Saath Nibhaana Saathiyaରେ ରାସୀ ଙ୍କ ଶାଶୁର ଅଭିନୟ କରିଥିବା ଅଭିନେତ୍ରୀ Real ଲାଇଫରେ ଦେଖିବାକୁ ଏତେ ହଟ ଓ ବୋଲ୍ଡ

ଭାରତରେ ଅନେକ ସିରିୟଲ ଚାଲିଥିବା ବେଳେ ଅନେକ କମ ସିରିୟଲ ଅଛି ଯାହା ଆମ ମନରେ ନିଜର ଗଭୀର ଛାପ ଛାଡି ଦେଇ ଥାଏ । ତେବେ ଆପଣଙ୍କୁ “ସାଥ ନିଭାନା ସାଥିଆ ” ମନେ ଥିବ । ଏଥିରେ ଅଭିନୟ କରିଥିବା ପ୍ରତେକ କଳା କାରାଙ୍କୁ ଆପଣ ଭଲ ଭାବେ ଜାଣି ଥିବେ ତେବେ ଆପଣ ଏହା ବି ଜାଣିଥିବେ କି ଏବେ ଏହାର ଦ୍ଵିତୀୟ ଭାଗ ଆସୁଛି । ଛାଡନ୍ତୁ ଆମେ ଏଥିରେ ଦେଖିଥିଲୁ ଦୁଇ ଭଉଣୀଙ୍କର ସମ୍ପର୍କ ବିଷୟରେ ଯେଉଁ ଥିରେ ଆମେ ଦେଖି ଥିଲୁ ଜଣେ ଭଉଣୀ ହେଇକି କିଭଳି ଅନ୍ୟ ଜଣଙ୍କ ପାଇଁ ଗାତ କରୁଛି ଓ ଏହା ପରେ ଦୁଇ ଭଉଣୀ ଏକ ସମୟରେ ଏକାଠି ହୋଇ ଯାଉଛନ୍ତି ।

ତେବେ ଆମେ ଆଜି ଆପଣଙ୍କୁ କହିବୁ କି ଏଥିରେ ରାଶି ଚରିତ୍ରରେ ଥିବା ଅଭିନେତ୍ରୀଙ୍କ ସାସୁ ର ଅଭିନୟ ରେ ଥିବା ହେତଳ ମୋଦୀଙ୍କ ବିଷୟରେ । ତେବେ ଏହି ଅଭିନେତ୍ରୀ ଜଣକ ଏବେ କଣ କରୁଚ୍ଛନ୍ତି ଓ କେଉଁ ଠାରେ ଅଛନ୍ତି ଆମେ ଆପଣଙ୍କୁ ଆଜି ଏହା କହିବାକୁ ଯାଉଛୁ । ସେ ଜିଗର ଙ୍କର ମା ଓ ରାଶି ବେହନ ଙ୍କର ସାସୁ ର ଚରିତ୍ରରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀ ଙ୍କର ପ୍ରକୃତ ନାମ ସ୍ଵାତି ସାହା ଅଟେ ।

ସେ ୧୯ ସେପ୍ଟେମ୍ବର ୧୯୮୧ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଗୁଜୁରାତି ପରିବାରରୁ ଆସିଛନ୍ତି ସେ ନିଜର ଅଭିନୟ ଆରମ୍ଭ କରିଥିଲେ “୩ ବହୁରାଣୀୟା” ରୁ ଏହା ପରେ ସେ “ସାଥ ନିଭାମା ସାଥୀୟା”ରେ ନିଜର ପ୍ରକୃତ ପରିଚୟ ପାଇଥିଲେ , ସେ “ବେହଦ” ରେ ମଧ୍ୟ କାମ କରିଥିଲେ । ତେବେ ତାଙ୍କୁ ଲୋକମାନେ ଅଧିକ “ସାଥ ନିଭାନା ସାଥୀୟା” ରେ ପସନ୍ଦ କରିଥିଲେ । ସେ ନିଜର ସେସ ସୋ “ସାଥ ଫେରୋ କି ହେରା ଫେରି”ରେ କରିଥିଲେ ।

ଏହା ପରେ ସେ ଆଉ କାମ କରି ନଥିବା ସୂତ୍ରରୁ ଜଣା ପଡିଛି । ଏହାଙ୍କ ସ୍ବାମୀଙ୍କର ନାମ ପରାଗ ସାହା ଅଟେ ଓ ଏହାଙ୍କର ଏକ ସୁନ୍ଦର ପୁଅ ମଧ୍ୟ ଅଛି । ତାଙ୍କ ପୁଅର ନାମ କତାନ ଅଟେ । ସେ ଅଭି କିଛି ସମୟ ପାଇଁ ବିରତି ନେଇଛନ୍ତି । ଯଦି ଆମେ କହିବାକୁ ଯିବା ତ ତାଙ୍କୁ ଦର୍ଶକ ଅଧିକ ରୁ ଅଧିକ ଦେଖିବା ପାଇଁ ପସନ୍ଦ କରୁଛନ୍ତି ।

ସେ ନିଜର ଅଭିନୟକୁ ଖୁବ ସୁନ୍ଦର ଭାବବେ ନିଜର ଚରିତ୍ରରେ ପକାଇ ପାରିଥିଲେ । ଏହା ପାଇଁ ସେ ସବୁ ଘରେ ଘରେ ପରିଚିତ ଅଟନ୍ତି । ଆପଣ ମଧ୍ୟ ଆମକୁ କହିବେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ଅଭିନୟ କିଭଳି ଲାଗେ । ତେବେ ଆପଣଙ୍କୁ ଯଦି ଆମର ଏହି ସୂଚନା ଭଲ ଲାଗେ ପେଜକୁ ଏକ ଲାଇକ କରିବେ।

Leave a Reply

Your email address will not be published. Required fields are marked *