କ୍ଷୀର ଏମିତି ଗୋଟେ ପ୍ରୋଟିନ ଯୁକ୍ତ ଖାଦ୍ଯ ଯାହା ପ୍ରାୟତଃ ଲୋକ ସକାଳେ ଉଠିଲା ପରେ ବା ରାତିରେ ଶୋଇବା ଆଗରୁ ସେବନ କରିବା ପସନ୍ଦ କରନ୍ତି ଖିରେ ବହୁତ ଭଲ ଲାଭକାରୀ ଗୁଣ ହୋଇଥାଏ ଯାହା ଆମ ଶିରକୁ ସୁସ୍ତ ଓ ସବଳ କରିଥାଏ । ଯେତେବେଳେ କାହା ଶରୀରରେ ପ୍ରୋଟିନ ଅଭାବ ହୋଇଥାଏ ବା ମସ୍ତିସ୍କ ତେଜ କରିବା କଥା ଆସିଥାଏ ତେବେ ବାଦାମ ସାଥିରେ କ୍ଷୀର କଥା ନିଶ୍ଚୟ ହୋଇଥାଏ ।

ଏହା ବ୍ୟତୀତ ବି କ୍ଷୀରକୁ ଆଉ କିଛି ସମୟରେ ମନେ ପକାଯାଏ , ଯେମିତି କେଉଁଠି ଖଣ୍ଡିଆ ହୋଇଗଲେ ହଳଦୀ ସହିତ କ୍ଷୀର , ପିଲାମାନଙ୍କର ଉଚ୍ଛତା ପାଇଁ ବୋର୍ନଭିଟା ବା ହର୍ଲିକ୍ସି ସହିତ କ୍ଷୀର ମାନେ କୌଣସି ବି କଥାରେ କ୍ଷୀର କେବେ ବି ଏକୁଟିଆ ନ ଥାଏ ଏବଂ ଏହାର କିଛି ଲାଭ ଆପଣ ମଧ୍ୟ ଜାଣିଥିବେ ।

କ୍ଷୀର ମଧ୍ୟରେ ଯଦି ଆପଣ ଗାଈର କ୍ଷୀର ଉପରେ ଧ୍ୟାନ ଦିଅନ୍ତି ତେବେ ତା ଠାରୁ ଏକ ଅଲଗା ଭିଟାମିନ ଆପଣଙ୍କୁ ମିଳିବ । ପିଲାଙ୍କୁ ରିକ୍ଟେସ ବା ଶୁଖିଲା ରୋଗ ହେଲେ ଗାଈର କ୍ଷୀର ବାଦାମ ସହିତ ଦେଲେ ଏହା ଔଷଧ ଭଳି କାମ କରିଥାଏ । ରକ୍ତ କୋସିକା ମଧ୍ୟ ବୃଦ୍ଧି କରିଥାଏ । ଗାଈର କ୍ଷୀର ମୁହଁର ସୌନ୍ଦର୍ଜ୍ୟକୁ ମଧ୍ୟ ବଢାଇ ଥାଏ । ଗାଈର କଞ୍ଚା କ୍ଷୀରରେ ମୁହଁର ମସାଜ କରିବା ଦ୍ଵାରା ତ୍ଵଚ୍ଚା ଗୋରା , ବେଦାଗ ଓ ଚମକିଥାଏ ।

କ୍ଷୀର ପିବା ଦ୍ଵାରା ଆପଣଙ୍କ ହାଡ ମଜବୁତ ହୋଇଥାଏ ଓ ଆପଣଙ୍କ ହାଡକୁ ପ୍ରୋଟିନ ଓ କେଲ୍ସିଅମ ମିଳିଥାଏ, ଆଜି ଆମେ ଆପଣଙ୍କୁ ଏହା କହିବୁ ଯେ କେଉଁ ଜିନିଷ ସହ କ୍ଷୀର ସେବନ କରିବା ଉଚିତ ନୁହ, ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କ୍ଷୀର ଆଇଂଷ ସହ ସେବନ କରିବା ଉଚିତ ନୁହ, ଏହାର ମିଶ୍ରଣ ଆପଣଙ୍କ ପେଟରେ ଯାଇ ବିଷ ଭଳି କାମ କରିଥାଏ ଓ ଆପଣଙ୍କୁ କିଛି ଲାଭ ପ୍ରାପ୍ତ ହୋଇନଥାଏ ।
ଯଦି ଆପଣ ଆଇଂଷ ସେବନ କଲା ପରେ କ୍ଷୀର ସେବନ କରନ୍ତି ତେବେ ଆପଣଙ୍କ ହର୍ମୋନ ଓଲଟା କାମ କରିଥାନ୍ତି ଯାହା ଫଳ ସ୍ୱରୂପ ଆପଣଙ୍କୁ ବହୁତ ପ୍ରକାର ଚର୍ମ ରୋଗ ହୋଇଥାଏ, ତେବେ ଭୁଲରେ ଏମିତି କାମ କରନ୍ତୁ ନାହିଁ ଯାହା ଦ୍ଵାରା ଆପାନଙ୍କ ସ୍ୱାସ୍ଥ୍ୟ ଖରାପ ହେଉ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।