IAS ଇନ୍ଟରଭିଉ ପ୍ରଶ୍ନ- ଢାଳ କୁ English ରେ କଣ କୁହନ୍ତି ?

ବନ୍ଧୁଗଣ ଆର ମାସରେ ୪ ଅକ୍ଟୋବରକୁ ୟୁପି ଏସ ସିର ପ୍ରାରମ୍ଭିକ ପରୀକ୍ଷା ହେବ । ଲକ୍ଷ କ୍ୟାଣ୍ଡିଡେଟ ଏହି ପରୀକ୍ଷାରେ ସାମିଲ ହେବ । ଏହି ପରୀକ୍ଷାର ସବୁ ଚରଣ ବହୁତ କଷ୍ଟ ଅଟେ । ଲିଖିତ ପରୀକ୍ଷା ପରେ ଇନ୍ଟରଭିଉରେ ବହୁତ ଭଲ ଭଲ ଧୂରନ୍ଦର ଲଟକି ଯାନ୍ତି । ଇନ୍ଟରଭିଉର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇ ଏ ଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେକି ଆସିଛନ୍ତି ଯାହା ଟ୍ରିକ ହେବ ସହିତ ମଜାଦାର ମଧ୍ୟ ଅଟେ ।

ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକ ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।

Image Courtesy: Google

ପ୍ରଶ୍ନ :- ଲୋଟାକୁ ଇଂରାଜୀରେ କଣ କୁହାଯାଏ ?

ଉତ୍ତର :- ମେଟାଲ ପଟ

ପ୍ରଶ୍ନ :- ମନୁଷ୍ୟ ୨୪ ଘଣ୍ଟାରେ କେତେଥର ନିଶ୍ଵାସ ନେଇଥାଏ ?

ଉତ୍ତର :- ୧୭ ରୁ ୩୦ ହଜାର ବାର

ପ୍ରଶ୍ନ :- ସେ କଣ ହୋଇଥାଏ ଯାହାକୁ କୋର୍ଟ କଚେରୀ ବା ଥାନା ସବୁ ଜାଗାରେ ଲୋକ ଖାଇବାକୁ କହିଥାନ୍ତି ?

ଉତର :- କସମ

ପ୍ରଶ୍ନ :- ସେ କେଉଁ ମଣିଷ ହୋଇଥାଏ ଯାହାର କିଛି ଟିକେଟ ଲାଗିନଥାଏ ?

Image Courtesy: Google

ଉତ୍ତର :- ନବଜାତ ଶିଶୁ ପାଇଁ

ପ୍ରଶ୍ନ :- ସେ କେଉଁ ଯିବ ହୋଇଥାଏ ଭୋକ ଲାଗିଲେ କକଡ ପଥର ଖାଇ ଥାଏ ?

ଉତ୍ତର :- ସୁତୁର ମୁର୍ଗ

ପ୍ରଶ୍ନ :- ଗଛରେ ଲଗେଇବା ବାଲା ସବୁଠୁ ବଡ ଫଳ କଣ ଅଟେ ?

ଉତ୍ତର :- କଟହଲ

ପ୍ରଶ୍ନ :- କେଉଁ ପଶୁ କେବେ ତାର ମାକୁ କେବେ ଦେଖି ନହିଁ ?

ଉତ୍ତର :- ବିଛା

ପ୍ରଶ୍ନ :- କେଉଁ ପଶୁକୁ ଆଇନାରେ ଦେଖିବାକୁ ଡର ଲାଗିଥାଏ ?

ଉତ୍ତର :- ଘୁଷୁରି

Image Courtesy: Google

ପ୍ରଶ୍ନ – ଏମିତି କେଉଁ ଗଛ ଅଛି ଆମେ ସେଥିରେ କେବେ ଚଢି ପାରୁ ନାହିଁ  ?

ଉତ୍ତର :- କଦଳୀ ଗଛ

ପ୍ରଶ୍ନ :- କଣ୍ଟା ଉପରେ କଣ୍ଟା ଓ ଯେତେ ବାଜିବାକୁ ଯାଉଛି  ସେଥିରେ ସେତିକି ମିନିଟ ବାକି ଅଛି, କୁହ ଘଡିରେ କେତେ ସମୟ ହେଲା ?

ଉତ୍ତର :- ଘଡିରେ ୯ ଟା ବାଜି ୫୦ ମିନିଟ ସମୟ ହୋଇଛି । ଯେଉଁଥିରେ ୧୦ ବାଜିବାକୁ ୧୦ ମିନିଟ ବାକି ଅଛି ।

ପ୍ରଶ୍ନ :- ବୈଜ୍ଞାନିକ ଦୁଇଟି ଗ୍ରହର ଦୂରତାକୁ କେମିତି ମାପିଥାନ୍ତି ?

ଉତ୍ତର :- ଗ୍ରହ ଓ ତାରାର ଦୂରତାକୁ ରେଡିଓ ତରଙ୍ଗର ସାହାର୍ଜ୍ୟରେ ମାପି ଥାନ୍ତି । ଏହାକୁ କାଶ୍ମୀକ ଡିଷ୍ଟେଲ୍ଡ କୁହାଯାଏ । ସେଥିପାଇଁ ବୈଜ୍ଞାନିକ ଅଲଗା ଗ୍ରହରେ ତାରରେ ରେଡିଓ ତରଂଗ ପଠାଇ ଥାନ୍ତି ତରଙ୍ଗ ଆସିବା ଜୀବରେ କେତେ ସମୟ ନେଇଥାଏ ସେଥିରେ ସେହି ଗ୍ରହ କି ତାରାର ଦୂରତାର ଅନ୍ଦାଜ ଲଗାଯାଏ ।

Image Courtesy: Google

ପ୍ରଶ୍ନ :- ଏମିତି କେଉଁ କାମ ଅଛି ପୁଅ କଲେ ଖରାପ, ଜ୍ଵାଇଁ କଲେ ବହୁତ ଭଲ ?

ଉତ୍ତର :- ପତ୍ନୀର ସେବା

ପ୍ରଶ୍ନ :- ଏମିତି କେଉଁ ବ୍ୟାଗ ଥାଏ ଯାହା ଭିଜିବା ଦ୍ଵାରା କାମ ଆସିଥାଏ ?

ଉତ୍ତର :- ଟୀ ବ୍ୟାଗ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *