୧୦ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ବିନା କପଡାରେ ଥିଲେ ଏହି ମହିଳା, ୩୦ ଲୋକ ଲଗାତାର କରିଲେ ବଳାତ୍କାର- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

‘ବଂଡିଟ ଶକୁନ୍ତଳା’ ର ପ୍ରଥମ ଦୃଶ୍ୟ ପ୍ରଚଳିତ ହେଇଯାଇଛି । ଏହି ଫିଲ୍ମ ବିହାର ର ମଶହୂର ଡକାୟତ ଶକୁନ୍ତଳା ର କାହାଣୀ ଉପରେ ଆଧାରିତ । ଫିଲ୍ମ ର ଲୁକ କୁ ୪୦ୱେ ଆମେରିକୀୟ ଫିଲ୍ମ ବଜାରରେ ଲଞ୍ଚ କରାଯାଇଛି । ବଂଡିଟ ଶକୁନ୍ତଳା ର ନିର୍ଦେଶନ ହୈଦର କାଜମି କରିଛନ୍ତି । ଫିଲ୍ମ କୁ ଲିୟାକତ ଗୌଲା ଏବଂ ଇରିନା ରତକୁ ମିଶି ପ୍ରଡ୍ୟୁସ କରିଛନ୍ତି । ଶକୁନ୍ତଳା ହିଁ ନିଭାଇବେ ଫିଲ୍ମ ରେ ନିଜ ଚରିତ୍ର ।

ଖାସ କଥା ଏହା କି ଫିଲ୍ମ ରେ ଶକୁନ୍ତଳା ର ଚରିତ୍ର ନିଜେ ଡକାୟତ ଶକୁନ୍ତଳା ହିଁ ନିଭାଇବେ ।

ଅଭିନେତା ଅଭିମନ୍ୟୁ ସିଂହ ଏକ ବିପକ୍ଷରେ ଅଭିନୟ କରୁଛନ୍ତି । ଫିଲ୍ମ ରେ ଔକର ଦାସ ମାନିକପୁର ,ଲଳିତେଶ ଝା ,ରତନଲାଲ ,ମୁଜାମିଲ କୁରେସି ଏବଂ ହେଦର କାଜମି ଚରିତ୍ରରେ ଦେଖିବାକୁ ମିଳିବେ ।

ଡକାୟ ଶକୁନ୍ତଳାର କାହାଣୀ

ଶକୁନ୍ତଳା ବିହାରର ଏକ ଡକାୟତ ଥିଲେ ଯିଏ ଗାଁ ର ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ର ବିରୁଦ୍ଧରେ ସ୍ଵର ଉଠାଇ ଥିଲେ । ତାଙ୍କ ଜନ୍ମ ବିହାର ଏକ ଛୋଟ ଗାଁ ରେ ହୋଇଥିଲା । ଗରିବ କାରଣରୁ ତାଙ୍କ ଉପରେ ବହୁତ ଅତ୍ୟାଚାର କରାଯାଇଛି । କିନ୍ତୁ ସେ ଶିକ୍ଷା କୁ ନିଜର ଢାଲ ବନାଇଥିଲେ । ପଢିବାରେ ରୁଚି ଲଗାଇବା ପରେ ଗୋଟେ ଦିନ ତାଙ୍କୁ ଏକ ଧନୀ ଲୋକ ଅପହରଣ କରି ତାଙ୍କ ବଳାତ୍କାର କରିଦେଲା । ସେତବେଳେ ସେ ୧୨ ବର୍ଷର ଥିଲେ ।

ଏହି କଷ୍ଟ ଦାୟକ ଘଟନା ପରେ ସେ ସେହି ବ୍ୟକ୍ତି ବିରୁଦ୍ଧରେ କୋର୍ଟ ରେ କେସ ବି କରିଥିଲେ କିନ୍ତୁ ସେ ହାରିଯାଇଥିଲେ । ଗରିବ ଯୋଗୁ ଶକୁନ୍ତଳାର ଦାଦା ଜବରଦସ୍ତି ତାଙ୍କ ବିବାହ ଏକ ବୁଢା ଲୋକ ସହିତ କରିଦେଲେ ଯେଉଁଠାରୁ ସେ ଲୁଚି ପଳାଇଥିଲେ । ପରେ ତାଙ୍କର ସେହି ଦାଦା ସମ୍ପତି ପାଇଁ ତାଙ୍କ ବାପାଙ୍କୁ ମାରିଦେଲେ ।

କିଛି ସମୟ ପରେ ସେହି ଧନୀ ଲୋକ ପୁଣିଥରେ ୩୦ ଲୋକଙ୍କ ସହିତ ମିଶି ଶକୁନ୍ତଳାର ବଳାତ୍କାର କଲେ ଏବଂ ୧୦ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ତାଙ୍କର ବଳାତ୍କାର କରିଚାଲି ଥିଲେ । ଏହା ପରେ ଜେନ ଡକାୟତ ଶକୁନ୍ତଳା ଙ୍କର ଜୀବନ ବଞ୍ଚାଇଲେ ଏବଂ ତାଙ୍କୁ ବି ଡାକାୟତ କରି ଦେଲେ । ଆଜି ସେ ଜେନ ସମାଜସେବୀ ଅଟନ୍ତି ଏବଂ ଲୋକମାନଙ୍କର ସେବା କରି ନିଜର ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *