ସ୍ଵପ୍ନରେ କଲେ ସେକ୍ସ ଏବଂ ହୋଇଗଲେ ପ୍ରେଗନେଣ୍ଟ!!

ଆଜି ଆମେ ଆପଣଙ୍କୁ ଏକ ମଜାଦାର କଥା କହିବୁ, ଏମିତି ଗୋଟେ ଜାଗାରେ ଗୋଟେ ମହିଳା ପ୍ରେଗନେଣ୍ଟ ହୋଇଯାଇଛନ୍ତି କିନ୍ତୁ ତାଙ୍କ ସ୍ଵାମୀ ତାଙ୍କ ପାଖରେ ନଥିଲେ । ତାଙ୍କ ସ୍ଵାମୀ ବାହାରେ ରହୁଥିଲେ, କିନ୍ତୁ ମହିଳା ଜଣକ ଯେଉଁ ହିସାବରେ କହୁଛନ୍ତିକି ତାଙ୍କ ସ୍ଵାମୀ ସହିତ ତାଙ୍କର ସମ୍ପର୍କ ଅଛି । ସ୍ଵାମୀ ସ୍ତ୍ରୀ ଅଲଗା ହେଲେ ମଧ୍ୟ ତାଙ୍କର ପିଲାପିଲି ହଉଛି ସେହିଭଳି ଗୋଟେ ଘଟଣା ଘଟିଛି ବିହାରର ଭାଗଲ ପୁରରେ । ସେଠି ଜଣେ ମହିଳା ପ୍ରେଗନେଣ୍ଟ ହେଇଯାଇଛନ୍ତି ଯେତେବେଳେ ତାଙ୍କ ଘର ଲୋକ ଜାଣି ଏହି କଥା ପଚାରିଛନ୍ତି, ସେତେବେଳେ ପୁରା ହଙ୍ଗାମା ହୋଇଛି ।

Image Courtesy: Google

ହଙ୍ଗାମା ହେବାର କାରଣ କଣ ତାଙ୍କ ସ୍ଵାମୀ ପାଖା ପାଖି ୯ମାସ ହେବ ବାହାରେ ରହି ଗୋଟେ ଜାଗାରେ ଚାକିରି କରୁଛନ୍ତି । ତଥାପି ସେ ତିନିମାସର ଗର୍ଭବତୀ ଥିଲେ, ତାଙ୍କର ନିଜ ନଣନ୍ଦ ଏହା ଜାଣି ପୋଲିଶ ପାଖରେ ଏହି କଥା ପ୍ରକାଶ କରିଥିଲେ । କି ଏହି ପିଲାର ଡିଏନଏ ର ପରୀକ୍ଷା କରିବା ପାଇଁ, ଯାହା ଫଳରେ ଜାଣିପାରିବେ ସେହି ପିଲା ତାଙ୍କ ପରିବାରର ନା ଆଉ କାହାର । ସେତେବେଳେ ସେହି ମହିଳା ଦୃଢ ଭାବରେ କହିଛନ୍ତିକି ଏହି ପିଲା ମୋ ସ୍ଵାମୀର ଅଟେ ।

Image Courtesy: Google

ବହୁତ କିଛି ହେଲାପରେ ତାଙ୍କ ନଣନ୍ଦ ଘରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ, ମହିଳା ଜଣକ ଦମ୍ଭ ନ ଭାଙ୍ଗି ସେ କହିଥିଲେକି ମୋ ସ୍ଵାମୀର ପିଲା ଅଟେ । ସମସ୍ତେ କହିଲେ ଏହା କିପରି ସମ୍ଭବ ହୋଇପାରିବ, ତମ ସ୍ଵାମୀତ ୯ ମାସ ହେବ ଘରକୁ ଆସିନାହାନ୍ତି । ତେବେ ତୁମ ମଧ୍ୟରେ ସମ୍ପର୍କ ହେଲା କେମିତି । ସେ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେକି ମୋ ସ୍ଵାମୀ ସବୁଦିନ ରାତିରେ ମୋ ସ୍ଵପ୍ନରେ ଆସୁଛନ୍ତି ଓ ଆମ ଭିତରେ ସମ୍ପର୍କ ରହିଛି ।

Image Courtesy: Google

ଏହା ପୁରା ଦୁନିଆ ବାହାର କଥା, ଏହାକୁ କେହିବି ବିଶ୍ବାସ କରିବେନି । ତାପରେ କଣ ହେଲା ପଞ୍ଚାୟତ ବସିଲା ଓ ଯେତେବେଳେ ମିଟିଂ ଆରମ୍ଭ ହେଲା ସେହିସମୟରେ ପୁରା ଗାଁ ସାମ୍ନାରେ ନିଜ ସ୍ଵାମୀର ପିଲାକହି ନାଁ ଦେଲେ । ଯେତେବେଳେ ପଞ୍ଚାୟତ ଓ ପୋଲିଶ ମିଶି ତାଙ୍କ ବିଷୟରେ ପୁରା ତର୍ଜମା କାଲେ ଓ ତାଙ୍କ ଫୋନ ଚେକ କଲେ ଓ ସାଙ୍ଗ ସାଥିମାନଙ୍କୁ ପଚରା ପଚାରି କରାଗଲା ସେତେବେଳେ ଜଣ ପଡିଲା ମହିଳା ଜଣଙ୍କର ଗାଁର ଜଣେ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ଅଛି ।

Image Courtesy: Google

ଯାହାଫଳରେ ସେ ତାଙ୍କ ଛୁଆ ଅଟେ, ସେ ଏହି କଥା ତାଙ୍କ ପରିବାର ଲୋକଙ୍କୁ ମିଛ କହି ଆସୁଥିଲେ । ଏହି ପ୍ରେମ ସମ୍ପର୍କ ସେତେବେଳେ ଗଢି ଉଠିଲା ଯେତେବେଳେ ତାଙ୍କ ସ୍ଵାମୀ ବାହାରେ ଚାକିରି କରୁଥିଲେ । ତାଙ୍କ ସ୍ଵାମୀ ନରହିଥିବାର ଫାଇଦା ଉଠେଇ ସେ ସମ୍ପର୍କ ରଖିଥିଲେ । କେତେ ସାହାସରେ ସେ ଏହି କାହାଣୀକୁ ବଡ ଆକାରରେ ବନାଉଥିଲେ । ତେବେ ବର୍ତ୍ତମାନ ଏ ବିଷୟରେ ସଠିକ ଭାବେ କିଛି ଜଣା ନାହିଁ ଯେ ସେହି ପିଲାର ବାପା କିଏ ?

Leave a Reply

Your email address will not be published. Required fields are marked *