ୍ରି ର ଯେଉଁ ପାବନ ପର୍ବ ହୋଇଥାଏ ଏହି ମହା ନିଶା ସମୟରେ ଭଗବାନ ଶିବ ପ୍ରକଟ ହୋଇଥିଲେ । ଭଗବନା ଶିବ ବୈରାଗୀ ଛାଡିକି ଦେବୀ ପାର୍ବତୀଙ୍କ ସହ ବିବାହ କରିଥିଲେ ଓ ଗୃହସ୍ଥ ଜୀବନରେ ପ୍ରବେଶ କରିଥିଲେ । ତେଣୁ ଫାଲ୍ଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ କରା ଯାଇଥାଏ । ଏହି ପର୍ବକୁ ଖୁବ ଧୂମଧାମରେ ପାଳନ କରାଯାଇଥାଏ ।

ଏହି ଦିନ ଜଳାଭିଷେକ କରିଲେ ଦାଂପତ୍ଯ ଜୀବନର ସମସ୍ଯା ଦୂର ହୋଇଥାଏ । ଏହି ଦିନ 12ଟି ଜ୍ୟୋର୍ତିଲିଙ୍ଗ ପ୍ରକଟ ହୋଇଥିଲେ । ଆଜି ଆମେ ଆପଣଙ୍କୁ କହିବୁ ମହାଶିବରାତ୍ରି ଦିନ କେଉଁ ଜିନିଷ ଆଣିଲେ ଧନର ବର୍ଷା ହୋଇଥାଏ । ଶିବଲିଙ୍ଗରେ ଭୁଲରେ ବି ତୁଳସୀ ପତ୍ର କେବେ ବି ଚଢାଇବା ଉଚିତ ନୁହେଁ । ଏହି ଦିନ ପ୍ଯାକେଟ ବାଲା କ୍ଷୀର ଚଢନ୍ତୁ ନାହି ।

ଭଗବାନ ଶିବଙ୍କ ପୂଜାରେ ତରାଟ ଫୁଲ ଚଢନ୍ତୁ ନାହି କାରଣ ଭଗାବାନ ଶିବ ତରାଟ ଫୁଲକୁ ଅଭିଶାପ ଦେଇଛନ୍ତି । ଶିବଲିଙ୍ଗରେ ଅକ୍ଷତ, କଟା ବେଲପତ୍ର ଚଢାଇବା ଉଚିତ ନୁହେଁ । ଏହି ଦିନ ଭଗବାନ ଶିବଙ୍କୁ ବେଲପତ୍ର, କ୍ଷୀର, ଚିନୀ, ମହୁ, ଚିନୀ ଚଢାଇ ପାରିବେ । ଏହା ଦ୍ଵାରା ଭଗବାନ ଶିବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।

ଶାସ୍ତ୍ର ଅନୁଯାୟୀ ଶିବଲିଙ୍ଗରେ ପ୍ରଥମେ ପଞ୍ଚାମୃତ ଯେମିତି କ୍ଷୀର, ଗଙ୍ଗାଜଳ, ମହୁ, କେସର, ଦହି ଚଢାଇବା ଉଚିତ । ଶିବରାତ୍ରି ରେ ଯେଉଁ ଭକ୍ତ 4 ପ୍ରହାର ପୂଜା କରିଥାନ୍ତି ସେମାନଙ୍କୁ ପ୍ରଥମ ପ୍ରହରରେ ଜଳ, ଦ୍ବିତୀୟରେ ଦହି, ତୃତୀୟରେ ଘିଅ, ଚତୁର୍ଥରେ ମହୁ ଅଭିଷେକ କରିଲେ ସବୁ କଷ୍ଟ ଦୂର ହୋଇଥାଏ । ଶିବଲିଙ୍ଗରେ ଦୁବ ଅର୍ପଣ କରିଲେ ଭଲ ହୋଇଥାଏ ।

ସମି ପତ୍ର ଶିବଲିଙ୍ଗରେ ଚଢାଇବା ଦ୍ଵାରା ମନୋକାମନା ପୁରଣ ହୋଇଥାଏ । ଦୁଦୁରା ଫୁଲ ଚଢାଇବା ଦ୍ଵାରା ଖରାପ ବିଚାର, ଶକ୍ତି ନଷ୍ଟ ହୋଇଥାଏ । ଏହି ଦିନ ଅରଖ ପତ୍ର ଚଢାଇବା ବହୁତ ଭଲ ହୋଇଥାଏ କାରଣ ମହାଦେବଙ୍କ ପ୍ରିୟ ଅଟେ ଅରଖ ପତ୍ର । ଭଗବାନ ଶଙ୍କରଙ୍କୁ ଓସ୍ତ ପତ୍ର ଚଢାଇବା ଆଗରୁ ଶ୍ରୀରାମ ଲେଖିକି ଚଢାଇ ଦିଅନ୍ତୁ । ମହାଶିବରାତ୍ରିରେ ସ୍ପର୍ଶ ଶିବଲିଙ୍ଗ ଘରକୁ କିଣି ଆଣନ୍ତୁ ।

ଏହା ବହୁତ ଉତ୍ତମ ହୋଇଥାଏ । ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଏହା ଛଡା ଚାନ୍ଦି ର ବେଲପତ୍ର ଘରକୁ ଆଣିଲେ ଆପଣଙ୍କର ଭାଗ୍ୟ ବଦଳି ଯାଇଥାଏ । କାରଣ ଭଗବାନ ଶିବଙ୍କ ପ୍ରିୟ ବେଲପତ୍ର ହୋଇଥାଏ । ଶିବରାତ୍ରିରେ ନାଗ ନାଗୁଣୀ ଯୋଡା ଥିବା ମୂର୍ତ୍ତି ନେଇ ଆସନ୍ତୁ । ଯଦି ଆପଣଙ୍କ ଜୀବନରେ ପିତୃ ଦୋଷ, କାଳସର୍ପ ଦୋଷ ଲାଗିଛି ତେବେ ଏନାଗ ନାଗୁଣୀ ଯୋଡି ନିଶ୍ଚୟ ଆଣନ୍ତୁ ।

ଏହାକୁ ଶିବଲିଙ୍ଗରେ ସ୍ପର୍ଶ କରାଇଲେ ସବୁ ଦୋଷ ଦୂର ହୋଇଥାଏ । ଶିବରାତ୍ରି ରେ ତ୍ରିଶୁକ୍ଳ ଘରକୁ କିଣି ଆଣନ୍ତୁ। ଡମ୍ବୁରୁ ଘରକୁ ଆଣି ସ୍ଥାପନ କରିଲେ ମହାଦେବଙ୍କ କୃପା ଲାଭ ହୁଏ । ନନ୍ଦି ମହାରାଜଙ୍କ ମୂର୍ତ୍ତି ଘରକୁ ଆଣିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *