ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ପୁରୁଷ ଜାଣିବା ଉଚିତ, ବିଦେଶରେ ଥିବା ଲୋକ ବିଦ୍ୟା ମିତ୍ର ଅଟେ, ଘରେ ରହୁଥିବା ବ୍ୟକ୍ତି ଭାର୍ଯ୍ୟା ମିତ୍ର ଅଟେ, ରୋଗୀ ଲୋକ ମିତ୍ର ଔଷଧ ଅଟେ ଏବଂ ମାରିବାୱାଲା ମିତ୍ର ଧର୍ମ ଅଟେ । ପୁରୁଷମାନଙ୍କ ମଧ୍ୟରେ ବାରିକ ଧୃତ ଅଟେ, ପଶୁ ମଧ୍ୟରେ ଶୃଗାଳ ଧୃତ ଅଟେ, ପକ୍ଷୀ ମାନଙ୍କ ମଧ୍ୟରେ କାଉ ଧୃତ ଏବଂ ନାରୀ ମାନଙ୍କ ମଧ୍ୟରେ ମାଳିଆଣୀ ନାରୀ ଧୃତ ଅଟନ୍ତି । ଏହି ମାନଙ୍କ ପ୍ରତି ପୁରୁଷ ସତର୍କ ରହିବା ଉଚିତ ପକ୍ଷୀ ମାନଙ୍କ ଭିତରେ କାଉ ଚାଣ୍ଡାଳ, ପଶୁ ମାନଙ୍କ ମଧ୍ୟରେ କୁକୁର ଚାଣ୍ଡାଳ, ମୁନି ମାନଙ୍କ ଭିତରେ ପାପି ଚାଣ୍ଡାଳ ଓ ଅନ୍ୟ ନିନ୍ଦା କରୁଥିବା ବ୍ୟକ୍ତି ସବୁଠାରୁ ବଡ ଚାଣ୍ଡାଳ ।
ଏହି ପୃଥିବୀ ସତ୍ୟ ବଳରେ ଚାଲିଛି, ସତ୍ୟ ପାଇଁ ସୂର୍ଯ୍ୟ ଯିବା ଆସିବା ଅଛି, ସତ୍ୟ ବଳରେ ଦିନ ଓ ରାତି ହେଉଛି, ସତ୍ୟ ବଳରେ ଏହି ସଂସାର ଚାଲିଛି । ଏହି ଯୁଗରେ ଯାହା ପାଖରେ ଧାନ ଅଛି ତା ଠାରୁ ବଡ ପଣ୍ଡିତ କେହି ନାହିଁ, ଧନ ଥିବା ବ୍ୟକ୍ତି ପାଖରେ ବହୁତ ମିତ୍ର ହୋଇଥାନ୍ତି, ଧନୀ ବ୍ୟକ୍ତି ମାନ ସମ୍ମାନ ପାଇଥାଏ । ସନ୍ତାନ ପାଇଁ ମାତା ପିତା ଜିଅନ୍ତା ଦେବତା, ସେହି ଆମକୁ ଜନ୍ମ ଦେଇଛନ୍ତି, ସେ ଆମକୁ ହାତ ଧରି ଚାଲିବା ଶିଖେଇଛନ୍ତି, ସେ ଆମକୁ ଭୁଲ ଠିକ ଓ ପାପ ଧର୍ମ ବିଷୟରେ ଶିକ୍ଷା ଦେଇଥାନ୍ତି ।
ତେବେ ଆମର ପ୍ରଥମ କର୍ତବ୍ୟ ଆମ ବାପା ମାଙ୍କ ପ୍ରତି ହୋଇଥାଏ ଆମେ ଆମ ଭଗବାନ ଆମ ମାତା ପିତାଙ୍କୁ ବୁଢା ବୟସରେ ଭଲ ଭାବରେ ରଖିଲେ ଆମ ଦାଇତ୍ଵ ପୂର୍ଣ ହୋଇଥାଏ । ଯେମିତି ବାଛୁରି ଗାଈକୁ ଖୋଜିଥାଏ ଠିକ ସେମିତି ଆମ ମନ ମଧ୍ୟ ପିଲା ବେଳେ ଆମ ବାପା ମାଙ୍କୁ ଖୋଜି ଥାଏ । ଯେଉଁ ପୁରୁଷ ଅସୁବିଧା ଆସିବା ଆଗ କଥା ଓ ଅସୁବିଧା ଆସିଲେ ତତ କ୍ଷଣ ଉପାୟ ଖୋଜି ବାହାର କରିଥାଏ ସେହି ପୁରୁଷ ଜୀବନରେ ସୁଖୀ ଏବଂ ସଠିକ ଜୀବନ ବ୍ଯତୀତ କରିଥାଏ । ମଧୁର ବଚନ ଦ୍ଵାରା ସମ୍ପର୍କ ଭଲ ହୋଇଥାଏ ସମସ୍ଯା ଦୂର ହୋଇଥାଏ ଓ ମିତ୍ରା ଭଲ ହୋଇଥାନ୍ତି ତେବେ ବଚନରେ ଦରିଦ୍ରତା କଣ ପାଇଁ ।
ମୁଖ ଲୋକଙ୍କୁ ଉପଦେଶ ଦବା, ଦୁଷ୍ଟ ସ୍ତ୍ରୀ ଭରଣ ପୋଷଣ କରିବା ଦୁଖୀ ଲୋକ ସହ ସମ୍ପର୍କ ରଖିଥିବା ପୁରୁଷ ନିଜ ଜୀବନରେ ବହୁତ ଦୁଃଖ ପାଇଥାନ୍ତି । ସେବା କରିବା ଉଚିତ କିନ୍ତୁ ସେବା ଆଶା କରିବା ଉଚିତ ନୁହ, ଅନ୍ୟ ବିଷୟରେ ଚୁଗୁଲି କରିବା କଦାପି ଉଚିତ ନୁହ ସେଥିପାଇଁ ନିଜ କଥା ଉପରେ ଧ୍ୟାନ ରଖନ୍ତୁ । କାହାରି ମନ କଷ୍ଟ ହେଲା ଭଳି କାର୍ଯ୍ୟ ବା କଥା କହିବା ଉଚିତ ନୁହ, ହଟାତ କାହା ସହ ସମ୍ପର୍କ ରଖନ୍ତୁ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।