ସୁହାଗରାତରେ ହେଲା କିଛି ଏମିତି, ବାର ପହଞ୍ଚିଲା ହସ୍ପିଟାଲ…. ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ପାଦ ତଳୁ ଖସିଯିବ ମାଟି- ଦେଖନ୍ତୁ Video

ବନ୍ଧୁଗଣ, ଆମ ଚାରିପଟେ ଆମ୍ଭେ ଅନେକ ଘ-ଟ-ଣା ମାନ ଘଟୁଥିବାର ଦେଖିଅଛୁ । ମାତ୍ର ତାହା କେତେକ କ୍ଷେତ୍ରରେ ଆମ୍ଭ ମାନଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରି ଆସିଅଛି । ଏହି ଖବର ମାନଙ୍କର ସତ୍ୟତା ଉପରେ ଆମ୍ଭକୁ ସନ୍ଦେହ ମଧ୍ୟ ଆସିଥାଏ ।

ଆମେ ଆଜି ଆପଣ ମାନଙ୍କର ପ୍ରାଙ୍ଗଣରେ ଏମିତି ଏକ ଖବର ନେଇ ଆସିଛୁ ଯାହାକୁ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ସତ୍ୟ ଘ-ଟ-ଣା ଟି ହେଉଛି ଉତ୍ତର ପ୍ରଦେଶ ର ଶିକ୍ଷହାବାଦ ର । ଫେବୃଆରୀ ୧୫ ତାରିଖରେ ବିବାହ କରିବାକୁ ବର କନ୍ୟା ଘରେ ପହଞ୍ଚିଥିଲା ସତ ମାତ୍ର ବର ହେବାର ଖୁସି ନିମିଷକ ମଧ୍ୟରେ ତା ଠାରୁ ଉଭା ହୋଇଯାଇଥିଲା । ବରଟି ଅନୁଭବ କରି ପାରିଲା ନାହିଁ ବିବାହ କରିବାର ଆନନ୍ଦ ।

କନ୍ୟା ବିବାହ ପରେ ବର ଘରେ ପହଞ୍ଚିବା ପରେ, ସେହି ଦିନ ରାତିରେ ସମସ୍ତଙ୍କୁ ନିଶା ମିଶ୍ରିତ ଦ୍ରବ୍ୟ ଖାଇବାକୁ ଦେଇ ନଗତ ଟଙ୍କା ସହିତ ମୁଲ୍ୟବାନ ଅଳଙ୍କାର ନେଇ ଫେରାର । ନି-ଶା ଦ୍ରବ୍ୟ ଖାଇଥିବା ହେତୁ ବର୍ତ୍ତମାନ ଏହି ପରିବାରର ସଦସ୍ୟ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି ।

ମାତ୍ର ପରିବାର ସଦସ୍ୟ ନିଶ୍ଚିତ ହୋଇନାହାନ୍ତି ଯେ କନ୍ୟା ଘରୁ ଫେରାର ହେବା ସାଙ୍ଗରେ ଆଉ କଣ କଣ ସାଥିରେ ନେଇ ଯାଇଛି । ବର ଧର୍ମେନ୍ଦ୍ର ଙ୍କ ସାଥିରେ ତାଙ୍କର ସମସ୍ତ ପରିବାର ବର୍ଗ ବିବାହ ରେ ଯୋଗ ଦେଇଥିଲେ । ଏହାପରେ ବହୁତ ଧୂମଧାମ ରେ ବିବାହ ପରେ କନ୍ୟା କୁ ଘରକୁ ନେଇ ଫେରି ଯାଇଥିଲେ । ସୂଚନା ମିଳିଅଛି ଯେ, କନ୍ୟା ସୁନିତା ଙ୍କ ପିତା ମାତା ଙ୍କ ମୃ-ତ୍ୟୁ ପରେ କନ୍ୟା ନିଜ ମାଉସୀ ଙ୍କ ପାଖରେ ରହି ବଢିଛନ୍ତି ।

ତାଙ୍କ ମାଉସୀ ମଧ୍ୟସ୍ଥି ଙ୍କ ଦ୍ଵାରା ଝିଆରୀ ର ବିବାହ କରାଇଥିଲେ । ବିବାହ ସାରିବା ପରେ ସମସ୍ତେ ବେସ ଆନନ୍ଦରେ ଥିଲେ । ମାତ୍ର ଏହି ଖୁସି ଅଧିକ ସମୟ ଧରି ରହିଲା ନାହିଁ । କନ୍ୟା ନିଜ ଘରୁ ଆଣିଥିବା ମିଠାରେ ନି-ଶା ଦ୍ରବ୍ୟ ମିଶାଇ ଆଣିଥିଲେ ।

ସମଗ୍ର ପରିବାର ହସଖୁସି ରେ ମାଟିଥିବା ବେଳେ କନ୍ୟା ଜଣକ ସେହି ନିଶା ମିଶ୍ରିତ ମିଠା ପରିବାର ଲୋକଙ୍କୁ ଖାଇବାକୁ ଦେଇଥିଲା । ଏହାପରେ ସମସ୍ତେ ବେହୋସ ହୋଇଯାଇଥିଲେ । ଏହାପରେ କନ୍ୟା ଜଣକ ୨୦ ହଜାର ଟଙ୍କା ସହିତ ଅନେକ ମୁଲ୍ୟବାନ ଗହଣା ନେଇ ସେ ଫେରାର ହୋଇଯାଇଥିଲେ ।

ଏହାପରେ ପଡୋଶୀ ଜଣକ ସକାଳୁ ଉଠି ଦେଖିଲା ବେଳକୁ ପାଖ ଘରର ସମସ୍ତେ ବେହୋସ । ଏହାପରେ ସମସ୍ତ ଙ୍କୁ ନେଇ ମେଡିକାଲ ରେ ଆଡମିଟ କରାଇଥିଲେ । ମାତ୍ର ସେମାନେ ବର୍ତ୍ତମାନ ଟିକିଏ ସୁସ୍ଥ ହେବାପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଆଶ୍ଚର୍ଯ୍ୟ ର କଥା ଏହିକିଯେ, ଘରକୁ ଲକ୍ଷ୍ମୀ ଆସୁ ଆସୁ ଘରୁ ଏଭଳି ଚୋରୀ କରି ଫେରାର । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *