ଗୋଟେ ସ୍ତ୍ରଲୋକ ତା ସାଙ୍ଗକୁ କହିଲା, ମୋ ସ୍ବାମୀ ମୋତେ ବହୁତ ପ୍ରେମ କରୁଛନ୍ତି, କୁହନ୍ତିକି ତମେ ହିଁ ସାତ ଜନ୍ମ ପର୍ଯ୍ୟନ୍ତ….

ସ୍ୱାସ୍ଥ୍ୟ ପାଇଁ ହସିବ ନିହାତି ଜରୁରୀ, ଯେମିତି ହସିବ ଦ୍ଵାରା ମାସିକ ଓ ଶାରୀରିକ ଥକାନ ଦୂର ହେବ ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ । ସେଥି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ହସର ପସରା ..

ଜୋକ-୧

Image Courtesy: Google

ଆଜିର ଜ୍ଞାନ ….

ଆଜିର ଦୁନିଆରେ ଭଲପାଇଲେ କାହାକୁ କରୁଚ ତ ଆୟୁରର୍ବେଦିକ ବାଲା କରନ୍ତୁ …

ଯଦି କିଛି ଲାଭ ନମିଳିବ କ୍ଷତିବି ନହେଉ ….!!!

ଜୋକ-୨

ମା – ଉଠରେ ନାଲୟକ ! ଦେଖେ ସୂର୍ଯ୍ୟ କେବେଠୁ ଉଦୟ ହେଲେଣି ….!!!

ବେଟା – ତ କଣ ହେଲା ମା …? ସେ ତ ମୋ ଆଗରୁ ସୋଇଥାଏ …!!!

ଜୋକ-୩

ପତି ବାଲକୋନୀରେ  ଠିଆ ହୋଇ ମସ୍ତିରେ ଗୀତା ଗାଉଥିଲା ….

‘ପଞ୍ଛି ବନୁ ଉଡତା ଫିରୁ ମସ୍ତ ଗଗନ ମେ…

ଆଜ ମେ ଆଜାଦ ହୁଁ ଦୁନିଆକି ଚମନ ମେ ‘

ରୋଷେଇ ଘରୁ ସ୍ତ୍ରୀ ର ଆବାଜ ଆସିଲା-

ଘରେ ଉଡ, ସାମ୍ନା ବାଲି ତା ମା ଘରକୁ ଯାଇଛି …!!!

Image Courtesy: Google

ଜୋକ-୪

ଗୋଟେ ସାଙ୍ଗ ଆଉ ଗୋଟେ ସାଙ୍ଗକୁ କହିଲା, ମୋ ସ୍ଵାମୀ ମୋତେ ବହୁତ ପ୍ରେମ କରୁଛନ୍ତି,

କୁହନ୍ତିକି ତମେ ହିଁ ସାତ ଜନ୍ମ ପର୍ଯ୍ୟନ୍ତ ମୋର ସ୍ତ୍ରୀ ହୋଇ ରୁହ… !!!

ଆଉ ଗୋଟିଏ ସାଙ୍ଗ କହିଲା – ଏହି ପୁରୁଷମାନେ ଏମିତି ହିଁ ହୋଇଥାନ୍ତି,

ସାତ ଜନ୍ମର ଆଗକୁ ଆଉ କାହାକୁ କହିଥିବ ବୋଧେ ….?

ଜୋକ-୫

ଟ୍ରେନରେ ଯାତ୍ରୀ ପଚାରିଲା – ଏହି ଟ୍ରେନ ଧୀରେ କାହିଁକି ଚାଲୁଅଛି …?

ଟିଟି – ପ୍ରବଳ ବର୍ଷା କାରଣରୁ …

ଯାତ୍ରୀ – ତ ବର୍ଷାକୁ ଟ୍ରେନରୁ ଉତାରି ଦିଅ ନା…..!!!

Image Courtesy: Google

ଜୋକ-୬

କୁଣିଆ – ଆରେ ବେଟା ଆଗକୁ କଣ କରିବ ?

ପୁଅ – କିଛି ନାହିଁ,  ଆପଣ ଗଲା ପରେ ବିସ୍କୁଟ ଖାଇବି,

ଲୁଣୀ ବିସ୍କୁଟ ତ ଆପଣ ଛାଡି ନାହାନ୍ତି ….!!!

ଜୋକ-୭

ସାଦି ବାଲା ଘରେ ଦୁଇଟି ଜିନିଷ ଯାହା ବାର ବାର ବନିଥାଏ….

ପ୍ରଥମ – କୁଣିଆ ମାନଙ୍କର ମୁହଁ ଓ ଆଉ ଚା ..!!!

Image Courtesy: Google

ଜୋକ-୮

ଗୋଟେ ସଫଳ ପୁରୁଷ ପଛରେ ଗୋଟେ ସ୍ତ୍ରୀ ରା ହାତ ଥାଏ …!!!

ଓ ଗୋଟେରୁ ଅଧିକ ସ୍ତ୍ରୀ ହେଲେତ….

ସେହି ସଫଳ ପୁରୁଷର କାହାଣୀ ସାବଧାନ ଇଣ୍ଡିଆରେ ଦେଖାଇ ଥାଏ …!!!

ଜୋକ-୯

ସତ୍ୟ ଜ୍ଞାନ …

ପତ୍ନୀ ନିଜର ଶାଶୁର ଖରାପ ନିଜ ସ୍ଵାମୀ ଆଗରେ କହିପାରିବ  କିନ୍ତୁ

ପତି ନିଜ ଶାଶୁର ଖରାପ ଗୁଣ ନିଜ ସ୍ତ୍ରୀ ଆଗରେ କହିପାରିବ ନାହିଁ !!!

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *