୧୦୦ ବର୍ଷ ପରେ ହେଉଛି ଏମିତି ମହାସଂଯୋଗ, ଏକାଦଶୀ ରେ କରନ୍ତୁ ଏହି ଉପାୟ- ଚମକିବ ଭାଗ୍ୟ

ଧାର୍ମିକ ଶାସ୍ତ୍ର ଅନୁଯାଇ ଦେବଶୟନୀ ଏକାଦଶୀ ବହୁତ ମହତ୍ଵପୂର୍ଣ ଅଟେ, ହିନ୍ଦୁ ଧର୍ମ ରେ ଏହି ଏକାଦଶୀ ବହୁତ ଶୁଭ ଅଟେ । ଏହି ଏକାଦଶୀ ମହତ୍ଵପୂର୍ଣ କାହିଁକିନା ବିଷ୍ଣୁ ଭଗବାନ ମାସେ ପାଇଁ ପାତାଳ ଲୋକ ରେ ନିବାସ କରନ୍ତି ଓ ଫଲ୍ଗୁନ ମାସ ଏହି ଏକାଦଶୀ ରେ ନିଜ ଧାମ ବୈକୁଣ୍ଠ ଧାମକୁ ଫେରି ଯାନ୍ତି । ଏହି ଏକାଦଶୀ ଭଗବାନ ସୟନ ପାଇଁ ବା ସିଧା ଶବ୍ଦ ରେ ଶୋଇବା ପାଇଁ ପାତାଳ ଲୋକ ରେ ଯାନ୍ତି ଓ ଏହି ଏକାଦଶୀ ରେ ଫେରନ୍ତି ।

କୁହା ଯାଏ ଯେ ଏହି ଏକାଦଶୀ ପରେ ମାଙ୍ଗଳିକ କାର୍ଯ୍ୟ କରା ଯାଏ ନାହିଁ, ସେଥିପାଇଁ ଏହି ଏକାଦଶୀ କୁ ବିଶେଷ ଭାବରେ ମନା ଯାଇଥାଏ ଓ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ପଙ୍କଧାର ଏକାଦଶୀ ବିଉଷୟରେ କିଛି ବିଶେଷ କହିବାକୁ ଯାଉଛୁ, ଏହି ପର୍ବ ଦଶମୀ ଦିନ ସନ୍ଧ୍ୟା ରେ ଆରମ୍ଭ ହୋଇଥାଏ । ଏହି ପର୍ବ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଏହି ବ୍ରତ କରିବା ପାଇଁ ପିତଳ ବାସନ, ବୁଟ, ଗୁଡ଼, ମହୁ ଏବଂ ଶାକାହାରୀ ଭୋଜନ ଅନିବାର୍ଯ ଅଟେ । ଏହି ବ୍ରତ ସମୟ ରେ ସାପ ରେ ଶୋଇବା ଉଚିତ ଓ ପୂର୍ଣ ଭାବରେ ବ୍ରହ୍ମଚାର୍ଜ୍ୟ ପାଳନ କରିବା ଉଚିତ, ଏକାଦଶୀ ଦିନ ସକାଳେ ଉଠି ନିଜ ନିତ୍ୟ କାମ ସାରି ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ଓ ତାଙ୍କ ମନ୍ତ୍ର ଜାପ କରନ୍ତୁ ।

ଏହା ପରେ ଏକାଦଶୀ ଦିନ ରାତିରେ ଭଗବାନ ଭଜନ କରନ୍ତୁ ଓ ଏହା ସହ ଆପଣ ନିଜ ଇଷ୍ଟ ଦେବଙ୍କୁ ମାନେ ପକାନ୍ତୁ ଓ ଜାପ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ କୌଣସି ଜିନିଷ ଅଭାବ ନହେଉ । ତେବେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ୨୦ ତାରିଖ ଦିନ ଏହି ପୁନ୍ୟ ଶୁଭ ଏକାଦଶୀ ପଡିଛି ଯାହା ବହୁତ ଶୁଭ ଅଟେ ।

ଏକାଦଶୀ ପରେ ପରଦୋଷ ପଡିଥାଏ, ଏମିତି ସମୟ ରେ ଏକାଦଶୀ ଓପାସ କଲେ ଏକାଦଶୀ ଲାଭ ପ୍ରାପ୍ତ ହୋଇଥାଏ । ପୂଜା ସମୟରେ ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ ଖିର, ଦହି, ମହୁ, ଗାଈ ଘିଅ ଓ ଚିନୀ ଦ୍ଵାରା ଠାକୁରଙ୍କୁ ଅଭିଷେକ କରନ୍ତୁ ଓ ଏହି ମାତ୍ର ଜାପ କରନ୍ତୁ :

ॐ ନମୋଃ ନାରାଯଣାୟ,

ॐ ନମୋଃ ଭଗୱତେ ୱାସୁଦେୱାୟ,

ॐ ୱିଷ୍ଣୱେ ନମଃ ।

Leave a Reply

Your email address will not be published. Required fields are marked *