କୁମ୍ଭ ରାଶି ଲୋକଙ୍କ ପାଇଁ କାର୍ଯ୍ୟକରି ଉପାୟ, ସମସ୍ତ ପ୍ରକାର ସମସ୍ୟା ହେବ ଦୂର ଠାରେ ନିଶ୍ଚୟ କରିକି ଦେଖନ୍ତୁ

କୁମ୍ଭ ରାଶି ସ୍ଵାମୀ ଶନି ଅଟନ୍ତି ତେବେ ବହୁତ ଲୋକ ଏହା ଜାଣିଛନ୍ତି କିନ୍ତୁ ବହୁତ ଲୋକ ଜାଣି ନାହାନ୍ତି, ଏହି ରାଶି ଲୋକଙ୍କ ସବୁଠାରୁ ବଡ ଗୁଣ ତାଙ୍କ ପ୍ରତିଭା ଥାଏ, ତେବେ ସବୁଠାରୁ ବଡ ଦୁର୍ବଳତା ତାଙ୍କ ଭାବନା ବା ଚିନ୍ତାଧାରା ଏବଂ ତାଙ୍କ ବ୍ୟବହାର ଥାଏ । ଏହି ରାଶି ଲୋକ ତାଙ୍କ ଉଦେଶ୍ୟ ପୂର୍ଣ କରିବା ପାଇଁ ସବୁ ପ୍ରକାର ଇମାନ୍ଦାର ହୋଇ କାମ କରିବା ପାଇଁ ଏବଂ ପ୍ରତିବଦ୍ଧ ହୋଇ କାମ କରନ୍ତି ।

ଏହି ରାଶି ଲୋକ ବହୁତ ଶାନ୍ତ ସ୍ଵଭାବ ର ଥାନ୍ତି କିନ୍ତୁ କେବେ କେବେ ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳି ଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା କୁମ୍ଭ ରାଶି ଲୋକଙ୍କ କାମ ସଫଳ ହୋଇବ :

– ମାନ ସମ୍ମାନ ପ୍ରାପ୍ତି ପାଇଁ ଏହି ଉପାୟ :

ସବୁ ଲୋକଙ୍କ ପାଇଁ ତାଙ୍କ ମାନ ସମ୍ମାନ ବହୁତ ବଡ ହୋଇଥାଏ, ଦରକାର ପଡିଲେ ନିଜ ମାନ ସମ୍ମାନ ପାଇଁ ଲୋକ ଝଗଡା ମଧ୍ୟ କରନ୍ତି । ମାନ ସମ୍ମାନ ବୃଦ୍ଧି ପାଇଁ କୁମ୍ଭ ରାଶି ଲୋକ ଜାତକଙ୍କୁ ପ୍ରତିଦିନ ଖାଇବା ଆଗରୁ ନିଜ ଥାଳି ରୁ ଗୌଗ୍ରାସ ବାହାର କରିବା ଉଚିତ ଅଟେ, ସକାଳେ ରୋଷେଇ କଲା ବେଳେ ପ୍ରଥମ ରୁଟି ଗାଈ ପାଇଁ ବାହାର କଲେ ଲୋକ ଜୀବନ ରେ ମାନ ସମ୍ମାନ ପ୍ରାପ୍ତ କରିଥାଏ ।

– ଘରୋଇ ଝଗଡା ସମାପ୍ତ କରିବା ପାଇଁ :

ଘରେ ଯଦି ପାରିବାରିକ ଝଗଡା ଅଛି, ସମ୍ପର୍କୀୟ ଲୋକଙ୍କ ମଧ୍ୟରେ ଯଦି ସମ୍ପତ୍ତି ବାବଦରେ ଝଗଡା ଚାଲିଛି, ତେବେ ପ୍ରତି ଗୁରୁବାର ଦିନ ଚନ୍ଦନ ଟୀକା କରନ୍ତୁ ଓ ଯେକୋଣସି ମନ୍ଦିର ଆଗରୁ ଗଲେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ ।

– ଏହି ଉପାୟ ଦ୍ଵାରା ପ୍ରେମ ଜୀବନ ସବୁ ସମସ୍ୟା ଦୂର ହୋଇଥାଏ :

ଯଦି ପ୍ରେମ ସମ୍ପର୍କ ରେ କୌଣସି କଥା ପାଇଁ ବାଦ ବିବାଦ ଚାଲିଛି ତେବେ ଏହାକୁ ଦୂର କରିବା ପାଇଁ ଆପଣଙ୍କୁ ଗୋଟେ ମହତ୍ଵପୂର୍ଣ କାମ କରିବାକୁ ପଡିଥାଏ ଯାହା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହି ଉପାୟ ଅନୁଯାଇ ଆପଣଙ୍କୁ ବୁଧବାର ଦିନ ଗଛ ବୃକ୍ଷ ଲଗେଇବା ଓ ତାଙ୍କର ଧ୍ୟାନ ରଖିବା ଉଚିତ । ଏହି ଦିନ ଗୋଟେ ନୂଆ ଗଛ ଲଗାନ୍ତୁ, ଓ ସେହି ଗଛର ଗୋଟେ ଛୋଟ ଛୁଆ ପରି ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *