ପାକିସ୍ତାନ ର ୧୦ଟି ଅଜବ ନିୟମ, ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ତେବେ ପାକିସ୍ତାନ ବିଷୟରେ କିଏ ନ ଜାଣିଛି, କହିଲେ ଏହା ଏମିତି ଗୋଟେ ଦେଶ ଯେଉଁଠି କିଛି ନା କୀଚ ଅଜବ ଗଜବ ହେଉଥାଏ, ତେବେ ଆଜି ଆମେ ଆପଣଙ୍କୁ ୧୦ଟି ଏମିତି ପାକିସ୍ତାନ ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ସୂନୀ ଆପଣ ମଧ୍ୟ କହିବେ ଯେ ଭଲ ହେଇଛି ଆମେ ଭାରତ ବାସିନ୍ଦା ଅଟୁ ଓ ଆମ ଉପରେ ଏହି ନିୟମ ଲାଗୁ ହୋଇବ ନାହିଁ, ତେବେ ଭାବନ୍ତୁ ସେଠିକା ଲୋକଙ୍କ ଉପରେ କଣ ହେଉଥିବ, ଖବର ଅନୁଯାଇ ପାକିସ୍ତାନ ସରକାର ମଧ୍ୟ ନିଜ ଲୋକଙ୍କୁ ଦୟା କରନ୍ତି ନାହିଁ କିନ୍ତୁ ଆମ ଭାରତରେ ଆମେ ଆଜାଦ ହୋଇ ନିଜ ଇଛା ଅନୁଯାଇ କାମ କରି ପାରିବୁ ଯାହା ଦ୍ଵାରା ଅନ୍ୟ କାହାର ହାନି ନହେଉ ।

Image Courtesy: Google

୧. ପାକିସ୍ତାନରେ କାହା ଫୋନ ବିନା ଅନୁମତିରେ ଛୁଇଁବା ଦଣ୍ଡନିୟ ଅପରାଧ ଅଟେ, ତେବେ ଏହି ଅପରାଧ ପାଇଁ ଆପନାଙ୍କୁ ୬ ମାସ ଜେଲ ମଧ୍ୟ ହୋଇପାରେ ।

୨. ପାଠ ପଢିବା ପାଇଁ ଲାଗିଥାଏ ଟ୍ୟାକ୍ସ ଏହା ଆମ ଭାରତ ଭଳି ନୁହ ଯଦି ଆପଣଙ୍କ ପାଠ ପଢାରେ ଦୁଇ ବର୍ଷରେ ୨ ଲକ୍ଷ ଟଙ୍କା ଲାଗିବ ତେବେ ଆପାନଙ୍କୁ ସରକାରକୁ ଏହାର ୫% ଟ୍ୟାକ୍ସ ବାବଦରେ ଦବାକୁ ହବ ।

୩. ପାକିସ୍ତାନ ସରକାର ଇଜରାଇଲ ଯିବା ପାଇଁ ଭିଜା ଦେଇନଥାଏ ପାକିସ୍ତାନ ଅନୁଯାଇ ଇଜରାଇଲ କୌଣସି ଦେଶ ନୁହ ।

୪. ଦେଶ ପ୍ରଧାନ ମନ୍ତ୍ରୀକୁ ଆପଣ ବ୍ୟଙ୍ଗ ବା କଟାକ୍ଷ କରି ପାରିବେ ନାହିଁ, ଯେମିତି ଆମ ଭାରତରେ ନେତା ମାନଙ୍କ କାର୍ଟୁନ ହୋଇଥାଏ ବାଭୁଲ କଥା ହେଲେ ନେତାକୁ ମଧ୍ୟ ଲୋକ କେତେ କଥା କୁହନ୍ତି ପାକିସ୍ତାନରେ ଏମିତି କଲେ ଆପଣଙ୍କୁ ବହୁତ ଜୁରୁମାନା ଓ ଜେଲ ହୋଇପାରେ ।

Image Courtesy: Google

୫. ପାକିସ୍ତାନରେ ପ୍ରେମୀ ପ୍ରେମିକା ଏକାଠି ଦେଖା ଗଲେ ପୋଲିସ ଧରି ନେଇଯାଇଥାଏ ଓ ଲିଭିଙ୍ଗ ରିଲେସନ ବହୁତ ଦୂରର କଥା ଅଟେ ବିବାହ ପରେ ଆପଣ ଏକାଠି ହୋଇପାରିବେ ।

୬. ପାକିସ୍ତାନରେ ବର୍ଷରେ ଗୋଟେ ମାସ ଯାହା ରମଜାନ ମାସ ହୋଇଥାଏ ସେହି ସମୟରେ ବାହାର ଖାଦ୍ଯ ଖାଇବା ମନା ହୋଇଥାଏ ।

୭. ଅପାଠୁଆ ବି ହୋଇପାରିବେ ପ୍ରଧାନ ମନ୍ତ୍ରୀ କିନ୍ତୁ ଗୋଟେ ସ୍କୁଲ ଚପରାସୀ ହବା ପାଇଁ ଆପଣଙ୍କୁ ଭଲ ପାଠ ପଢିଥିବା ଆବଶ୍ୟକ ଏହା କେମିତିକା ନିୟମ ଆପଣ ନିଜେ ଚିନ୍ତା କରନ୍ତୁ ।

Image Courtesy: Google

୮. ପାକିସ୍ତାନରେ କିଛି ଶବ୍ଦକୁ ଆପଣ ମାନେ ଟ୍ରାନ୍ସଏଲଇଟି କରି ପାରିବେ ନାହିଁ ଯେମିତିକି ଅଲା, ମସ୍ଜିଦ ଇତ୍ୟାଦି ଉର୍ଦୁ ଆପଣ ଟ୍ରାନ୍ସଏଲଇଟି କରି ପାରିବେ ନାହିଁ ଏହା ନିୟମ ବୀରୁଧରେ ଅଟେ ।

୯. ପାକିସ୍ତାନ ସେନାରେ ଟ୍ରାନ୍ସଜେଣ୍ଡର ସାମିଲ ହୋଇପାରିବେ ନାହିଁ କିନ୍ତୁ ଆପାନ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ପାକିସ୍ତାନରେ ଟ୍ରାନ୍ସଜେଣ୍ଡର ସଂଖ୍ୟା ଅଧିକ ଅଟେ ।

୧୦. ପାକିସ୍ତାନରେ ଫାଲ୍ତୁ ମେସେଜ କରିବା ଅପରାଧ ଅଟେ ବିନା କାରଣରେ ମେସେଜ କଲେ ଆପଣଙ୍କୁ ୧୦ ଲକ୍ଷ ଜୁରୁମାନା ଦବାକୁ ପଡିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *