ହିରଣ ପେଟ ଫାଡି ମାଂସ ଖାଉଥିଲା ବାଘୁଣୀ, ପେଟ ଭିତରୁ ବାହାରିଲା ଏମିତି କିଛି ଜିନିଷ !

ମଣିଷ ଓ ପଶୁମାନଙ୍କ ମଧ୍ୟରେ ବହୁତ ବଡ ତଫାତ ଅଟେ ଓ ତାହା ଏହା ଯେ ମଣିଷ ଭାବି ଚିନ୍ତି କାମ ନିଜ ସକ୍ଷମ ଅନୁଯାଇ କରିଥାଏ ଓ ଭାବନାପୂର୍ଣ ହୋଇଥାଏ କିନ୍ତୁ ପଶୁମାନଙ୍କ ମଧ୍ୟରେ ଏମିତି କିଛି ଦେଖିବାକୁ କେବେ ମିଳେ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଖେଇବା ପାଇଁ ଯାଉଛୁ ଯାହା ପରେ ଆପଣ ମଧ୍ୟ କହିବେ ଯେ ଭାବନା ସମସ୍ତଙ୍କ ମଧ୍ୟରେ ଥାଏ । ସାଉଥ ଅଫ୍ରୀକା କେ ମଡିକ୍ୱେ ଗେମ ରିଜର୍ୱ ରେ ଥିବା ଗୋଟେ ଅଧିକାରୀ ରେଂଜର ଗେର୍ରୀ ୱୈନ ଡେର ୱାଲ୍ଟ ବାଘୁଣୀକୁ ଗୋଟେ ମରିଥିବା ହିରଣ ସହ ଯାହା କରିବାର ଦେଖିଲେ ।

ତାହା ଦେଖି ଲାଗିଲା ଯେ ପଶୁମାନଙ୍କ ମଧ୍ୟରେ ବି ମମତା ଓ ପ୍ରେମ ଭାବନା ଅଛି । ସବୁ ଦିନ ପରି ଗେରି ନିଜ କାମ ସଫାରି ଟ୍ରିପ ପାଇଁ ଜଙ୍ଗଲ ରେ ଯାଉଥିଲେ ହଟାତ ତାଙ୍କ ନଜର ଗୋଟେ ବାଘୁଣୀ ଉପରେ ପଡିଲା ଯିଏ କିଛି ସମୟ ଆଗରୁ ଗୋଟେ ହରିଣକୁ ମାରିଥିଲା ଓ ଘାସ ପଛରେ ବସି ହରିଣ ମାଂସ ଖାଉଥିଲା କିନ୍ତୁ ହଟାତ ଗେରି ଏମିତି କିଛି ଦେଖିବାକୁ ପାଇଲା ଯାହା ପରେ ସେ ଏହି ମୁମେଣ୍ଟ ନିଜ କ୍ୟାମେସରା ରେ କଇଦ କରିବା ପାଇଁ ଇଛା କଲେ ।

ଯେଉଁ ହରିଣକୁ ବାଘୁଣୀ ମାରି ଖାଉଥିଲା ସେ ହରିଣ ଗର୍ଭବତୀ ଥିଲା ଓ ହରିଣ ମାଂସ ଖାଉ ଖାଉ ହଟାତ ବାଘୁଣୀ ଛୁଆକୁ ଦେଖିବାକୁ ପାଇଲା ଯାହା ପରେ ବାଘୁଣୀ ହରିଣ ମାଂସ ଖାଇବା ବନ୍ଦ କରି ଦେଲା । ଏହା ପରେ ବାଘୁଣୀ ବହୁତ ସାବଧାନ ହୋଇ ସେହି ଛୁଆକୁ ହରିଣ ପେଟରୁ ବାହାର କଲା ଓ ଛୁଆକୁ ଜମି ଉପରେ ରଖି ବହୁତ ସମୟ ଧରି ସୁଙ୍ଘିବା ଆରମ୍ଭ କଲା ।

ବହୁତ ସମୟ ଧରି ଶୁଙ୍ଘିଲା ପରେ ତାକୁ ଯେମିତି ଜଣା ପଡିଲା ଯେ ଛୁଆ ମରିଯାଇଛି ସେତେବେଳେ ସେ ଛୁଆକୁ ଧରି ପାଖ ଘାସ ରେ ରଖିଦେଲା । ଗେରି କହିବା ଅନୁଯାଇ ଏହି ନଜାରା ଦେଖି ଏମିତି ଲାଗୁଥିଲା ଯେମିତି ବାଘୁଣୀ ଛୁଆକୁ ଦଫନ କରିବା ପାଇଁ ଚାହୁଁଥିଲା । ଏହା ପରେ ବାଘୁଣୀ ହରିଣକୁ ଖାଇବା ବନ୍ଦ କରି ଦେଲା, ଗେରି ଅନୁଯାଇ ହରିଣକୁ ଦେଖି ଏମିତି ଲାଗୁଥିଲା ଯେମିତିକି ବାଘୁଣୀକୁ ହରିଣକୁ ମାରିବା ପାଇଁ ବହୁତ ଦୁଃଖ ଅଛି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *