ଫ୍ଲପ ହିରୋଇନ ହବା ପରେ ମଧ୍ୟ ରିୟା ଚକ୍ରବର୍ତ୍ତୀ ଏମିଟି କରନ୍ତି ରୋଜଗାର

ଋଆ ଚକ୍ରବରତିଙ୍କୁ ବହୁତ କମ ଲୋକ ଜାଣିଥିଲେ କିନ୍ତୁ ଶୁସାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଋଆ ନା ବହୁତ ଉଠିଲା କାହିଁକିନା ଋଆ ଚକ୍ରବର୍ତୀ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ ଥିଲେ । ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା କେସ ଉପରେ ବିହାର ପୋଲିସ ଜୋର ସୋର ଦ୍ଵାରା କାମ କରିବାକୁ ଲାଗିଛନ୍ତି, ତେବେ ଆପାଣଙ୍କ ଜାଣିବା ପାଇଁ ଆମେ କହିରଖୁଛୁ ଯେ ସୁଶାନ୍ତ ସିଂହ ବିବାହ ବାସିନ୍ଦା ଥିଲେ, ତାଙ୍କ ମା ବାପା ଓ ପରିବାର ବିବାହରେ ରହୁଥିଲେ ଓ ସୁଶାନ୍ତ ବଡ ଅଭିନେତା ହବା ପାଇଁ ମୁମ୍ବାଇ ଆସିଥିଲେ ।

ବିହାର ପୋଲିସ ଅନୁଯାଇ ତାଙ୍କ ହାତରେ ଗୋଟେ ସବୁତ ଲାଗିଛି ତେବେ ଏହା କଣ ତାହା ଆମେ ଆପଣଙ୍କୁ କହୁଛୁ, ବିହାର ପୋଲିସ କହିବା ଅନୁଯାଇ ଋଆ ଚକ୍ରବର୍ତୀ ଓ ତାଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟ ଲୋକଙ୍କ ସବୁ ପ୍ରକାର ବିଲ ପେମେଣ୍ଟ ସୁଶାନ୍ତ ସିଂହଙ୍କ କାର୍ଡ ଦ୍ଵାରା ହଉଥିଲା, ଋଆ ଚକ୍ରବର୍ତୀଙ୍କ ସପିଙ୍ଗ ଠାରୁ ଆରମ୍ଭ କରି ତାଙ୍କ ଭାଇ ସବୁ ପ୍ରକାର ପେମେଣ୍ଟ ସୁଶାନ୍ତ ସିଂହ କରୁଥିଲେ ।

ଆପଣ ନିଜେ ଚିନ୍ତା କରନ୍ତୁ ଋଆ ଚକ୍ରବର୍ତୀ ଯିଏ ଜଣେ ଫ୍ଲପ ହିରୋଇନ ସେ କେତେ ଲଗଜରି ଲାଇଫ ରହୁଥିଲେ ତାହା କେମିତି ସମ୍ଭବ କିନ୍ତୁ ବର୍ତମାନ କାର୍ଡ କଥା ବାହାରିଲା ପରେ ଓ ବିଲ୍ସ ଦେଖିଲା ପରେ ଏହି କଥା ସ୍ପଷ୍ଟ ହୋଇଯାଇଛି ଯେ ଅଭିନେତ୍ରୀ ସୁଶାନ୍ତଙ୍କ ଟଙ୍କାରେ ଅଏସ କରୁଥିଲେ, ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପାଇଁ ସୁଶାନ୍ତ ସିଂହଙ୍କ ବାପା ବିହାର ପୋଲି ପାଖରେ ମଧ୍ୟ ଅନୁରୋଧ କରିଥିଲେ ଯାହା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କଲେ । ସୁଶାନ୍ତ ସିଂହଙ୍କ ବ୍ଯାଙ୍କ ଏକାଉଣ୍ଟ ବିଷୟରେ ଯାଞ୍ଚ କଲେ ଯାହା ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ସୁଶାନ୍ତଙ୍କ ବ୍ଯାଙ୍କରେ ୪ କୋଟି ୬୨ ଲକ୍ଷ ଟଙ୍କା ଥିଲା ତେବେ ଫେବୃଆରୀ ୨୦୨୦ରେ ସୁଶାନ୍ତଙ୍କ ଏକାଉଣ୍ଟରେ କେବଳ ୧କୋଟି ଟଙ୍କା ଥିଲା । ତେବେ ଏକାଉଣ୍ଟ ଡିଟେଲ ଅନୁଯାଇ ଏହି ଟଙ୍କା ସୁଶାନ୍ତ ତାଙ୍କ ଗର୍ଲଫ୍ରେଣ୍ଡ ଋଆ ଚକ୍ରବତୀ ଓ ତାଙ୍କ ଭାଇ ଉପରେ ଖରଚ କରିଥିଲେ, ଋଆ ଏତେ ମହଙ୍ଗା ଡ୍ରେସ ଏବଂ ଜ୍ୱେଲ୍ବୃ ପିନ୍ଧୁଥିଲେ ଯାହା ଗୋଟେ ବଲୀଉଡ ସଫାଳ ଅଭିନେତ୍ରୀ ମଧ୍ୟ ପିନ୍ଧୁନଥିବେ, ଏହା ସବୁ ସୁଶାନ୍ତ ସିଂହଙ୍କ ଟଙ୍କା ଦ୍ଵାରା ।

ତେବେ କାର୍ଡ ପେମେଣ୍ଟ ଦ୍ଵାରା ଏହା ମଧ୍ୟ ଜଣା ପଡିଛି ଯେ ଋଆ ଓ ତାଙ୍କ ଭାଇ ଦୁହେଁ ଫ୍ଲାଇଟ, ଡ୍ରେସ, ହୋଟେଲ, ସେଲୁନ, ପାର୍ଲର ଓଅ ଅନ୍ୟ ସବୁ ଜିନିଷ ପାଇଁ ସୁଶାନ୍ତଙ୍କ ଟଙ୍କା ଖରଚ କରୁଥିଲେ ତେବେ ଏହି ଘଟଣା ବିଷୟରେ ପଚରା ପାଇଁ ଯେତେବେଳେ ବିହାର ପୋଲିସ ଋଆ ଘରେ ପହଞ୍ଚିଲେ ସେତେବେଳେ ଏହା ଦେଖିବାକୁ ପାଇଲେ ଯେ ଋଆ ଘରେ ନାହାନ୍ତି ଓ ଫରାର ହୋଇଯାଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *