ଆପଣ ମାନେ ସମସ୍ତେ ଜୀ ଟିଭିରେ ଆସୁଥିବା ପ୍ରସିଦ୍ଧ ସିରିଏଲ ଯୋଦ୍ଧା ଅକବର ନିଶ୍ଚିନ୍ତ ଦେଖିଥିବେ ଯାହା ଇତିହାସ ଉପରେ ବର୍ଣନ କରା ଯାଇଥିଲା । ତେବେ ଏହି ସିରିଏଲ ବହୁତ ଟିଆରପି ଯୋଗାଡ କରିଥିଲା କାହିଁକିନା ସେହି ସମୟରେ ଓ ବର୍ତମାନ ମଧ୍ୟ ଏହି ଭଳି ପ୍ରେମ କାହାଣୀ ଲୋକଙ୍କୁ ଦେଖିବା ବହୁତ ପସନ୍ଦ ଅଟେ, ତେବେ ଆଜି ଆମେ ଆପଣଙ୍କୁ ଯୋଦ୍ଧା ଅକବର ସିରିଏଲ ମୁଖ୍ୟ କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ସହ ଦେଖା ସାକ୍ଷାତ କରାଇବୁ, ତେବେ ଆସନ୍ତୁ ଜାଣିବା ତାଙ୍କ ରିଅଲ ଲାଇଫ ପାର୍ଟନର ବିଷୟରେ ।
୧. ଚେତନ ହଂସରାଜ :

ଯୋଦ୍ଧା ଅକବର ସିରିଏଲ ମୁଖ୍ୟ ନକାରାତ୍ମକ ଅଭିନେତା ରୂପରେ ଚେତନ ହଂସରାଜ କାମ କରିଥିଲେ ଓ ତାଙ୍କ ଅଭିନୟ ନା ଥିଲା ଆଦମ ଖାନ । ତେବେ ଚେତନ ହଂସରାଜ ଏହି ଅଭିନୟ ଦେଖି ଲୋକ ତାଙ୍କ ବହୁତ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଚେତନ ୨୦୦୪ରେ ଲାବଣ୍ୟା ପରେରାଙ୍କ ସହ ବିବାହ କରିଥିଲେ ଯିଏ ଜଣେ ବିଜନେସ ୱୂମେନ ଅଟନ୍ତି ଓ ବର୍ତମାନ ମଧ୍ୟ ଦୁହେଁ ବହୁତ ଖୁସିରେ ଅଛନ୍ତି ।

୨. ଅଶ୍ଵିନୀ କଲେସ୍କର :
ଆପଣ ମାନେ ଏହି ସିରିଏଲରେ ମହାମଙ୍ଗା କୁ ଦେଖିଥିବେ ଯିଏ ଅଶ୍ଵିନୀ କ୍ଳେଶକର ଅଟନ୍ତି, ତେବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଶୋକ କରିଥିଲା । ଅଶ୍ଵିନୀ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ଓ କୌଣସି ପ୍ରକାର ଅଭିନୟ ବହୁତ ସହଜ ଭାବରେ କରିଥାନ୍ତି, ତେବେ ଅଶ୍ଵିନୀ ୨୦୦୯ରେ ମୂରଲୀ ଶର୍ମା ସହ ବିବାହ କରିଥିଲେ ଓ ବର୍ତମାନ ମଧ୍ୟ ଦୁହେଁ ଏକାଠି ବହୁତ ଖୁସିରେ ଅଛନ୍ତି, ତେବେ ମୂରଲୀ ଶର୍ମାଙ୍କୁ ଆପଣ ମାନେ ବହୁତ ବଲୀଉଡ ମୁଭିରେ ଅଭିନୟ କରିଥିବାର ଦେଖିଥିବେ ।

୩. ରଜତ ଟୋକସ :
ରଜତ ଟୋକସ ଏହି ସିରିଏଲ ଯୋଦ୍ଧା ଅକବରରେ ମୁଖ୍ୟ ଅଭିନେତା ଅକବର ଅଭିନୟ କରିଥିଲେ ଓ ତାଙ୍କ ଅଭିନୟ ଦେଖି ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ କାହିଁକିନା ତାଙ୍କ ଅଭିନୟ ବହୁତ ସତ ଲାଗୁଥିଲା । ତେବେ ୨୦୧୫ରେ ରଜତ ଟୋକସ ଶ୍ରୀଷ୍ଟି ସହ ବିବାହ କରିଥିଲେ ଓ ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି, ତେବେ ଶ୍ରୀଷ୍ଟି ଜଣେ ହାଉସୱାଇଫ ଅଟନ୍ତି ।

୪. ପରିଧି ଶର୍ମା :
ପରିଧି ଶର୍ମା ବହୁତ ବଡ ଅଭିନେତ୍ରୀ ଅଟନ୍ତି, ସିରିୟଲରେ ଯୋଦ୍ଧା ଅଭିନୟ ପରିଧି କରିଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତେବେ ପରିଧି ଶର୍ମା ୨୦୦୯ରେ ଏହମଦାବାଦ ବିଜନେସମେନ ତନବେ ସକସେନା ସହ ବିବାହ କରିଥିଲେ ଓ ୭ ବର୍ଷ ପରେ ତାଙ୍କର ଗୋଟେ ପୁଅ ହୋଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।