ବିରଳ ମହାଶିବରାତ୍ରି (ଜାଗର), ଏହି 5ଟି ରାଶିରେ ଦୁର୍ଲଭ ମହାସଂଯୋଗ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

ବନ୍ଧୁଗଣ ଆମେମାନେ ସମସ୍ତେ ବହୁତ ଦେବାଦେବୀଙ୍କୁ ଭକ୍ତି ଶ୍ରଦ୍ଧା ସହକାରେ ପୂଜା କରିଥାଉ । କିନ୍ତୁ ସମସ୍ତଙ୍କ ମଧ୍ୟରେ ମହାଦେବଙ୍କ ମହିଳା ଅନ୍ୟତମ ଅଟେ । ଭଗବାନ ଶିବଙ୍କର ଆଦି ନାହି କି ଅନ୍ତ ନାହି । ସେ ସ୍ଵୟଂ ଶମ୍ଭୁ ଅଟନ୍ତି । ସେ ସୃଷ୍ଟିର ବିନାସକ ମଧ୍ୟ ଅଟନ୍ତି । ଭଗବାନ ଶିବ ସବୁ ଦେବତାଙ୍କ ମଧ୍ୟରେ ମହାଦେବ ଅଟନ୍ତି । ସେ ରୁଦ୍ର ଓ ଭୋଳାନାଥ ମଧ୍ୟ ଅଟନ୍ତି । ସେ ଅତି ସହଜରେ ଭକ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି । ତେବେ 18 ଫେବୃଆରୀ ଶନିବାରରେ ପଡୁଛି ପବିତ୍ର ମହାଶିବରାତ୍ରି । ଏହି ଦିନ ଠାରୁ ମହାସଂଯୋଗ କାରଣରୁ 5ଟି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ଜାଗର ପର୍ବ ଠାରୁ ମହାଦେବଙ୍କା କୃପା ଆପଣଙ୍କ ଉପରେ ରହିବ । ଏମାନଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଆସିବ । ଜୀବନର ସଜ୍ଞା ବଦଳିଯିବ । ଏମାନଙ୍କର ଆଶା ଓ ଅପୂରଣୀୟ କାମ ପୂରଣ ହେବ । ସାମାଜିକ ସମ୍ମାନ ପାଇବେ । ଉଚ୍ଚ ଶିକ୍ଷା ଲାଭ କରିବେ । ଗବେଷଣାରେ ସଫଳତା ପାଇବେ ।

ସିଂହ ରାଶି : 18 ଫେବୃଆରୀ ଠାରୁ ଆପଣଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଦେବ ଦେବ ମହାଦେବଙ୍କ କୃପା ଏମାନଙ୍କ ଜୀବନରେ ଖୁଶିର ବର୍ଷା କରିବାକୁ ଯାଉଛି । ଶାରୀରିକ ଓ ମାନସିକ ଶାନ୍ତି ପାଇବେ । ସ୍ଥଗିତ କର୍ମ ରେ ବୃଦ୍ଧି ହେବ । ପ୍ରଚୁର ଧନ ଉପାର୍ଜନ କରିବେ । କାର୍ଯ୍ୟ କ୍ଷମ ହେବେ । ଦୃଢା ସହ ପଦକ୍ଷେପ ନେବେ ।

କନ୍ୟା ରାଶି : ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କ କୃପା ବିଶେଷ ବର୍ଷା ହେବ । କଠିନ ପରିଶ୍ରମ ଦ୍ଵାରା ଆପଣଙ୍କର ଦୈନିକ ଜୀବନକୁ ସରସ ସୁନ୍ଦର କରିବ । ଶନିଙ୍କର ଦ୍ରୁଷ୍ଟି ଆପଣଙ୍କର ଶତ୍ରୁତାର ବିଲୋପ କରିବ । ରୋଗରୁ ମୁକ୍ତି ପାଇବେ । ଦୟା, କ୍ଷମା, ସହାନୁଭୁତି ମାଧ୍ୟମରେ ପ୍ରତିଷ୍ଠା ଓ ଲୋକପ୍ରିୟ ପ୍ରତିଷ୍ଠା କରିବେ ।

ବିଛା ରାଶି : ଦୈନିକ ସୁସ୍ଥ ଆପଣଙ୍କୁ କାର୍ଯ୍ୟ କ୍ଷମା କରାଇବା ସହ ଆପଣଙ୍କୁ ନୂଆ ନୂଆ କାମ ପାଇଁ ଅନୁପ୍ରେଣିତ କରିବ । ଦୃଢ ମନୋବଳରେ ଉଶ୍ଚାହିତ ସାଫଲ୍ଯ ଅର୍ଜନ ସହ ପ୍ରତିଷ୍ଠା ଲାଭ କରିବେ । ମର୍ଯ୍ୟାଦା ଧନକ ଉଚ୍ଚ ପଦବୀ ପାଇବେ । ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବେ । ରାଜନୈତିକ ପ୍ରୁଷ୍ଠା ପୋଷକତା ମିଳିବ । ଅନ୍ୟ ମାନଙ୍କୁ ଆପଣେଇବାରେ ସଫଳ ହେବେ ।

କୁମ୍ଭ ରାଶି : କୁମ୍ଭ ରାଶି ପାଇଁ ଏହି ଜାଗର ପର୍ବ ଠାରୁ ଏମାନଙ୍କ ଜୀବନରେ ଆସୁଛି ମହା ପରିବର୍ତ୍ତନ । ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କ ଅପାର କୃପା ଏମାନଙ୍କୁ ମିଳିବାର ଅଛି । ଏମାନଙ୍କ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ହେବାର ଅଛି । ଆପଣଙ୍କ ଜୀବନରେ ଖୁସି ଆସିବେ । ସବୁ କାମରେ ଅଗ୍ରଣୀ ହେବେ । ବୁଦ୍ଧି ବଳ ଖଟାଇ ପ୍ରଚୁର ଧନ ଲାଭ କରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *