OMG! ବିବାହର ପ୍ରଥମ ବର୍ଷରେ ହିଁ Pregnant ହେଲେ Kajal Aggarwal, ପ୍ରଥମ ଥର ଦେଖାଇଲେ ନିଜର ବେବି ବମ୍ପ

ବଲୀଉଡ ଓ ସାଉଥ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ୨୦୨୦ ଅକ୍ଟୋବର ରେ ନିଜର ବୟଫ୍ରେନ୍ଡ ଗୌତମ କୀଚଳୁଙ୍କୁ ବିବାହ କରିଥିଲେ । ଅଭିନେତ୍ରୀଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା । ବିବାହ ପରେ ସେ ମଳଦ୍ଵୀପରେ ନିଜ ସ୍ଵାମୀଙ୍କ ସହ ମସ୍ତି କରୁଥିବାର ବହୁତ ଭିଡିଓ ଓ ଫଟୋ ଶେୟାର ମଧ୍ୟ କରିଥିଲେ । ଯେଉଁଠି ଫ୍ୟାନମାନେ ଦମ୍ପତ୍ତିଙ୍କ ପ୍ରଶଂସା କରୁଥିବାର ନଜର ଆସିଥିଲେ ।

କାଜଲ ଅଗ୍ରୱାଲ ବିଜନେସମ୍ୟାନ ଗୌତମ କୀଚଳୁଙ୍କୁ ବିବାହ କରିବା ପରେ ନିଜର ଜୀବନକୁ ଏକ ନୂତନ ଢଙ୍ଗରେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡିଆରେ ସେ ନିଜର ଫ୍ୟାନମାନଙ୍କ ସହିତ ନିଜର ବିବାହର ଫଟୋ ଓ ଭିଡିଓ ଶେୟାର କରିଛନ୍ତି ।

ନିଜର ପ୍ରୋଫେସନାଲ କ୍ୟାରିୟରରେ ବି କାଜଲ ଅଗ୍ରୱାଲ ବହୁତ ଏକ୍ଟିବ ଅଛନ୍ତି । କିନ୍ତୁ ସୂଚନା ଅନୁସାରେ ବର୍ତ୍ତମାନ ସମୟରେ କାଜଲ ଅଗ୍ରୱାଲ ଗର୍ଭବତ୍ତୀ ଅଛନ୍ତି । ଏହି କାରଣରୁ ସେ ଜଲ୍ଦି ହିଁ ନିଜ କାମରୁ ଛୁଟି ନେବେ । କିଛି ଦିନ ତଳେ କାଜଲଙ୍କୁ ଏକ ହସ୍ପିଟାଲ ସାମ୍ନାରେ ସପ୍ଟ କରାଗଲା । ଯେଉଁଠି ଅଭିନେତ୍ରୀ କହିଲେ କି ସେ ନିଜର ଚେକଅପ ପାଇଁ ଏଠି ଆସିଛନ୍ତି । କାଜଲ ଅଗ୍ରୱାଲଙ୍କ ଢିଲା ଡ୍ରେସକୁ ଦେଖି ଲୋକମାନେ ଏହା ଅନ୍ଦାଜ ଲଗାଇବା ଆରମ୍ଭ କରିଦେଇଛନ୍ତି କି ଅଭିନେତ୍ରୀ ବର୍ତ୍ତମାନ ଲୁଜ ଡ୍ରେସ ପିନ୍ଧୁଛନ୍ତି ।

କାରଣ ସେ ନିଜର ବେବି ବମ୍ପ ଲୁଚାଇ ପାରିବେ । ଖବର ଆସୁଛି କି ସେ ନାଗାର୍ଜୁନଙ୍କ ଫିଲ୍ମ ଦ ଘୋଷ୍ଟରେ ବି ନଜର ଆସିବେ ନାହିଁ । ନାଗାର୍ଜୁନଙ୍କ ଫିଲ୍ମ ଦ ଘୋଷ୍ଟର ଯେଉଁ ପାର୍ଟ ପାଇଁ କାଜଲ ଅଗ୍ରୱାଲଙ୍କୁ ନିଆଯାଇ ଥିଲା ସେହି ପାର୍ଟ ପାଇଁ ବର୍ତ୍ତମାନ ଜ୍ୟାକଲିନଙ୍କୁ ଆପ୍ରୋଚ କରାଯାଇ ପାରେ । ଏମିତିରେ କାଜଲ ଏହି ଫିଲ୍ମର ଅଂସ ହେବେ ନାହିଁ । କିନ୍ତୁ ବର୍ତ୍ତମାନ କାଜଲ ଅଗ୍ରୱାଲଙ୍କ ଫ୍ୟାନମାନେ ବହୁତ ଖୁସି ଅଛନ୍ତି କି କାଜଲ ଅଗ୍ରୱାଲ ବର୍ତ୍ତମାନ ଗର୍ଭବତ୍ତୀ ଅଛନ୍ତି ।

ସୂଚନା ଅନୁସାରେ କାଜଲ ଅଗ୍ରୱାଲ ଯେଉଁ ସବୁ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ସେହି ସମସ୍ତ ପ୍ରୋଜେକ୍ଟକୁ ସେ ଜଲ୍ଦି ହିଁ ଶେଷ କରିବେ । ବିବାହର ପ୍ରଥମ ବାର୍ଷିକ ପୂର୍ବରୁ ହିଁ ଅଭିନେତ୍ରୀ ଗର୍ଭବତ୍ତୀ ହୋଇ ସାରିଛନ୍ତି । ଫ୍ୟାନମାନେ ଚାହୁଁଛନ୍ତି କି ଅଭିନେତ୍ରୀ ନିଜର ଗର୍ଭବତ୍ତୀ ଖବରକୁ ସମସ୍ତଙ୍କ ସାମ୍ନାରେ କୁହନ୍ତୁ । ଯଦି ଫିଲ୍ମ ବିଷୟରେ କହିବା ତେବେ ଅଭିନେତ୍ରୀ ବହୁତ ଜଲ୍ଦି କେତେକ ଫିଲ୍ମରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *