ଆପଣ କାନ୍ଦି ପକାଇବେ 14 ଜୁନରେ ସୁଶାନ୍ତଙ୍କ ସହିତ ଯାହା ହୋଇଥିଲା 

ସୁଶାନ୍ତକୁ ନ୍ୟାୟ ଦେବା ପାଇଁ CBI ଯାଞ୍ଚ ହେବା ନିହାତି ଦରକାର । ସୁଶାନ୍ତ ବଲ୍ଲୀଉଡର କେତେକ ଡିରେକ୍ଟର ଓ ପ୍ରଡିଉସରଙ୍କ କଳାବଜାରୀ ଓ ଗନ୍ଦା କାମ ବିଷୟରେ ଜାଣିସାରିଥିଲେ । ସୁଶାନ୍ତଙ୍କୁ ସେମସ୍ନେ ଡରୁଥିଲେ ସେ କେବେ ସେମାନଙ୍କୁ ଏକ୍ସପୋଜ କରିଦେଇଥାନ୍ତା । ଦିତୀୟ କାରଣ ଏହା ଅଟେ ସେ ଯେଉଁଭଳି ଆଗକୁ ବଢୁଥିଲେ ସେ ଷ୍ଟାରକିଡ ମାନଙ୍କ ପାଇଁ ପ୍ରତିବନ୍ଧକ ହୋଇଥିଲେ । ସେଥିପାଇଁ ସେ ନେପୋଟିଯମ ରେ ଥିଲେ ମଧ୍ୟ । ତୃତୀୟ କାରଣ ଏହା ଅଟେ କି ଜଣେ ବୃଦ୍ଧ ଡ଼ିରେକ୍ଟର ଓ ପ୍ରଡିଉସର ଅଛନ୍ତି ଯିଏ ନିଜ ଝିଅକୁ ଝିଅ ଭଳି ଦେଖନ୍ତି ନାହିଁ । ତାଙ୍କ ପ୍ରେମିକା ସୁଶାନ୍ତଙ୍କର ନିକଟତର ହୋଇଥିଲେ ସେଥିପାଇଁ ସୁଶାନ୍ତ ତାଙ୍କରବି ନିଶାନରେ ଥିଲେ । ହେଇପାରେ ଏହି ଡ଼ିରେକ୍ଟର ଓ ପ୍ରଡିଉସର ସହିତ ତାଙ୍କ ପ୍ରେମିକା ସାମିଲ ଥାଇପାରନ୍ତି ।

Image Courtesy: Google

ଏହିଭଳି ଗୋଟେ ନୁହେଁ ବହୁତ ଶତ୍ରୁଥିଲେ ତାଙ୍କର, ସବୁ ଲୋକ ଆସିତ ମାରିବେନି ସୁଶାନ୍ତକୁ ଏହି  କରିବା ପାଇଁ କାହାକୁ ହାୟର କରିଥିବେ । ସେଇ ତିନୋଟି ଲୋକ କେଉଁ ମାନେ ଅଟନ୍ତି ଜିଏ ଏହି କାମକୁ ପୂରଣ କରିଛନ୍ତି । ସେଇ ଦୁଇଜଣ ଥିଲେ ତାର ସାଙ୍ଗ ଓ ହାଉସ କିପିଙ୍ଗ ବାଲା ହଗରେ ଏହି ତିନୋଟିଲୋକ ଥିଲେ । ଗୋଟେ ରାତି ପୂର୍ବରୁ ସୁଶାନ୍ତ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ପାର୍ଟି କରୁଥିଲେ, ତ ସେ ବହୁତ ଡେରିରେ ସୋଇଥିଲେ । ସେ ସକାଳୁ ଉଠିଯାଇ ରୁମ ବାହାରକୁ ଆସି ଜୁସ ନେଇ ରୁମ ଭିତରକୁ ଆସୁଥିଲା ବେଳେ ତାଙ୍କ ପଛ ପଛେ ତାଙ୍କର ଦୁଇ କୁକ ରୁମ ଭିତରକୁ ଗଲେ, ଆଜି କଣ ଖାଇବା ବନେଇବା ପାଇଁ ସେ ଆଲୋଚନା କରୁଥିଲେ ।

Image Courtesy: Google

ତାପରେ ଏହି ଦୁଇଜଣ କୁକ ସର୍ବ ପ୍ରଥମେ ତାଙ୍କ ହାତ ବହୁତ ଜୋରେ ଧରିନେଇଥିଲେ । କାରଣ ଏହା ଗୋଟିଏ ଲୋକର କାମ ନୁହେଁ, ଆମେ ସମସ୍ତେ ଜାଣିଛୁ ସୁଶାନ୍ତ ବହୁତ ଫିଟ ଥିଲେ । ଜଣେ ଲୋକଠୁ ସେ ସଜରେ ନିଜକୁ ବଞ୍ଚାଇ ପାରିଥାନ୍ତି , ଆପଣଙ୍କୁ କହିବାକୁ ଚାହୁଞ୍ଚୁ କି ତାଙ୍କର ଦୁଇଜଣ ସାଥି ୟୁପି ବିହାରରୁ ଆସିଥିଲେ ଓ ଦୁଇଜଣ ଜାକ ବହୁତ ଶକ୍ତିଶାଳୀ ଥିଲେ, ସେମାନେ ଭୁତ ଜୋରରେ ତା ହାତକୁ  ଧରିନେଇଥିଲେ । ସୁଶାନ୍ତ ତାଙ୍କ ହାତ ଛଡେଇବ ପାଇଁ ବହୁତ ଚେଷ୍ଟା କରିଥିଲେ ଓ ଭାଇରାଲ ଫୋଟରେ ତାଙ୍କ ହାତରେ ଥିବା ଚିହ୍ନ କ୍ଲିୟର ଦେଖାଯାଉଥିଲା ।

Image Courtesy: Google

ଏହାପରେ ହାଉସ କିପିଙ୍ଗ ରୁମ କୁ ଆସି କୌଣସି ଜିନିଷରେ ସୁଶାନ୍ତର ତଣ୍ଟିଚିପି  ଦେଇଥିଲା । ଏହା ଭିତରେ ସେ ତାଙ୍କୁ ବଞ୍ଚେଇବା ପାଇଁ ବହୁତ କଷ୍ଟ କରିଲା ବେଳେ ତାଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇଯାଇଥିଲା । ଯେଉଁଥିରେ ତାଙ୍କ ଆଖି ଓ ମୁଣ୍ଡରେ ଚିହ୍ନବୀ ଦେଖାଯାଉଥିଲା । ଏହି କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତିନିଜଣ ମିଶି ଗୋଟେ କପଡାରେ ଫନ୍ଦା ବନେଇ ତାଙ୍କୁ ପଙ୍ଖାରେ ଲଟକେଇ ଦେଇଥିଲେ । ତାପରେ ରୁମକୁ ଭଲ ଭାବରେ ସଫା କରିଦେଇଥିଲେ କି କିଛି ଘଟିନୀ ଏହିଠାରେ । ତାପରେ ତିନିଜଣ ରୁମକୁ ଲକ କରି ବାହାରକୁ ଆସି  ନକଲି ଚାବିକୁ ଫୋପାଡି ଦେଇଥିଲେ । ସେହିସମୟରେ ସୁଶାନ୍ତଙ୍କ ନକଲି ଚାବି ଗାୟବ ଥିଲା ।

Image Courtesy: Google

ଆଉ ଯେତେବେଳେ ତାଙ୍କ ଭଉଣୀ ଆସିଛି ସେତେବେଳେ ନକଲି ଚାବି ବନେଇବା ବାଲାକୁ ଡାକିଛନ୍ତି ଓ ତାଙ୍କ ସାମ୍ନାରେ କବାଟ ଖୋଲାହୋଇଥିଲା । ଏହି ତିନିଜଣ ମିଶି ପଙ୍ଖାରୁ କାଢି ବେଡରେ ଶୁଆଇଦେଲେ, ସବୁ ଜିନିଷରେ ଆଡେସାଡେ ହାତମାରିଥିଲେ । ଏହାପରେ ପୋଲିଶକୁ ଡ଼ାକିଥିଲେ, ପୋଲିଶ ଆସିଜାଣିଲା ପରେ ସେମାନଙ୍କ ଉପରେ ବହୁତ ରାଗିଥିଲେ । ଏହିଭଳି ସୁଶାନ୍ତକୁ ମାରିଥିଲେ । ସେହିସାଙ୍ଗ ମାନଙ୍କ ଉପରେ ସନ୍ଦେହ କରୁଛନ୍ତି ଯେଉଁମାନେ ପୂର୍ବ ରାତିରେ ତାଙ୍କ ସହ ପାର୍ଟି କରିଥିଲେ । ଆପଣଙ୍କୁ କହିବାକୁ ଯାଉଛୁ କି ସୁଶାନ୍ତ କିଛି ଗେମର କୋଡିଂ କରୁଥିଲେ, ଏହି ଗେମରେ  କୋଟି କୋଟି ଟଙ୍କା  ଆସେ । ଏହା ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ଶେୟର କରିଥିଲେ । ଏହି କଥାବି ସାମନାକୁ ଆସୁଛିକି ସେ ମରିବା ପରେ ତାଙ୍କ ସାଙ୍ଗ ମାନଙ୍କୁଏହି କୋଟି ଟୁଲସ ମିଳିବାର ଅଛି । ହୋଇପାରେ ତାଙ୍କ ସାଥିମାନେ ଚାକର ସାଥିରେ ମିଶି ଏହି ପ୍ଳାନ ବନେଇପାରନ୍ତି । ଏହି ସବୁଜିନିସ ସୋସିଆଲ ମିଡିଆରେ ସେୟାର ହୋଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *