ମହିଳାଙ୍କ ଶରୀର ଏହି ୨ଟି ଅଙ୍ଗ ଖୋଲିଥାଏ ସେମାନଙ୍କ ସବୁ ରାଜ- (ଅଙ୍ଗ ଶାସ୍ତ୍ର)

ହିନ୍ଦୁ ଶାସ୍ତ୍ର ଅନୁଯାଇ ଆମ ଧର୍ମରେ ସାମୁଦ୍ରିକ ଶାସ୍ତ୍ର ଅଛି ଯାହା ଅନୁଯାଇ ଶରୀର ପ୍ରତି ଅଙ୍ଗ ପରତ୍ୟଙ୍ଗ ବିଷୟରେ ବହୁତ ବିଶେଶ୍ଜ୍ଞ ମାନଙ୍କ ଦ୍ଵାରା ନିରୀକ୍ଷଣ କଲା ପରେ ଲେଖା ହୋଇଛି, ତେବେ ସାମୁଦ୍ରିକ ଶାସ୍ତ୍ରରେ ଶରୀର ବହୁତ ଅଙ୍ଗ ବିଷୟରେ କୁହା ଯାଇଛି ଏହା ଛଡା ଶରୀର ଉପରେ ଥିବା କଳାଯାଇ ବିଷୟରେ ମଧ୍ୟ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ମହିଳାଙ୍କ କେଉଁ ୨ ଅଙ୍ଗ ଦ୍ଵାରା ତାଙ୍କ ସ୍ଵଭାବ ଜଣା ପଡିଥାଏ । ତେବେ ମହିଳାଙ୍କ ପାଇଁ ବହୁତ ବିଦ୍ଵାନ ଲୋକ ମଧ୍ୟ ଏହା କହିଛନ୍ତି ଯେ ମହିଳାଙ୍କୁ ବୁଝିବା ବହୁତ କଠିନ ଅଟେ ।

ତେବେ ବଡ ବୁଜୁର୍ଗ ଲୋକ କୁହନ୍ତି ମହିଳାଙ୍କୁ ଭଗବାନ ଜାଣି ପାରିଲେ ନାହିଁ ତେବେ ଆମେ କଣ ଜାଣିବୁ କିନ୍ତୁ ମହିଳାଙ୍କୁ ଜାଣିବା ଓ ବୁଝିବା ବହୁତ ସହଜ ଅଟେ କିନ୍ତୁ କୌଣସି ମହିଳାକୁ ଜାଣିବା ପାଇଁ ବୁଦ୍ଧି ନୁହଁ ମନ ବ୍ୟବହାର କରିବା ଉଚିତ ଆପଣ ସେହି ମହିଳାକୁ ବହୁତ ଭଲ ଭାବରେ ଜାଣି ପାରିବେ ।

Image Courtesy: Google

ତେବେ ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଆସନ୍ତୁ ଜାଣିବା କେଉଁ ଅଙ୍ଗ ଦ୍ଵାରା ଆପଣ ମହିଳାଙ୍କୁ ଚିହ୍ନିବେ ।

୧. ପତଳା ଓଠ :

ଯେଉଁ ମହିଳାଙ୍କ ପତଳା, ଗୋଲାପି ଲମ୍ବା ଓଠ ହୋଇଥାଏ ଏହି ଭଳି ମହିଳା ବହୁତ କାମୁକ ହୋଇଥାନ୍ତି, ଏହି ଭଳି ମହିଳା କେବଳ ପ୍ରେମ ଭାଷା ବୁଝିଥାନ୍ତି, ଏହି ଭଳି ମହିଳା ନିଜ ସ୍ଵାମୀକୁ ବହୁତ ଭଲ ପାଇଥାନ୍ତି ଓ କେବେ ବି ତାଙ୍କ ଠାରୁ ଦୂରେଇ ନଥାନ୍ତି ।

୨. ଗୋଲାପି ଓଠ :

ଯେଉଁ ମହିଳାଙ୍କ ଗୋଲାପି ଓଠ ହୋଇଥାଏ ସେହି ମହିଳା ସମସ୍ତଙ୍କ ସହ ମିଳି ମିଶି ରହିବା ପସନ୍ଦ କରନ୍ତି ।

Image Courtesy: Google

୩. ନାଲି ଓଠ :

ଯେଉଁ ମହିଳାଙ୍କ ଓଠ ନାଲି ହୋଇଥାଏ ଏହି ମହିଳାମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ କାର୍ଯ୍ୟ ସମାପ୍ତ ନକଲେ ଶାନ୍ତି ଅନୁଭବ କରନ୍ତି ନାହିଁ ।

୪. ମୋଟା ଓଠ :

ଯେଉଁ ମହିଳାଙ୍କ ତଳ ଓଠ ମୋଟା ହୋଇଥାଏ ସେହି ଭଳି ମହିଳା ମାନଙ୍କ ସ୍ଵାମୀ ଶୀଘ୍ର ତାଙ୍କ ଠାରୁ ଦୂରେଇ ଯାନ୍ତି, ଏହି ଭଳି ମହିଳା ମାନେ ବହୁତ ରାଗି ସ୍ଵଭାବର ହୋଇଥାନ୍ତି ।

Image Courtesy: Google

ଡିମ୍ପଲ ଥିବା ଗାଲ :

ବିଷ୍ଣୁ ପୁରାଣ ଓ ସମୁଦ୍ର ଶାସ୍ତ୍ର ଅନୁଯାଇ ଯେଉଁ ମହିଳାଙ୍କ ଗୋଟେ ବା ଦୁଇ ଗାଲରେ ଡିମ୍ପଲ ହୋଇଥାଏ ଏହି ଭଳି ମହିଳା ବହୁତ ଖୁସି ସ୍ଵଭାବର ହୋଇଥାନ୍ତି, ଏହି ଭଳି ମହିଳା ନିଜ ଆଖ ପାଖ ଲୋକଙ୍କୁ ଖୁସି ରଖିବା ପସନ୍ଦ କରନ୍ତି ଓ ନିଜ ଦୁଃଖ ଦ୍ଵାରା କାହା ଦୁଃଖୀ କରନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *