ଆଜିକା ସମୟରେ ସମତାଙ୍କ ସ୍ୱାସ୍ଥ୍ୟ ଭଲ ରଖିବା ଉଚିତ, ଡକ୍ଟର ମଧ୍ୟ କୁହନ୍ତି ଯେ ହସ ସବୁ ରୋଗ ୫୦% ଭଲ କରିଥାଏ, ଯଦି କୌଣସି ମଣିଷ ଔଷଧ ସହ ସୁଖୀ ରହିଥାଏ ତେବେ ସେହି ଲୋକକୁ ଯେତେ ଖରାପ ଓ ଗମ୍ଭୀର ରୋଗ ଥିଲେ ମଧ୍ୟ ରୋଗ ନିୟନ୍ତ୍ରଣରେ ରହିଥାଏ ଓ ସେହି ଲୋକକୁ କୌଣସି ପ୍ରକାର ହାନି ହୋଇନଥାଏ । ଆଜି ଆମେ ଆପଣଙ୍କୁ ଖୁସି କରିବା ପାଇଁ କିଛି ଯୋକ୍ସ ଆଣିଛୁ ଯାହା ଶୁଣି ଆପଣଙ୍କ ହସ ରହିବ ନାହିଁ ।

୧. ଡକ୍ଟର କୁହନ୍ତି ସକାଳେ ଶୀଘ୍ର ଉଠିଲେ ବୟସ ବଢିଥାଏ ।
କିନ୍ତୁ ଆପଣଙ୍କୁ ଏହା ଭାବିବା ଆବଶ୍ୟକ ଅଟେ ଯେ କୁକୁଡା ଠାରୁ ଶୀଘ୍ର କେହି ଉଠି ନଥାନ୍ତି ଓ ସନ୍ଧ୍ୟାରେ ବେଚାରା ସହିଦ ହୋଇଥାଏ ସେଥିପାଇଁ ଭାବନାରେ ବଞ୍ଚିବା ଛାଡି ଦିଅନ୍ତୁ ଓ ମନ ଇଛା ସୁଅନ୍ତୁ ।
୨. ଗୋଟେ ମଦୁଆ ମଦ ବହୁତ ସମୟ ପିବା ପରେ ନିଶାରେ ଆଇ ଲଭ ୟୁ
ସ୍ତ୍ରୀ ରାଗି କହିଲା – କିଏ କହିଲା ? ତମେ ନା ମଦ ?
ମଦୁଆ କହିଲା – ଡାର୍ଲିଙ୍ଗ ମୁଁ କହିଲିକିନ୍ତୁ ତମକୁ ନୁହ ମଦକୁ ।

୩. ସବୁ ମଜନୂ ମାନଙ୍କୁ ଏହା ସୂଚିତ କରା ଯାଉଛି ଯେ
ବିପଦ ଟଳି ଯାଇଛି
ଆଉ ଡରିବାର କିଛି କଥା ନାହିଁ
ରକ୍ଷା ବନ୍ଧନ ଆଉ ୩୬୪ ଦିନ ପରେ ଆସିବ, ସ୍ଥିତି ନିୟନ୍ତ୍ରଣରେ ଅଛି
ନିଜ ନିଜ ଡ୍ଯୁଟିରେ ଫେରି ଆସନ୍ତୁ
୪. ଗୋଟେ ଟିଚର ଚୁମା ବିରୁଦ୍ଧରେ ଛୁଆଙ୍କୁ ବୁଝଉଥିଲେ ଯେତେବେଳେ କୌଣସି ଝିଅ କୌଣସି ପୁଅକୁ ଚୁମା ଦେଇଥାଏ ସେତେବେଳେ ତାଙ୍କ ମୁହଁ ସବୁ ଜୀବାଣୁ ଟ୍ରାନ୍ସଫର ହୋଇଥାଏ ଓ ଏହାର କିଛି ଚିକିତ୍ସା ମଧ୍ୟ ନାହିଁ ।
ସବୁ ଛୁଆ ଶାନ୍ତ ହୋଇଗଲେ ଓ ଡଋ ଗଲେ ।
କିନ୍ତୁ ପପୁ ଉଠି କହିଲା – ମେଡମ ଏହାର ଚିକିତ୍ସା ଅଛି ।
ଟିଚର ଆଶ୍ଚର୍ଯ୍ୟ ହୋଇ ପଚାରିଲେ – କଣ ଚିକିତ୍ସା ଅଛି ?
ପପୁ କହିଲା – ସିମ୍ପଲ ତା ଚୁମା ତାକୁ ଫେରେଇ ଦବା ।

୫. କଞ୍ଜୁସ ପୁଅ – ବାପା ୨ଟଙ୍କା ଦେଲ
କଞ୍ଜୁସ କହିଲା – ଦେବୀ ନାହିଁ
ପୁଅ – ବାପା ଦିଅ କ୍ଷୀର ଅଙ୍କଲ ଆଉ ମା ଗୋଟେ କଥା କହିବି
କଞ୍ଜୁସ – ନେ ୫ଟଙ୍କା ଏବେ କହ
ପୁଅ କହିଲା – କ୍ଷୀର ଅଙ୍କଲ ମାକୁ କହୁଥିଲେ
ଏହି ମାସ ଟଙ୍କା ଦେଇ ନାହାନ୍ତି କାଲି ଠାରୁ କ୍ଷୀର ବନ୍ଦ
ଶିକ୍ଷା – କଞ୍ଜୁସ ଧନ କେବଳ କଞ୍ଜୁସ ପୁଅ ବାହାର କରି ପାରିବ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।