ମିହିରଙ୍କୁ ଝୁରି ନି-ଶା-ରେ ବୁଡି ରହୁଥିଲା Aklanta, ଦେଖନ୍ତୁ କଣ କହୁଛନ୍ତି Tutu Nayak

ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ସ୍ଵ-ର୍ଗ-ତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପ-ର-ଲୋ-କ ଘଟିଛି । ଅକ୍ଲାନ୍ତ ଯିବା ପରେ ଏବେ ବଡ ଭାଇ ଅମ୍ଳାନ ପୁରା ଏକା ହୋଇ ଯାଇଛନ୍ତି । ବାପା ଙ୍କ ଯିବା ପରେ ଅକ୍ଲାନ୍ତ ନିଜ ବାପାକୁ ଝୁରି ଝୁରି ଡିପ୍ରେସନରେ ରହୁ ଥିଲା । ଏହା ପରେ ଅକ୍ଲାନ୍ତ ଙ୍କର ଲିଭର ଜନିତ ସମସ୍ଯା ଦେଖା ଯାଇଥିଲା । ଯାହା ପାଇଁ ତାଙ୍କୁ ଭୁବନେଶ୍ଵର ଏମ୍ସ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା ।

ସେଠାରେ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ହେଲେ ବୁଧବାର ରାତିରେ ଅକ୍ଲାନ୍ତ ନିଜର ଶେଷ ନି-ଶ୍ଵା-ସ ତ୍ୟା-ଗ କରି ଥିଲେ । ଗତ କାଲି ସତୀଚଉରାରେ ଅମ୍ଳାନ ନିଜ ସାନ ଭାଇକୁ ମୁ-ଖା-ଗ୍ନି ଦେଇ ଥିଲେ । ପୁରା ଇଣ୍ଡଷ୍ଟ୍ରି ଏବେ ଅକ୍ଲାନ୍ତ  ଙ୍କ ମୃ-ତ୍ୟୁ କୁ ନେଇ ମ-ର୍ମା -ହ-ତ ହୋଇ ପଡିଛି । ତେବେ ଏହାରି ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ପ୍ରଯୋଜକ ସଞ୍ଜୟ ନାୟକ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଉଛନ୍ତି ।

ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।  ସଞ୍ଜୟ ନାୟକ ଗଣମାଧ୍ୟମ ଆଗରେ କହିଛନ୍ତି- ‘ଏଇଟା ଭାରି ଦୁଃଖର ଖବର । ମିହିର ଭାଇକୁ ସାରା ଓଡିଶା ଜାଣିଛି ସେ କେମିତିଆ ଲୋକ । ହେଲେ ମିହିର ଭାଇ ଚାଲି ଗଲେ ଭାଉଜ ଚାଲି ଗଲେ । ବର୍ଷେ ହେଇନି ତାଙ୍କ ସାନ ପୁଅ ଚାଲି ଗଲେ । ଅମ୍ଳାନକୁ ଏବେ କଣ ଲାଗୁଥିବ ବାପା ହରେଇଲା ମାଆ ହରେଇଲା ଗୋଟେ ଭାଇ ଥିଲା ତାକୁ ବି ସେ ହରେଇଲା ।

ଏଇଟା ବହୁତ ଦୁଃଖ ଇଣ୍ଡଷ୍ଟ୍ରି ପାଇଁ ବି ଦୁଃଖ । କଥାରେ ଅଛି ବାପା ନ ଥିଲେ ଭାଇ ହେଲେ ତାର ଭାଇ ବି ଚାଲି ଗଲା । ମିହିର ଭାଇ ଗଲା ପରେ ଅମ୍ଳାନ ଶୁଟିଙ୍ଗରେ ବ୍ୟସ୍ତ ରହିଲା ହେଲେ ଅକ୍ଲାନ୍ତର କେମିତି ଟାଇମ ପାସ ହେବ । ତେଣୁ ସେ ନି-ଶା-ରେ ବୁଡି ରହିଲା ମୁଁ ଶୁଣିବାକୁ ପାଇଲି ତାର ଅର୍ଗାନ ଡାମେଜ ହେଇଗଲା । କାରଣ ଏତେ କମ ବୟସରୁ ପିଇବା ଡ୍ରଗ୍ସ ନେବା ସବୁ ଖରାପ ଦେହ ପାଇଁ ।

ତେଣୁ ଦୁଃଖ ଲାଗୁଛି ଏଇଠୁ କିଛି ଶିଖ । ଅକ୍ଲାନ୍ତ ମାତ୍ର 26 ବର୍ଷ ବୟସରେ ଚାଲିଗଲା ଏଟା ବହୁତ ଦୁଖର କଥା । ଇଣ୍ଡଷ୍ଟ୍ରି ଉପରେ କାହାର ଗୋଟେ କୁ-ଦ୍ରୁଷ୍ଟି ପଡିଛି ସେଟା ମୁଁ ଜାଣିପାରୁ ନାହି । ଯାହାର ଯେତେବେଳେ ଯିବାର ଥିବ ଭାବିଲେ କଣ ହେବ । ଆମେ ଭାବିଲେ ଆମକୁ ଦୁଖ ଲାଗିବ । କୋଭିଡ଼ ପରେ ଦୁନିଆ ଭାଇରସ ଆସୁଛି । କେତେବେଳେ କଣ ହେବ କିଛି କହି ହେଉ ନାହି” ।  ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ

Leave a Reply

Your email address will not be published. Required fields are marked *