Aryan ଜେଲ୍ ଯିବେ ଶୁଣି, ଦୌଡ଼ି ଆସି କାର୍ ରେ ଭୋ ଭୋ ହେଇ କାନ୍ଦିଲେ ମା Gouri, କହିଲେ କିଛି ଏମିତି…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମାମଲାରେ ଗି-ର-ଫ ହୋଇ ବର୍ତ୍ତମାନ ଏନସିବୀ କଷ୍ଟଡିରେ ରି-ମା-ଣ୍ଡରେ ଅଛନ୍ତି । ଏହି ସମୟ ମଧ୍ୟରେ ଏକ ଘଟଣା ସାମାନାକୁ ଆସିଛି ଯେ ମା ଗୌରି ଖାନ କାର ଭିତରେ ବସି ନିଜ ପୁଅର ଫେରିବା ବାଟ ଚାହିଁ କାନ୍ଦୁଛନ୍ତି । ଗୌରି ଖାନ ଆଜି ନିଜ ପୁଅକୁ ଘରକୁ ନେବା ପାଇଁ ଅନେକ ଚେଷ୍ଟା କରିବା ସହ ସିଢି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । କିନ୍ତୁ କୋର୍ଟ ବେଲ ଖାରଚ କରି ଦେଇଛି । ଆସନ୍ତା କାଲି ପାଇଁ ଆର୍ୟନଙ୍କ ବେଲ ପିଟିସନକୁ କୋର୍ଟ ସ୍ଥଗିତ ରଖିଛି ।

ତେବେ ଆସନ୍ତା କାଲି ୧୧ଟା ବେଳେ ଏନସିବୀ ପକ୍ଷ ରଖିବା ପାଇଁ ସମୟ ଦେଇଛନ୍ତି ମାନ୍ୟବର ଏସପ୍ଲାନେଟ ମ୍ୟାଜିଷ୍ଟ୍ରେଟ କୋର୍ଟ । ଏହି ସମୟ ମଧ୍ୟରେ ଆଇନଜୀବୀ ସତୀଶ ମାନିସିନ୍ଧେ ମଧ୍ୟ ନିଜର ପକ୍ଷ ରଖିବେ ଯେ ଆର୍ୟନଙ୍କୁ କଣ ପାଇଁ ବେଲ ମିଳିବାର ଆବଶ୍ୟକତା ରହିଛି । ଆଇନଜୀବୀ ସତିଶ ଦାବି କରିଛନ୍ତି ଯେ ଆର୍ୟାନ ଖାନଙ୍କୁ ସେହି ଡ୍ର-ଗ୍ସ ପାର୍ଟିରେ ଅତିଥି ଭାବେ ଡକା ଯାଇଥିଲା ଓ ତାଙ୍କ ପାଖରେ କୌଣସି ଟିକେଟ ମଧ୍ୟ ମିଳି ନାହି । ଏହା ସହ ତାଙ୍କ ପାଖରୁ କୌଣସି ଡ୍ର-ଗ୍ସ ମଧ୍ୟ ଜବତ ହୋଇନାହି । ଯଦିଓ ଆର୍ୟନ ଆଗରୁ ଡ୍ର-ଗ୍ସ ସେବନ କରୁଥିଲେ କିନ୍ତୁ ଏବେ କରୁ ନାହାନ୍ତି ବୋଲି ତାଙ୍କ ମେଡିକାଲ ରି-ପୋ-ର୍ଟରୁ ଜଣା ପଡିଛି ।

ତାଙ୍କ ବନ୍ଧୁ ମୁନମୁନ ଓ ଅରବାଜ ମରଚେଣ୍ଟଙ୍କ ପାଖରୁ ଡ୍ର-ଗ୍ସ ଜବତ ହୋଇଛି । ଆଜି ଶାହରୁଖଙ୍କୁ ମଧ୍ୟ ଭା-ଙ୍ଗି ପଡିଥିବାର ଦେଖା ଯାଇଛି । ଏନସିବୀରେ ଆଜି ଆର୍ୟାନ ରି-ମା-ଣ୍ଡରେ ରହିବେ । ଆସନ୍ତା କାଲି ତାଙ୍କର ଶୁଣାଣୀ ହେବ ମୁମ୍ବାଇ ସ୍ଥିତ ଏସପ୍ଲାନେଟ କୋର୍ଟରେ । କାଲି ନିର୍ଣ୍ଣୟ କରାଯିବ କି ଆର୍ୟନଙ୍କୁ ଜେ-ଲ ପଠାଯିବ ନାଁ ବେ-ଲ ଦିଆଯିବ । ତେବେ ଆର୍ୟନଙ୍କ ବ୍ଯତୀତ ତାଙ୍କର ୬ଜଣ ବନ୍ଧୁ ମାନେ ତାଙ୍କ ସହ ରି-ମା-ଣ୍ଡରେ ଅଛନ୍ତି । ସମସ୍ତଙ୍କ ପାଇଁ ବିଚାର ସମାନ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟ ପଟେ ଗୌରି ଖାନ କାନ୍ଦି କାନ୍ଦି ପୂରାପୂରି ଭାବେ ଭା-ଙ୍ଗି ପଡିଛନ୍ତି । ଏହା ସହ ସେ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି ବୋଲି ତାଙ୍କ ମେଲ ସୂଚନା ଦେଇଛନ୍ତି । ନିଜ ପୁରା ଫେରିବା ବାଟକୁ ଚାହିଁ ଗୌରି ଖାନ କାରରେ ବସି ବହୁତ ଜୋରରେ କାନ୍ଦି ପକାଇଛନ୍ତି । ତେବେ ଆସନ୍ତା କାଲି ଆର୍ୟନଙ୍କ କେଶରେ କଣ ନିଷ୍ପତି ନିଆଯିବ ତାହା ଦେଖିବାର ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *