ଶାଶୁଘରେ Mee Puch Puchଙ୍କ ପ୍ରଥମ ରୋଷେଇ, ଦେଖିଲେ ହସି ହସି ଗଡିଯିବେ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ୟୁଟ୍ଯୂବ ର କାମେଡିଆନ ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେମାନେ ନିଜର କମେଡି ଦ୍ଵାରା ଲୋକ ମାନଙ୍କୁ ହସାଇ ହସାଇ ଗଡାଇ ଥାନ୍ତି । ଏମିତି ଜଣେ ଜଣେ କମେଡିଆନ ଅଛନ୍ତି ଯେଉଁ ମାନେ ଖୁବ ନାଁ କମାଇ ଛନ୍ତି ଆଉ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ କମେଡିଆନ ଙ୍କ ବିଷୟରେ କହିବାକୁ ଯାଉଛୁ ।

ତେବେ ସେହି କମେଡିଆନ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ମି ପୁଚ ପୁଚ । ମି ପୁଚ ପୁଚ ଜଣେ କମେଡିଆନ ଯିଏ କି ନିଜର କମେଡି ଦ୍ଵାରା ଦର୍ଶକ ମାନଙ୍କୁ ହସାଇ ହସାଇ ଗଡାଇ ଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ମି ପୁଚ ପୁଚ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ତାଙ୍କର ବିବାହକୁ ନେଇ ସେ ବେକ ଚର୍ଚ୍ଚା ରେ ମଧ୍ୟ ରହିଥିଲେ ।

ତେବେ ତାଙ୍କ ବିବାହ ର ଅନେକ ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହୋଇଥିଲା ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ବେସ ପସନ୍ଦ କରିଛନ୍ତି । ତେବେ ଏହାରି ମଧ୍ୟରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତେବେ ଭାଇରାଲ ହେଉଥିବା ଭିଡିଓ ରେ ମି ପୁଚ ପୁଚ ବିବାହ ପରେ ନିଜ ଶାଶୁଘରେ ପ୍ରଥମ ଥର ପାଇଁ ରୋଷେଇ କରିବାର ନଜର ଆସୁଛନ୍ତି । ତେବେ ମି ପୁଚ ପୁଚ ନିଜ ପରିବାର ପାଇଁ ବହୁତ ଭକଳ ଭଲ ଡିଶ ରାନ୍ଧୁ ଛନ୍ତି ଯାହାର ସେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତାଙ୍କ ହାତ ରନ୍ଧା ଖାଇ ତାଙ୍କ ପରିବାର ଲୋକେ ବେସ ଖୁସି ପ୍ରକାଶ କରିଛନ୍ତି ।

ତେବେ ମି ପୁଚ ପୁଚ ପ୍ରଥମ ଥର ପାଇଁ ରୋଷେଇ କରିଥିଲେ ବି ବହୁତ ଭଲ ବନାଇ ଛନ୍ତି ଯାହାର ତାରିଫ କରିଛନ୍ତି ତାଙ୍କ ସ୍ଵାମୀ, ଶାଶୁ ଓ ଶ୍ଵଶୁର ଓ ପୁରା ପରିବାର । ତେବେ ମି ପୁଚ ପୁଚ ଏବେ ବି ୟୁଟ୍ଯୂବ ରେ ନିଜର କମେଡି ଜାରି ରଖିଛନ୍ତି ଆଉ ଆଗକୁ ମଧ୍ୟ ଜାରି ରଖିବେ ।

ତାଙ୍କର କମେଡି ଏତେ ସୁନ୍ଦର ଓ ସ୍ପଷ୍ଟ ଯେ ଦର୍ଶକ ମାନେ ବେସ ଆଗ୍ରହ ହୋଇଥାନ୍ତି ଶୁଣିବାକୁ ଓ ଦେଖିବାକୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମି ପୁଚ ପୁଚ ଙ୍କ କମେଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *