ଝିଅଙ୍କ ବିବାହ ଆଉ ଲାଗିବନି ବୋଝ, ପ୍ରତିଦିନ ୧୨୧ ଟଙ୍କା ଯମା କଲେ ପାଇବେ ୨୭ ଲକ୍ଷ- ଜାଣନ୍ତୁ ସମ୍ପୂର୍ଣ ଖବର

ସବୁ ମା ବାପା ଝିଅର ବିବାହ ପାଇଁ ଜନ୍ମରୁ ଟଙ୍କା ସେଭ କରିବା ଆରମ୍ଭ କରିଦିଅନ୍ତି । ସେ ଚାହାନ୍ତି ନହିଁ ଟଙ୍କା ଝିଅ ଯେବେ ବିଦା ହେବତାକୁ କୌଣସି ପ୍ରକାରର ଅସୁବିଧା ହେଉ । ଯଦି ଆପଣବି ଝିଅର ବିବାହକୁ ନେଇ ଚିନ୍ତିତ ଅଛନ୍ତି ଆଉ ଟେନସନ ନିଅନ୍ତୁ ନହିଁ । କାରଣ LIC ର ଗୋଟେ ଖାସ ପଲିଶି ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇପାରିବ । ଏହି ପଲିଶିର ନାମ କନ୍ୟାଦନ ଯୋଜନା ଅଟେ । ଏଥିରେ ଆପଣ ପ୍ରତିଦିନ ୧୨୧ର ସେଭ କରି ୨୭ ଲକ୍ଷ ଟଙ୍କାର ଋଟର୍ନ ପାଇ ପାରିବେ ତ ଆସନ୍ତୁ ଜାଣିବା କଣ ଅଟେ ଏହି ସ୍କିମ କେମିତି ନିବେଶ କରିବ ଓ ତାର ପକ୍ରିୟା ।

କଣ ଅଟେ LIC କନ୍ୟାଦାନ ପଲିଶି

Image Courtesy: Google

ଏହି ଇନସ୍ୟୁରନ୍ସେ ପଲିଶିକୁ ୧୩ ରୁ ୨୫ ବର୍ଷ ପାଇଁ କରି ପାରିବେ । ଏଥିରେ କେହିବି ବ୍ୟକ୍ତି ଅତି କମରେ ୧ ଲକ୍ଷ ପର୍ଯ୍ୟନ୍ତ ବୀମା ନେଇ ପାରିବ । ଏହା ସହିତ ଟର୍ମ ୩ ବର୍ଷ କମ ପର୍ଯ୍ୟନ୍ତ ହିଁ ପ୍ରିମିୟମ ସେବାକୁ ପଡିବ । ପଲିଶି କରିବା ପାଇଁ ପିତର ନ୍ୟୁନତମ ବୟସ ୧୮ ରୁ ୫୦ ବର୍ଷ ଭିତରେ ହେବ ଆବଶ୍ୟକ ଓ ଝିଅର ବୟସ ୧ ବର୍ଷ ହେବ ଦରକାର । ଯୋଜନାର ମୁଖ୍ୟ ଉଦେଶ୍ୟ ଝିଅର ଉଜ୍ଵଳ ଭବିଷ୍ୟତ ପାଇଁ ପଇସା ଯୋଡିବାରେ ସାହାର୍ଯ୍ୟ କରିଥାଏ ।

Image Courtesy: Google

ଏଥିରେ ତାର ବିହହକୁ ନେଇ କୌଣସି ଅସୁବିଧା ହେବନି । ଏହି ପଲିଶିର ଭଲ କଥା ଇଏକି ଏଥିରେ ଇନକମ ଟାକ୍ସ ଅଧିନିୟମ ୧୯୬୧ ସେକ୍ସନ ୮୦ସି ରେ ପ୍ରିମିୟମରେ ଛୁଟବି ମିଳିଥାଏ । ଏହି ଛୁଟ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରକମ ଉପରେ ମିଳିଥାଏ ।

ସ୍କିମ ସହିତ ଜଡିତ ଖାସ କଥା

କନ୍ୟାଦାନ ପଲିସ ଆବେଦକ ନିଜର ଆୟ ହିସାବରେ ପ୍ରିମିୟମ କମ କରିପାରେ କି ଅଧିକ କରିପାରେ ।

ଆପଣ ଚାହିଲେବି ଏହି ପ୍ରିମିୟମ ପ୍ରତିଦିନ କି ୬, ୪, ବା ୧ ମାସରେ କରିପାରିବେ ।

ପଲିଶିରେ ଇନଭେସ୍ଟ କରିବା ପାଇଁ ଆପଣ ଏଲଆଇସି ଅଧିକାରୀଙ୍କ ୱେବସାଇଟରେ ସବୁ ଚେକ ଲରିପାରିବେ ବା ଏଲଆଇସି ଏଜେଣ୍ଟ ସହିତ ସମ୍ପର୍କ କରି ପାରିବେ ।

Image Courtesy: Google

ପଲିଶି କରିବା ସମୟରେ କୌଣସି ବ୍ୟକ୍ତିଙ୍କ କିଛି ଟଙ୍କା ଦେଲା ପରେ ମୃତ୍ୟୁ ହୋଇଯାଉଛି ତ ତାଙ୍କର ପରିବାରକୁ ଏହି ପଲିଶିରେ ପ୍ରିମିୟମ ଦେବାକୁ ପଡିବ ନହିଁ ।

ପରିବାରକୁ ସବୁ ବର୍ଷ ଏଲଆଇସି କମ୍ପାନୀ ଦ୍ଵାରା ୧ ଲକ୍ଷ ଟଙ୍କା ଦିଆଯିବ ଓ ପଲିଶିର ୨୫ ବର୍ଷ ପୁରା ହେବ ପରେ ପଲିଶିର ନୋମିନୀକୁ ଅଲଗା ୨୭ ଲକ୍ଷ ଦିଆଯିବ ।

ୟୋଜନାର ଲାଭ

ପଲିଶି ମଝିରେ ବିମାଧାରକର ମୃତ୍ୟୁ ହେଉଛି ପରିବାରକୁ ୫ ଲକ୍ଷ ମିଳିବ ।

ପଲିଶି ଧାରକକୁ ମିଳିବାକୁ ଥିବା ମୃତ୍ୟୁ ଲାଭ ବାର୍ଷିକ ଇଂସ୍ଟଲମେଣ୍ଟରେ ଦିଆଯିବ ।

Image Courtesy: Google

ଦୁର୍ଘଟଣାରେ ବୀମା ଧାରକର ମୃତ୍ୟୁ ହେଲେ ପରିବାରକୁ ୧୦ ଲକ୍ଷ ମିଳିବା ।

ଯଦି ବୀମା ଧାରକ ପ୍ରତିଦିନ ୭୫ ଟଙ୍କା ଜମା କରିଥିବ ଝିଅକୁ ୨୫ ବର୍ଷ ହେବ ପରେ ତାର ବିବାହ ପାଇଁ ପଲିଶି ଦ୍ଵାରା ୧୪ ଲକ୍ଷ ମିଳିବ । ଏହିଭଳି ଟଙ୍କା ଅଧିକ ଦେଲେ ରିଟର୍ନ ଅଧିକ ମିଳିବ । ଉଦାହରଣ ସ୍ୱରୂପ ଯଦି ଆପଣ ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତ ମ୍ୟାଚୁରୀଟି ଉପରେ ପାଖାପାଖି ୨୭ ଲକ୍ଷ ଟଙ୍କା ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *