ବିବାହ ଝିଅ ମାନଙ୍କ ପାଇଁ ଗୋଟେ ଏମିତିକା ସପନ ଯାହା ସେ ପୂର୍ଣ ହବାର ଦେଖିବା ପାଇଁ ଛୁଆ ବେଳୁ ଅପେକ୍ଷା କରିଥାନ୍ତି, ଝିଅ ମାନେ ନିଜ ବିବାହ ପାଇଁ ବଡ ବଡ ସପନ ଦେଖିଥାନ୍ତି, ତେବେ ଚିନ୍ତା କରନ୍ତୁ ଏମିତି ଗୋଟେ ଗାଁ ଯେଉଁଠି ଝିଅ ଅଛନ୍ତି କିନ୍ତୁ ବିବାହ ପାଇଁ ପୁଅ ନାହାନ୍ତି, ତେବେ କଣ ହବ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠି କେବଳ କୁଆଁରୀ ଝିଅ ଅଛନ୍ତି ପୁଅ ନାହାନ୍ତି ଓ ଯାହା ପୁରୁଷ ଅଛନ୍ତି ସେ କେଉଁ କାରଣ ପାଇଁ ବିବାହ କରୁ ନାହାନ୍ତି ।

ଆଜି ଆମେ ଆପଣଙ୍କୁ ବ୍ରାଜିଲ ର ଗୋଟେ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଆପଣଙ୍କୁ କୁଆଁରୀ ଝିଅ ମିଳିଯିବେ କିନ୍ତୁ ତାଙ୍କ ବିବାହ ହୋଇ ପାରେ ନାହିଁ, ଝିଅ ମାନେ ନିଜ ବିବାହ ପାଇଁ ବହୁତ ସପନ ଦେଖିଥାନ୍ତି କିନ୍ତୁ କାହା ସପନ ପୂର୍ଣ ହୋଇନଥାଏ, ତେବେ ପୁରା ଦୁନିଆରେ ବର୍ତମାନ ସ୍ଥିତି ଅନୁଯାଇ ପୁଅଙ୍କ ଅପେକ୍ଷା ଝିଅ କମ ଅଛନ୍ତି ତଥାପି

ଏମିତି କେମିତି ହେଲା ତାହା ଆପଣଙ୍କ ମନରେ ଆସୁଥିବ ତେବେ ଆମେ ଆପଣଙ୍କୁ କହିରଖୁଚୁ ଯେ ଏହି ଗାଁରେ ଯେତେ ପୁରୁଷ ଅଛନ୍ତି ସେ ବିବାହିତ ଅଟନ୍ତି ଓ ସମ୍ପର୍କରେ ଝିଅଙ୍କର ନିଜର ଅଟନ୍ତି ଯାହା ଫଳ ସ୍ୱରୂପ ସେ ଝିଅଙ୍କ ସହ ବିବାହ କରି ପାରୁ ନାହାନ୍ତି କିନ୍ତୁ ଏଠାରେ ପୁଅ ନାହାନ୍ତି, ଓ ବର୍ତମାନ ସ୍ଥିତି ଅନୁଯାଇ ଝିଅ ମାନେ ଏକା ରହିବା ପାଇଁ ଚାହୁଁ ନାହାନ୍ତି ସେଥିପାଇଁ ସହର ବା ଅଲଗା

ଗାଁକୁ ଯାଇ ନିଜ ପାଇଁ ପୁଅ ପସନ୍ଦ କରୁଛନ୍ତି କିନ୍ତୁ ଝିଅଙ୍କ ଗୋଟେ ଜିଦ ପାଇଁ ପୁଅ ବିବାହ କରୁ ନାହାନ୍ତି, ଏଠାରେ ଥିବା ଝିଅଙ୍କ ଗୋଟେ ଜିଦ ବିବାହ ପରେ ପୁଅ ଏହି ଗାଁରେ ରହିବ ଘର ଜ୍ଵାଇଁ ହୋଇ ଯାହା ପ୍ରାୟତଃ ପୁଅଙ୍କୁ ମଞ୍ଜୁର ନାଇ । ତେବେ ଏମିତି କଣ୍ଡିସନ ସହ କିଏ ବାହା ହବ କହିଲେ, ଝିଅ ମାନଙ୍କୁ ଏହି କଥା ବୁଝିବା କଥା ଓ ସଂସାର ନିୟମ ଅନୁଯାଇ ଚଲିଲେ ସବୁ ଭଲ ରହିବ । ଆପଣଙ୍କୁ ଏହି କଥାଟି କେମିଟି ଲାଗୁଛି ନିଶ୍ଚୟ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।