ଦୁନିଆ ଆଜି ବହୁତ ଆଗକୁ ବଢି ସାରିଛି ବୈଜ୍ଞାନିକ ଓ ବିଦ୍ୟା ଦ୍ଵାରା ଆମ ଦୁନିଆ ବହୁତ କିଛି ନୂଆ ଓ ଜୀବନ ବଞ୍ଚିବା ଅଲଗା ଅଲଗା ସହଜ ଉପାୟ ମଧ୍ୟ ବାହାର କରି ସାରିଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ଓ ଭାବିବେ ଯେ ଏମିତି ଲୋକ ମଧ୍ୟ ଦୁନିଆରେ ଅଛନ୍ତି । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ସେହି ଘଟଣା ଗୁଡିକ ବିଷୟରେ ଯାହା ଏହି ଅଜବ ଗଜବ ଲୋକ ନିଜ ଜୀବନରେ କରିଛନ୍ତି ।

୧. ରିଚାର୍ଡ ଜେମ୍ସ ଭେକୋନ :
ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ୨୦୧୧ରେ ରିଚାର୍ଡ ଜେମ୍ସ ଭେକୋନ ଗୋଟେ ବ୍ଯାଙ୍କରୁ ଗୋଟେ ଡଲାର ଚୋରୀ କରିଥିଲେ, କିନ୍ତୁ ସେ ଚୋରୀ ଟଙ୍କା ପାଇଁ କରି ନଥିଲେ, ସେ ଚୋରୀ କରିଥିଲେ ଜେଲ ଯିବା ପାଇଁ ଆପଣ ଭାବୁଥିବେ କିଏ ଜେଲ ଯିବାକୁ ଇଛା କରେ କିନ୍ତୁ ରିଚାର୍ଡ ଜେମ୍ସ ଭେକୋନ ଜେଲ ଯିବା ପାଇଁ ଏହା ସବୁ କଲେ କାହିଁକିନା ଜେଲ୍ରେ ଫ୍ରି ମେଡିକାଲ ଚେକଅପ କରା ଯାଉଥିଲା ।

୨. ଏର୍ନୋ ରୁବିକ :
ଆଜିକା ସମୟରେ ସବୁ ଛୁଆ ରୁବିକ କ୍ୟୁବ ଦ୍ଵାରା ଖେଳୁଛନ୍ତି, ତେବେ ଏହାକୁ ଆବିଷ୍କାର କରିଥିଲେ ଏର୍ନୋ ରୁବିକ, ତେବେ ଯେତେବେଳେ ସେ ଏହାକୁ ସଜାଡିବାକୁ ଲାଗିଥିଲେ ତାଙ୍କୁ ଗୋଟେ ମାସ ଲାଗିଥିଲା ସବୁ କଲର ଗୋଟେ ସାଇଡ ଆଣିବା ପାଇଁ ଓ ଏହା ସଳ୍ଭ କଲା ପରେ ସେ ଦୁନିଆ ଆଗରେ ଏହାକୁ ଆଣିଥିଲେ ।
୩. ଜର୍ଜ :
୧୯୮୦ରେ ଗୋଟେ ଜର୍ଜ ନାମକ ଛାତ୍ର ନିଜ ମୁଣ୍ଡରେ ଗୁଳି ମାରିଥିଲା କାହିଁକିନା ତାକୁ ଓସିଡି ନାମକ ରୋଗ ଥିଲା, ଗୁଳି ଶବ୍ଦ ଶୁଣି ମା ବାପା ଜର୍ଜ ରୁମକୁ ଆସିଲେ ଓ ଗୁଳି ବାଜିବା ପରେ ମଧ୍ୟ ଜର୍ଜକୁ ଜୀବିତ ପାଇଲେ ଯାହା ପରେ ଜର୍ଜକୁ ହସ୍ପିଟଲ ନିଆ ଗଲା, ଜର୍ଜ ଅବସ୍ତା ଦେଖି ଡକ୍ଟର ମଧ୍ୟ ଆଶ୍ଚର୍ଯ୍ୟ ଥିଲେ ଜର୍ଜ ଯେଉଁ ଜାଗାରେ ଗୁଳି ମାରିଥିଲା ସେହି ଜାଗା ସଫା କଲା ପରେ ଜର୍ଜ ରୋଗ ମଧ୍ୟ ଭଲ ହୋଇଗଲା ଓ ସେ ଏହି ଅପରେସନ ପରେ ସାମାନ୍ଯ ହୋଇଗଲା ।

୪. ଭ୍ଲାଡୋ ଟେଂସ୍କି :
୨୦୦୮ରେ ଗୋଟେ କ୍ରାଇମ କେସ ଭ୍ଲାଡୋ ତେନସିକ ସଲ୍ଭ କରୁଥିଲେ, ଏହା ଆଗରୁ ଭ୍ଲାଡୋ ବହୁତ କ୍ରାଇମ କେସ ସଳ୍ଭ କରିଥିଲେ କିନ୍ତୁ ଏହି କେସ କିଛି ଅଲଗା ଥିଲା ଓ କିଛି ଜଣା ପଡୁ ନଥିଲା ଯେତେବେଳେ ଭଲରେ ଇନଭେଷ୍ଟିକେସନ ହେଲା ସେତେବେଳେ ଆରୋପି ନା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଆରୋପି ନିଜେ ଭ୍ଲାଡୋ ଥିଲା ।
୫. ଋଷ୍ଟ :
ଆପଣଙ୍କ ହାତ ସିର ଦେଖନ୍ତୁ ଯଦି ଆପଣଙ୍କ ହାତ ଭିତରକୁ କଲା ପରେ ଏହି ସିର ଉଠି ଯାଉଛି ତେବେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି ଓ ଆପାନା କୌଣସି କଥା ବା ନିଷ୍ପତ୍ତି ଭାବି ଚିନ୍ତି କରିଥାନ୍ତି କିନ୍ତୁ ଯଦି ଆପଣଙ୍କ ସିର ଉଠୁ ନାହିଁ ତେବେ ଏହା ଅର୍ଥ ଆପଣ ଯାହା କୁହନ୍ତି ବା ଭାବନ୍ତି ତାହା ମନ ଦ୍ଵାରା ହୋଇଥାଏ ଓ ଆପଣ ଇମୋସନାଲ ବୁଦ୍ଧିମାନ ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।