ଏମିତି ବି ଆସେ ମୃ-ତ୍ୟୁ! ବରଯାତ୍ରୀ ନାଚ ହେଲା ଶେଷ ନାଚ, ନାଚୁ ନାଚୁ ହଠାତ ଟଳି ପଡିଲେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବାଘାର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମନ କେତେ ଖୁସି ହୋଇଯାଏ । ଆଉ ବରଯାତ୍ରୀ ଯିବାର ଥିଲେ ତ ଲୋକେ ଖୁସି ରେ ନାଚି ଉଠିଥାନ୍ତି । କିନ୍ତୁ ବରଯାତ୍ରୀ ରେ ଲୋକେ ମଜା କରୁ କରୁ କେତେବେଳେ କଣ ହୋଇଯାଏ ତାହା କେହି କହିପାରନ୍ତି ନାହି । ଏମିତି କିଛି ଅଭାବନୀୟ ଘଟଣା ଏବେ ଏବେ ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଯିଏ ଦେଖୁକି ସିଏ କହୁଛି ବରଯାତ୍ରୀ ରେ ଯାଇଥିବା ମଣିଷ ପାଇଁ ତାର ଶେଷ ସମୟ ଥିଲା । ବରଯାତ୍ରୀ ରେ ନାଚିବା ସମୟରେ ଯୁବକ ଙ୍କର ହଠାତ ହୋଇଛି ମୃ-ତ୍ୟୁ । ଯାହା ପାଇଁ ସାରା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ଆଉ ଏହି ଘଟଣା କୁ ନେଇ ଏବେ ଚାରି ଆଡେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଛି ।

ଆଜ୍ଞା ହଁ ବରଯାତ୍ରୀ ରେ ନାଚୁଥିଲେ ହଠାତ ହେଲା ମୃ-ତ୍ୟୁ । ବରଯାତ୍ରୀ ପାଲଟିଗଲା ଜୀବନର ଶେଷ ବରଯାତ୍ରୀ । ସାଙ୍ଗର ବାହାଘର ଆଉ ଗୋଟେ ସାଙ୍ଗ ପାଇଁ ହୋଇଗଲା ଶେଷ ବାହାଘର । ବରଯାତ୍ରୀ ରେ ନାଚୁ ନାଚୁ ହଠାତ ରାସ୍ତା ଉପରେ ଟଳି ପଡିଲେ ଯୁବକ । ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗାଳ । ଆଉ ତଳେ ପଡିବା ପରେ ହୋଇଗଲା ତାଙ୍କର ମୃ-ତ୍ୟୁ ।

ମୃ-ତ-କ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡା ଗାଁ ର କୁଳମଣି ସାହୁ ଙ୍କ ପୁଅ ଦୁଖବନ୍ଧୁ ସାହୁ । ଘରୁ ଖାଇ ପିଇ ହସ ଖୁସି ରେ ବାହାରିଥିଲେ ଦୁଖବନ୍ଧୁ ସାଙ୍ଗ ର ବାହାଘର ରେ । ସାଙ୍ଗର ବାହାଘର ହେଉଛି ସେଥିପାଇଁ ମନ ବହୁତ ଖୁସି ଥିଲା । ବାହଘର ବରଯାତ୍ରୀ ରେ ସବୁ ସାଙ୍ଗ ମାନେ ଆସିଥିଲେ । ଗୀତ ବାଜୁଥିଲା ଓ ଗୀତ ର ତାଳେ ତାଳେ ସବୁ ସାଙ୍ଗ ମାନେ ଏକାଠି ହୋଇ ନାଚୁଥିଲେ ମଧ୍ୟ ।

ଦୁଖବନ୍ଧୁ ମଧ୍ୟ ଗୀତ ର ତାଳେ ତାଳେ ନାଚୁଥିଲେ । ଆପଣ ମାନେ ବି ଦର୍ଶକ ବନ୍ଧୁ ଥରେ ଦେଖନ୍ତୁ କେମିତି ଯୁବକ ଜଣକ ନାଚି ନାଚି ତଳେ ଟଳି ପଡ଼ୁଛନ୍ତି । ମୋବାଇଲ ରେ ତାଙ୍କ ନାଚ କୁ ରେକର୍ଡ କରା ଯାଉଥିଲା । ହେଲେ ତାଙ୍କ ମୃ-ତ୍ୟୁ ର ଦୃଶ୍ୟ ମୋବାଇଲ ରେ ରେକର୍ଡ ହୋଇଗଲା । ଖବର ମୁତାବିକ ଦୁଖବନ୍ଧୁ ସାଙ୍ଗ ବାହାଘର ରେ ବରଯାତ୍ରୀ ଯାଇଥିଲେ ।

ଡିଜେ ବାଜୁଥିଲା ଆଉ ସେ ନାଚୁଥିଲେ । ହଠାତ ନାଚୁ ନାଚୁ ଯୁବକ ଜଣକ ତଳେ ପଡିଗଲେ । ଆଉ ତାଙ୍କୁ ତୁରନ୍ତ ଲୋକ ମାନେ ପାଣି ଛିଞ୍ଚି ଘଷିପୁରା ମେଡିକାଲ ନେଇ ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *