ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ଷ ଗୁଡିକ ।
୧. ସାତଟି ସାଧୁ ସାତଟି ଚଟ ଉପରେ ବସିଥିଲେ ଆଶ୍ରମରେ
ଜଣେ ବ୍ୟକ୍ତି ଆସିଲା ଓ ସବୁଠାରୁ ବଡ ସାଧୁଙ୍କୁ ପଚାରିଲା : ବାବା ସ୍ତ୍ରୀକୁ କଣ୍ଟ୍ରୋଲ କରି ହଉନି କଣ କରିବି ?
ସାଧୁ (ସାନ ସାଧୁକୁ) : ଆଉ ଗୋଟେ ଚଟ ଆଣେ ଭାଇ ପାଇଁ

୨. ଯୁଆଡେ ଯାଓ କେବଳ ସ୍ତ୍ରୀ କଥା ଅଟେ
କିଏ ଆଣିକି କାନ୍ଦୁଛି
କିଏ ଆଣିବା ପାଇଁ କାନ୍ଦୁଛି
୩. ସ୍ଵାମୀ – ଆଜିକାଲି ତମେ ନା ସିଗ୍ରେଟ ପାଇଁ ନା ମଦ ପାଇଁ କୌଣସି ଜିନିଷ ପାଇଁ ଅଭିଯୋଗ କରୁନ ?
ସ୍ତ୍ରୀ – ନା ଏଲଆଇସି ଲୋକ ପହର ଦିନ ସବୁ ଲାଭ ବିଷୟରେ କହିକି ଯାଇଛି ।

୪. ସ୍ତ୍ରୀ – ଯଦି ମୋ ବାହାଘର ଗୋଟେ ରାକ୍ଷସ ସହ ବି ହୋଇଥିଲେ ମୁଁ ଏତେ ଚିନ୍ତା କରି ନଥାନ୍ତି ଯେତେ ତମ ସହ ରହି ମତେ ହବାକୁ ପଡୁଛି ।
ସ୍ଵାମୀ – ପାଗେଳି ରକ୍ତ ସମ୍ପର୍କରେ ବାହାଘର ହୁଏ ନାହିଁ
୫. ସ୍ତ୍ରୀ – ମୁଁ ଆଜି କେମିତି ଦେଖା ଯାଉଛି ?
ସ୍ଵାମୀ – ଭଲ ଲାଗୁଚ
ସ୍ତ୍ରୀ – ଗୋଟେ ଶେର କୁହ ମୋ ପାଇଁ
ସ୍ଵାମୀ – ତମେ ଯେତେ ସୁନ୍ଦର ଲାଗୁଚ
ତାହା ସବୁ ମୋ ଦରମ ନେଇଯାଏ

୬. ପରିବାବାଲା ପରିବା ଉପରେ ପାଣି ପକାଉଥିଲା,
ବହୁତ ସମୟ ପରେ
ଗ୍ରାହକ ରାଗି ଯାଇ କହିଲା : ଯଦି ଭିଣ୍ଡିକୁ ହୋଶ ଆସି ଯାଇଛି ତେବେ ଗୋଟେ କେଜି ଦେଇ ଦିଅ ।
୮. କର୍ମଚାରି : ସର ଗଣପତି ପାଇଁ କିଛି ଦିନ ଛୁଟି ଦରକାର ଥିଲା ।
ମାଲିକ – ଗୋଟେ ସର୍ତରେ ଛୁଟି ଦେବୀ
ପ୍ରଥମେ ଏହା କୁହ ବାହୁବଳିକୁ କଟପା କଣ ପାଇଁ ମାଇଲା ?
କର୍ମଚାରି : ସର ହେଇପାରେ ବାହୁବଳି ଗଣପତି ପାଇଁ ଛୁଟି ଦେଇ ନଥିବ
ମାଲିକ : କେତେ ଦିନ ପାଇଁ ଛୁଟି ଦରକାର

୯. ସାସୁ – ଜ୍ଵାଇଁ ରାଜା ଆର ଜନ୍ମରେ କଣ ହବ ?
ଜ୍ଵାଇଁ – ଆଜ୍ଞା ଝିଟିପିଟି
ସାସୁ : କଣ ପାଇଁ ?
ଜ୍ଵାଇଁ : କାହିଁକିନା ଆପଣଙ୍କ ଝିଅ କେବଳ ଝିଟିପିଟି ଦେଖିଲେ ଡରିଥାଏ ।
୧୦. ଭିକାରି : ପୁଅ ବାବାକୁ କିଛି ଖାଇବାକୁ ଦିଅ ।
ପପୁ ସ୍ତ୍ରୀ ନାହିଁ, ପରେ ଆସିବ ।
ଭିକାରି : ଅବେ ଅଳସୁଆ ମୁଁ କଣ ଚୁମା ମାଗୁଚି, ଖାଇବା ମାଗୁଚି ତାହା ତୁ ବି ଦେଖିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।