ଟପ ୧୦ ସିରିଏଲ ହିରୋମାନଙ୍କ ବାପା ଯାହା ଆଗରୁ କେବେବି ଦେଖିନଥିବେ

ଆପଣ ମାନେ ଓଡିଆ ସିରିଏଲ ଦେଖିବା ବହୁତ ପସନ୍ଦ କରୁଥିବେ ତେବେ ଆପଣ ମାନେ ସବୁ ହିରୋ ହିରୋଇନ ମାନଙ୍କୁ ଦେଖିବା ବହୁତ ପସନ୍ଦ କରୁଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ବହୁତ ଲୋକ ଜାଣିଛନ୍ତି କଣ ଆପଣ ହିରୋ ମାନଙ୍କ ବାପା ମାନଙ୍କୁ ଜାଣିଛନ୍ତି, ତେବେ ଆସନ୍ତୁ ଜାଣିବା । ଆଜି ଆମେ ଆପଣଙ୍କୁ ଓଡିଆ ସିରିଏଲ ହିରୋ ମାନଙ୍କ ବାପା ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

୧. ସାତ୍ଵିକ :

ସାତ୍ଵିକଙ୍କୁ ଆପଣ ମାନେ ନୂଆ ବହୁ ସିରିଏଲ ରେ ମୁଖ୍ୟ ଅଭିନେତା ପଦରେ କାମ କରୁଛନ୍ତି, ତେବେ ଯେ ହେଉଛନ୍ତି ତାଙ୍କ ବାପା ଯିଏ ତାଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ କରିଥିଲେ ଓ ତାଙ୍କ ସପନ ପୂର୍ଣ କରିବାରେ ତାଙ୍କୁ ସାହାଜ୍ଯ କରିଥିଲେ ।

Image Courtesy: Google

୨. ଆଦି :

ଆପଣ ଆଦି ଓ ଭକ୍ତିଙ୍କୁ ତୁ ମୋ ଜୀବନ ସାଥି ସିରିଏଲ ରେ ଏକାଠି କାମ କରୁଥିବାରେ ଦେଖିଥିବେ । ତେବେ ଆଦି ଏହି ସିରିଏଲ ମୁଖ୍ୟ ଅଭିନେତା ଅଟନ୍ତି ଓ ତାଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି, ତାଙ୍କ ବାପା ଗୋଟେ ସରକାରୀ ଅଧିକାରୀ ଅଟନ୍ତି ।

Image Courtesy: Google

୩. ସନ୍ଦିପ :

ସନ୍ଦିପଙ୍କୁ ଆପଣ ମାନେ ମୁ ବି ଅର୍ଦ୍ଧାଙ୍ଗିନି ସିରିଏଲ ରେ ସନଦୀପ ମୁଖ୍ୟ ଅଭିନେତା ଅଟନ୍ତି, ତେବେ ତାଙ୍କ ଅଭିନୟ ମଧ୍ୟ ବହୁତ ଭଲ ଅଟେ । ତାଙ୍କ ବାପା ଜଣେ ସୋଶିଅଲ ବୋର୍କର ଅଟନ୍ତି ଏହା ସହ ତାଙ୍କର ବହୁତ ପ୍ରକାର ବୀଜନେସ ଅଛି ।

Image Courtesy: Google

୪. ସାଇ :

ସାଇଙ୍କୁ ଆପଣ ମାନେ କୁଆଁରୀ ବହୁ ଲିଡ ଅଭିନେତା ଭାବରେ ଦେଖିବାକୁ ପାଇଥିବେ ତେବେ ସାଇଙ୍କ ଅଭିନୟ ମଧ୍ୟ ଦେଖିବାକୁ ବହୁତ ଭଲ ହୋଇଥାଏ । ତେବେ ତାଙ୍କ ବାପା ଜଣେ ବୀଜନେସ ମେନ ଅଟନ୍ତି ।

୫. ସୁବାସିସ :

ତେବେ ସୁବାସିସଙ୍କୁ ଆପଣ ମାନେ ବର୍ତମାନ ଦୂର୍ଗା ସିରିଏଲ ରେ କାମ କରୁଥିବାର ଦେଖିଥିବେ ତେବେ ତାଙ୍କ ବାପା ମଧ୍ୟ ଅଭିନୟ କରୁଥିଲେ ଓ ସେ ସୁବାସିସଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ କରିଥିଲେ ସୁବାସିସ ବହୁତ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି ।

Image Courtesy: Google

୬. ରୁଦ୍ର :

ଆପଣ ମାନେ ରୁଦ୍ରାଙ୍କୁ ନିହାତି ଜାଣିଥିବେ କାହିଁକିନା ରୁଦ୍ର ବହୁତ ସିରିଏଲ ରେ କାମ କରିବା ସହ ବହୁତ ଆଲ୍ବମ ରେ ମଧ୍ୟ କାମ କରିଛନ୍ତି ତାଙ୍କ ଏହି ପରିଶ୍ରମ ତାଙ୍କୁ ବହୁତ ସଫଳତା ଦେଇଛି ।

Image Courtesy: Google

୭. ପ୍ରଦୀପ :

ପ୍ରଦୀପଙ୍କୁ ଆପଣ ମାନେ ତୋ ପାଇଁ ମୁଁ ସିରିଏଲ ରେ ମୁଖ୍ୟ ଅଭିନେତା ଭଳି କାମ କରୁଥିବାର ଦେଖିଥିବେ ତେବେ ତାଙ୍କ ବାପା ବହୁତ ବଡ ଲୋକ ଅଟନ୍ତି ତାଙ୍କର ୩ଟି ବଡ ବଡ ହୋଟେଲ ଅଛି ।

୮. ରାଜେଶ:

ରାଜେସଙ୍କୁ ଆପଣ ମାନେ ବହୁତ ସିରିଏଲରେ କାମ କରୁଥିବାର ଦେଖିଥିବେ ତେବେ ତାଙ୍କ ବାପା ବହୁତ ବଡ ବିଜନେସ ମ୍ୟାନ ଅଟନ୍ତି ।

Image Courtesy: Google

୯. ଦୁର୍ଜୟ :

ଆପଣ ମାନେ ନୀଲ ପଣ୍ଡାଙ୍କୁ ଦୂର୍ଗା ସିରିଏଲ ରେ ଦେଖିବାକୁ ପାଇଥିବେ ତେବେ ଏଥିରେ ତାଙ୍କର ନାମ ଦୁର୍ଜୟ ଅଟେ । ସେ  ବହୁତ ଗରିବ ଘରୁ ଆସିଛନ୍ତି ସେ ବହୁତ କଷ୍ଟ କରି ଏତେ ବାଟ ଆସିଛନ୍ତି ।

Image Courtesy: Google

୧୦. ମହାପ୍ରସାଦ :

ମହାପ୍ରସାଦ ରାଣୀ ସିରିଏଲ ଦ୍ଵାରା ଓଡିଆ ଅଭିନୟ ଦୁନିଆରେ ପାଦ ରଖିଥିଲେ ଓ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା । ତେବେ ବର୍ତମାନ ସେ ସାବିତ୍ରୀ ସିରିଏଲ ରେ ମୁଖ୍ୟ ଅଭିନେତା ଅଟନ୍ତି । ତାଙ୍କ ବାପା ମଧ୍ୟ ମିଡିଲ କ୍ଳାସ ଲୋକ ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *