ଶରୀରରେ କୌଣସି ପ୍ରକାର ଅସୁବିଧା ପାଇଁ ହାଡ ଦରଜ ବା ଫୁଲିବା ସମସ୍ଯା ଉତପନ ହୋଇଥାଏ, ଯାହା ଦ୍ଵାରା ଆଁଠୁ ଗଣ୍ଠି ଦରଜ ବଢିବାକୁ ଲାଗିଥାଏ ତେବେ ଏହି ରୋଗ ଉତପନ ହବା ପାଇଁ ବହୁତ କାରଣ ହୋଇଥାଏ ଯାହା ଆଁଠୁ ଗଣ୍ଠି ରେ ୟୁରିକ ଏସିଡ ଜମା ହବା ଦ୍ଵାରା ହୋଇଥାଏ । ତେବେ ବେଳେ ବେଳେ ଦୁର୍ବଳତା ପାଇଁ ମଧ୍ୟ ହୋଇଥାଏ । ଦରଜ ହବା ଦ୍ଵାରା ବ୍ୟକ୍ତି କାମ କରିବା କ୍ଷମତା ମଧ୍ୟ ହରେଈ ଥାଏ, ଧୀରେ ଧୀରେ ଅସୁବିଧା ଏତେ ବଢି ଯାଇଥାଏ ଯାହା ଦ୍ଵାରା ବ୍ୟକ୍ତିକୁ ଚଲା ବୁଲାରେ ମଧ୍ୟ ଅସୁବିଧା ହୋଇଥାଏ ।
ହାଡ ଦରଜ ବହୁତ ଭୟଙ୍କର ଦରଜ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥାଏ । ତେବେ ଆଁଠୁ ଗଣ୍ଠି ଦରଜ ବହୁତ ଲୋକଙ୍କୁ ହୋଇଥାଏ ସେଥିପାଇଁ ଏମିତି ଲୋକଙ୍କୁ ଡକ୍ଟର ଔଷଧ ଖାଇବା ସହ କିଛି ଖାଦ୍ଯ ପଦାର୍ଥ ସେବନ କରିବାରୁ ବଞ୍ଚିବା ଉଚିତ ।

ଯାହା ଦ୍ଵାରା ଔଷଧ ଭଲ ଭାବରେ କାମ କରିଥାଏ ଓ ବ୍ୟକ୍ତି ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଥାଏ, ଯଦି ଆପଣ ଔଷଧ ସହ ଏହି ସବୁ ଜିନିଷ ସେବନ କରନ୍ତି ତେବେ ଏହାର ଫଳ ଆପଣଙ୍କୁ ପ୍ରାପ୍ତ ହବ ନାହିଁ ଓ ଆପାନ ଡକ୍ଟରକୁ ଭୁଲ ବୁଝିବେ ବା ଔଷଧ କାମ କରୁ ନାହିଁ ବୋଲି ମନେ କରିବେ । ଏହି ଅସୁବିଧା ପାଇଁ ଡକ୍ଟର ବହୁତ ପ୍ରକାର ଔଷଧ ଦେଇଥାନ୍ତି ଯାହା ବେଳେ ବେଳେ କିଛି ପ୍ରଭାବ ଦେଖେଇ ନଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସେବନ କଲେ ଆପଣଙ୍କ ଆଁଠୁ ଗଣ୍ଠି ଦରଜ ବହୁତ ବଢି ଯାଇଥାଏ, ସେଥିପାଇଁ ଦୂରରେ ରୁହନ୍ତୁ ।

୧. ସୋଡା :
ସୋଡା ଡାଇବେଟିଜ ଓ ହୃଦୟ ରୋଗୀଙ୍କ ପାଇଁ ବହୁତ ଖତରନାକ ହୋଇଥାଏ, ତେବେ ଏହା ଆଁଠୁ ଗଣ୍ଠି ଦରଜ ପାଇଁ ମଧ୍ୟ ଭୟଙ୍କର ହୋଇଥାଏ, ସୋଡାରେ ଗ୍ଲୁକୋଜ ମାତା ବହୁତ ଅଧିକ ହୋଇଥାଏ, ଯାହା ଷଋରରେ ସାଇଟୋକିନ୍ସ ରିଲିଜ କରିଥାଏ, ଯାହା ଆଁଠୁ ଗଣ୍ଠି ଦରଜ ବଢେଇବାରେ ସାହାଜ୍ଯ କରିଥାଏ ସେଥିପାଇଁ ଆପଣଙ୍କୁ ଏହାର ସେବନ କରିବାରୁ ବଞ୍ଚିବା ଉଚିତ ।

୨. ଟମାଟର :
ଟମାଟର ଆଁଠୁ ଗଣ୍ଠି ଦରଜ ପାଇଁ ବହୁତ ହାନିକାରକ ହୋଇଥାଏ କାହିକିନା ଟମାଟରରେ ୟୁରିକ ଏସିଡ ମାତ୍ରା ବହୁତ ଅଧିକ ହୋଇଥାଏଜହ ଶରୀର ହାଡକୁ ଫୁଲେଇବା ଆରମ୍ଭ କରିଥାଏ ଯାହା ଦ୍ଵାରା ଦରଜ ଆହୁରି ବଢିବାକୁ ଲାଗିଥାଏ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।