ଗୋଟେ ଜାଗା ନା ବାଲୋଦ ଅଟେ ଏଠାର ଜଣେ ମହିଳା ଯିଏ ଆର୍ମି ଯବାନଙ୍କୁ ବିବାହ କରିଥିଲେ , ତାଙ୍କ ସ୍ଵାମୀ ତାଙ୍କ ଉପରେ ଯୌତୁକ ପ୍ରତାରଣା ଅଭିଯୋଗ କରିଛନ୍ତି, ସ୍ତ୍ରୀଙ୍କ ଅଭିଯୋଗ ଏହା ଅଟେ ଯେ ସ୍ଵାମୀ ତାଙ୍କୁ ଯୌତୁକ ପାଇଁ ମାର ପିଟ କରନ୍ତି ଯାହା ଫଳରେ ସେ ବହୁତ ଅସୁବିଧା ରେ ଅଛନ୍ତି, ମହିଳାଙ୍କ ଅଭିଯୋଗ ଅନୁଯାଇ ଡୋନଡିଲୋହାରା ପୋଲିସ ସ୍ଵାମୀ ବିରୁଦ୍ଧରେ ଧାରା ୪୯୮ ଅନୁଯାଇ ମାମଲା ଲେଖି ଯାଞ୍ଚ କରିବା ଆରମ୍ଭ କରିଛନ୍ତି ।
ସ୍ଵାମୀ ନାମ ଧନସିଂହ କୋୱାଚି ଅଟେ ଯିଏ ୨୭ ବର୍ଷ ର ଅଟନ୍ତି ସ୍ଵାମୀ ଗାଁ ନାମ ନଲପାନି ଅଟେ ସ୍ତ୍ରୀ କହିବା ଅନୁଯାଇ ତାଙ୍କ ବିବାହ ସାମାଜିକ ରୀତି ନୀତି ଅନୁଯାଇ ହୋଇଥିଲା ମହିଳାଙ୍କ ବାପ ଘର ଟିକରାପାରା ବାଲୋଦ ଅଟେ । ବିବାହ ପରେ ମହିଳା ଶାଶୁ ଶଶୁର ସହ ସ୍ଵାମୀ ଘରେ ବାସ କରୁଥିଲେ ତାଙ୍କ ବିବାହ ୨୦୧୭ ରେ ହୋଇଥିଲା ବିବାହ ପରେ ଅକ୍ଟୋବର ମାସ ଠାରୁ ସ୍ଵାମୀ ଯୌତୁକ ପାଇଁ ପ୍ରତାଡିତ କରିବା ଆରମ୍ଭ କରିଥିଲା ।
ଜୀବନରୁ ମାରି ଦବା ପାଇଁ ଚେଷ୍ଟା କରିଥିଲେ :
ବାପ ଘରୁ ମହିଳାକୁ ପ୍ରାପ୍ତ ସୁନା ମଙ୍ଗଳସୂତ୍ର, ସୁନା ମୁଦି ଏବଂ ଚେନ ମଧ୍ୟ ସ୍ଵାମୀ ବିକି ଦେଲା, ମହିଳାଙ୍କ କହିବା ଅନୁଯାଇ ଯେତେବେଳେ ଏହି କଥା ପାଇଁ ଝଗଡା ହୁଏ ଯେ ବିବାହରେ ଏତେ ଖର୍ଚ୍ଚ ହେଲା ଆଉ କେଉଁଠୁ ଯୌତୁକ ଦେବେ ସେତେବେଳେ ମାର ପିଟ ଆରମ୍ଭ ହୋଇଥାଏ । ସ୍ଵାମୀ ଯେବେ ବି ଛୁଟି ରେ ଘରକୁ ଆସନ୍ତି ମଦ ପି ମାର ପିଟ କରନ୍ତି । ୨ ଏପ୍ରିଲ ୨୦୨୦ ରାତିରେ ସ୍ଵାମୀ ନିଜ ସ୍ତ୍ରୀ ବେକ ଚିପି ମାରିବା ପାଇଁ ପ୍ରୟାଶ କରିଥିଲେ । ମାରପିଟ କଲା ବେଳେ ବେକ ଓ ମୁଣ୍ଡ ରେ ମହିଳାଙ୍କୁ ଆଘାତ ଲାଗିଥିଲା, ପୋଲିସ ମହିଳାଙ୍କ ଅଭିଯୋଗ ଅନୁଯାଇ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ।
ଆଜିକା ସମୟରେ ମଧ୍ୟ ଏଭଳି ଲୋକ ଅଛନ୍ତି ଯିଏ ସମନ୍ୟା କିଛି ଟଙ୍କା ପାଇଁ କାହାର ଜୀବନ ନେବାକୁ ପଚଉ ନାହାନ୍ତି । ଜୀବନସାଥି ଯିଏ ସାରା ଜୀବନ ଆପଣକ ସାଥ ଦେବ, ସୁଖରେ ଦୁଖରେ ଆପଣଙ୍କ ପାଖରେ ରହିବ, ଯେତେ ଦୁଖ କଷ୍ଟ ଆସିଲେ ବି କେବେ ଆପଣଙ୍କୁ ଏକା କରିବନି ସେମନାଙ୍କୁ ବି କିଛି ଟଙ୍କା ପାଇଁ ଲୋକ ଏତେ ହତଦାର କରୁଛନ୍ତି ।