ଏହି ୬ଟି ପୋଲିସ ଅଧିକାରୀଙ୍କୁ ଦେଖି ଅପରାଧୀ ଡରରେ ଥରନ୍ତି

ଆମେ ସମସ୍ତେ ଫିଲ୍ମରେ ଶିଘମ ଓ ବାହୁବଳି ଭଳି ବଡି ଅଭିନେତାଙ୍କୁ ଦେଖିଥାଉ କିନ୍ତୁ ଜଯୀ ଆମେ ଆପଣଙ୍କୁ କିଛି ଏମିତି ଭାରତୀୟ ପୋଲିସ ସହ ଦେଖା ସାକ୍ଷାତ କରିବୁ ଯିଏ ଏହି ଅଭିନେତାଙ୍କ ବଡି ଠାରୁ ବହୁତ ଭଲ ବଡି ରଖିଛନ୍ତି ଓ ତାଙ୍କ ବଡି ଦେଖି ବଡି ବିଲଡର ମାନେ ମଧ୍ୟ ଆଶ୍ଚର୍ଯ୍ୟ କରନ୍ତି, ପୋଲିସ ଚାକିରି ଏମିତି ଗୋଟେ ସରକାରୀ ଚାକିରି ଯାହା ପାଇଁ ଆପଣଙ୍କୁ ଶାରୀରିକ ଭାବରେ ମଜବୁତ ହବା ବହୁତ ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ପୋଲିସ ବିଷୟରେ କହିବାକୁ ଯାଉଛୁ ଯିଏ ବଡି ଏମିତି ରଖିଛନ୍ତି ଯେ ଅପରାଧୀ ତାଙ୍କୁ କେବଳ ଦେଖି ଥଋ ଥାନ୍ତି ।

Image Courtesy: Google

୧. ରୁବଲ ଧନକଡ :

ରୁବଲ ଦିଲ୍ଲୀ ପୋଲିସରେ ଅଛନ୍ତି ଓ ତାଙ୍କୁ ଦେଖି ଅପରାଧୀ ମାନେ ଅପରାଧ ଭୁଲି ଯାନ୍ତି, ରୁବଲ ପେଟ ବାହାରିଥିବା ପୋଲି ଅଧିକାରୀ ମାନଙ୍କୁ ପେଟ କମ କରିବା ଉପାୟ ଶିଖେଇ ଥାନ୍ତି, ସେ ଯେଉଁଠି ବି ଡ୍ଯୁଟି ପାଇଁ ଯାଇଥାନ୍ତି କିଛି ଭଲ କାମ କରିଥାନ୍ତି । ତାଙ୍କ ବୋଡି କୌଣସି ବଡିବିଲଡର ଠାରୁ କମ ନୁହ । ତାଙ୍କର ୟୁଟୁବ ଚେନେଲ ମଧ୍ୟ ଅଛି ଯେଉଁଠି ୨ ଲକ୍ଷ ଠାରୁ ଅଧିକ ସବସ୍କ୍ରାଇବର ଅଛନ୍ତି ଓ ସେ ସମସ୍ତଙ୍କୁ କିଛି ଭଲ ଓ ଲାଭକାରୀ ଉପାୟ କହିଥାନ୍ତି ।

୨. ତେଜେନ୍ଦର ସିଂହ :

ତେଜେନ୍ଦର ସିଂହ ସପନ ଥିଲା ଯେ ସେ ଗୋଟେ ବଡି ବିଲଡର ହୁଅନ୍ତୁ ଓ ଲୋକ ତାଙ୍କ ବଡି ପାଇଁ ତାଙ୍କୁ ଚିହ୍ନନ୍ତୁ ତେବେ ୨୦୦୬ରେ ତେଜିନ୍ଦର ଉତରାଖଣ୍ଡ ପୋଲିସରେ ଭର୍ତି ହୋଇଲେ, ସେ ନିଜ ବଡି ବିଲଡିଙ୍ଗ କାମରେ ଲାଗି ରହିଲେ । ତେଜେନ୍ଦର ସିଂହ ଏମିତି ଗୋଟେ ନୌଯାବାନ ଶିଖ ମୁଣ୍ଡା ଅଟନ୍ତି ଯିଏ ଦେହେରାଦୂନରେ ଜନ୍ମ ହୋଇଥିଲେ ଓ ଛୋଟ ବେଳୁ ବଡି ବିଲଡର ହବାକୁ ଚାହୁଁଥିଲେ ।

Image Courtesy: Google

୩. କିଶୋର ଡାଙ୍ଗେ :

କିଶୋର ଡାଙ୍ଗେ ମହାରାଷ୍ଟ୍ର ପୋଲିସରେ ଅଛନ୍ତି ଓ ତାଙ୍କ ବଡି ଲାଜବାବ ଅଟେ, ଏହାକୁ ଦେଖି ଆପଣ ମଧ୍ୟ କହିବେ କଣ ବଡି ହେଇଛି । କିଶୋର ଡାଙ୍ଗେ ଆମେରିକାରେ ହୋଇଥିବା ବଡି ବିଲଡିଙ୍ଗ ପ୍ରତିଯୋଗୀତା ରେ ୫୯ କେଜି ରେ ଗୋଲ୍ଡ ମେଡେଲ ପ୍ରାପ୍ତ କରିଥିଲେ, ଯାହା ପୁରା ଭାରତ ପାଇଁ ଗୌରବ ବିଷୟ ଅଟେ, କିନ୍ତୁ କଣ ଆପଣ ଜାଣିଛନ୍ତି ସେ ବହୁତ ଗରିବ ଘରୁ ଆସିଥିଲେ ଓ ନିଜ ପରିଶ୍ରମ ଦ୍ଵାରା ସବୁ ସଫଳତା ପ୍ରାପ୍ତ କରିଥିଲେ ।

୪. ସଚିନ ଅତୁଲକର :

ସଚିନ ଅତୁଲକର ଭୋପାଲ ର ଆଇପିଏସ ଅଫିସର ଯିଏ ଦେଖିବା ପାଇଁ ଯେତେ ସୁନ୍ଦର ତାଙ୍କ ବଡି ସେତିକି ଭଲ ଅଟେ, ସଚିନ କେବଳ ୨୨ ବର୍ଷରେ ଆଇପିଏସ ପ୍ରାପ୍ତ କରିଥିଲେ ଓ ସେ ଆମ ଦେଶ ଅନ୍ୟ ଜେନେରେସନ ପାଇଁ ବହୁତ ବଡ ପ୍ରେରଣା ଅଟନ୍ତି ।

Image Courtesy: Google

୫. ଅମିତ ଛତ୍ରୀ :

ଅମିତ ଛତ୍ରୀ ମଧ୍ୟ ଉତରାଖଣ୍ଡ ପୋଲିସରେ ଅଛନ୍ତି, ସେ ବହୁତ ଭଲ ଶରୀର ପ୍ରାପ୍ତ କରିଛନ୍ତି ସେ ୩ ଥର ମିଷ୍ଟର ଇଣ୍ଡିଆ ହୋଇଛନ୍ତି ଓ ବଡି ବିଲଡିଙ୍ଗ ପ୍ରତିଯୋଗୀତାରେ ବହୁତ ଥର ଗୋଲ୍ଡ ମେଦେଇଲ ପ୍ରାପ୍ତ କରିଛନ୍ତି ।

୬. ମୋତି ଲାଲଦାଇମା :

ମୋତି ଲାଲ ଦାଇମା ଉତରାଖଣ୍ଡ ପୋଲିସରେ କଂଷ୍ଟେବଲ ଅଛନ୍ତି ଓ ନିଜ ମିଷ୍ଟର ଇନ୍ଦୋର ରହି ସାରିଛନ୍ତି ଓ ବର୍ତମାନ ନିଜକୁ ମିସତର ଇଣ୍ଡିଆ ପାଇଁ ରେଡି କରିବାରେ ବହୁତ ପରିଶ୍ରମ କରୁଛନ୍ତି ।

Leave a Reply

Your email address will not be published. Required fields are marked *